Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Monday, May 4
    Facebook X (Twitter) YouTube Instagram
    Trending
    • କୋଲକାତାରେ ଆଜି ବିଜୟ ଶୋଭାଯାତ୍ରାକୁ ‘ନା’
    • ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ ମୋଦୀ
    • ତାମିଲନାଡୁରେ ଟିଭିକେ ସୁନାମି : ୧୦୪ ଆସନରେ ଆଗୁଆ
    • ପଶ୍ଚିମବଙ୍ଗରେ ବିଜେପିର ବଡ଼ ଲିଡ୍‌, କୁହୁକ ସଂଖ୍ୟା ଅତିକ୍ରମ
    • ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବ : ଶୁଭେନ୍ଦୁ ଅଧିକାରୀ
    • ଆଜିର ରାଶିଫଳ :
    • ସନ୍ଦୀପ ପାଠକଙ୍କ ବିରୋଧରେ ଦୁଇଟି ସଙ୍ଗୀନ ମାମଲା ରୁଜୁ ; ଆପ୍ ଛାଡ଼ି ବିଜେପିରେ ମିଶିବା ପରେ ବଢ଼ିଲା ଅଡୁଆ
    • ବଢ଼ିଲା ଓମ୍‌ଫେଡ୍ କ୍ଷୀର ଦାମ୍ , ଲିଟର ପିଛା ୪ ଟଙ୍କା ବୃଦ୍ଧି
    • ରାୟଗଡା ରେ ମାଟ୍ରିକ ରିଯେଲଟ ୯୬.୫ ପ୍ରତିଶତ,ମନସ୍ଵିନୀ ଦାସ ହେଲେ ଟପ୍ପର :
    • ନବ ବିବାହିତ ମହିଳାଙ୍କ ସନ୍ଧେହଜନକ ମୃତ୍ୟୁ :
    • ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର
    • ଚର୍ଚ୍ଚାରେ ମାଟ୍ରିକ୍ ରେଜଲ୍ଟ : ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା
    • ମହାନଦୀ ଜଳ ବିବାଦ ମାମଲା ; ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି
    • ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ::
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ରାଜନୀତି»ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବ : ଶୁଭେନ୍ଦୁ ଅଧିକାରୀ

    ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବ : ଶୁଭେନ୍ଦୁ ଅଧିକାରୀ

    By Charcha NewsMay 4, 2026
    Share
    Facebook Twitter Email WhatsApp

    ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବ : ଶୁଭେନ୍ଦୁ ଅଧିକାରୀ

    ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କରିବ। ଅଧିକାରୀ ପୁଣି ଥରେ ନନ୍ଦୀଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି

    BY-SUBHASMITA-DT-4.4.2026

    ନନ୍ଦୀଗ୍ରାମରୁ ପୁଣି ମଇଦାନରେ ଶୁଭେନ୍ଦୁ, ମମତାଙ୍କୁ ଦେଲେ କଡ଼ା ଚ୍ୟାଲେଞ୍ଜ

    ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି ଯେ ଆଗାମୀଦିନରେ ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଠନ କରିବ। ସେ ପୁଣିଥରେ ନନ୍ଦୀଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଭବାନୀପୁରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି। ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଥିବା ସମୟରେ ଶୁଭେନ୍ଦୁ କହିଛନ୍ତି ଯେ ପଶ୍ଚିମବଙ୍ଗରେ ପରିବର୍ତ୍ତନର ପବନ ବହୁଛି ଏବଂ ଏଥର ବିଜେପି ଶାସନକୁ ଆସିବ।

    ସେ ଆହୁରି ଦାବି କରିଛନ୍ତି ଯେ ଏଥର ବହୁ ସଂଖ୍ୟକ ମୁସଲିମ ଭୋଟର ତୃଣମୂଳ କଂଗ୍ରେସକୁ ସମର୍ଥନ କରିନାହାଁନ୍ତି। ଭବାନୀପୁରରେ ମଧ୍ୟ ସମାନ ପରିସ୍ଥିତି ଦେଖାଯାଉଥିବା ସେ କହିଛନ୍ତି। ବିଜେପି ନେତାଙ୍କ କହିବା ଅନୁସାରେ, ନବମ କିମ୍ବା ଦଶମ ପର୍ଯ୍ୟାୟ ପରେ ସେ ଆଗକୁ ବଢ଼ିବେ ଏବଂ ଆସନ ଜିତିବେ। ହିନ୍ଦୁ ଭୋଟ ବିଜେପି ପକ୍ଷରେ ଏକତ୍ରିତ ହୋଇଥିବା ମଧ୍ୟ ସେ ଦାବି କରିଛନ୍ତି। ଅନ୍ୟପଟେ ନିର୍ବାଚନ କମିଶନର ଆଧିକାରିକ ଟ୍ରେଣ୍ଡ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ଗଣନା ପରେ ମମତା ବାନାର୍ଜୀ ଆଗୁଆ ଥିବା ଦେଖାଯାଇଥିଲା। ପରେ ଦ୍ୱିତୀୟ ପର୍ଯ୍ୟାୟ ଗଣନାରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଭବାନୀପୁର ବିଧାନସଭା ଆସନରେ ୧୫୫୮ ଭୋଟରେ ଆଗୁଆ ଥିବା ସୂଚନା |

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    କୋଲକାତାରେ ଆଜି ବିଜୟ ଶୋଭାଯାତ୍ରାକୁ ‘ନା’

    May 4, 2026 ଆଜିର ଖବର

    ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

    May 4, 2026 ଆଜିର ଖବର

    ତାମିଲନାଡୁରେ ଟିଭିକେ ସୁନାମି : ୧୦୪ ଆସନରେ ଆଗୁଆ

    May 4, 2026 ଆଜିର ଖବର

    ପଶ୍ଚିମବଙ୍ଗରେ ବିଜେପିର ବଡ଼ ଲିଡ୍‌, କୁହୁକ ସଂଖ୍ୟା ଅତିକ୍ରମ

    May 4, 2026 ଆଜିର ଖବର

    ସନ୍ଦୀପ ପାଠକଙ୍କ ବିରୋଧରେ ଦୁଇଟି ସଙ୍ଗୀନ ମାମଲା ରୁଜୁ ; ଆପ୍ ଛାଡ଼ି ବିଜେପିରେ ମିଶିବା ପରେ ବଢ଼ିଲା ଅଡୁଆ

    May 3, 2026 ରାଜନୀତି

    ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବନି , ଏକାକୀ ଲଢ଼ିବ କଂଗ୍ରେସ : ଭକ୍ତ ଦାସ

    April 28, 2026 ଆଜିର ଖବର

    ଖୁବଶୀଘ୍ର ହେବ ନିଗମ ବୋର୍ଡ଼ ଘୋଷଣା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା

    April 28, 2026 ଆଜିର ଖବର

    ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ଭୋଟ୍ କାଲି: ୧୪୨ ଆସନରେ ମତଦାନ,

    April 28, 2026 ଆଜିର ଖବର

    ଏଏପିକୁ ବଡ଼ ଝଟକା: ବିଦ୍ରୋହୀ ସାଂସଦମାନଙ୍କୁ ବିଜେପି ସଦସ୍ୟ ଭାବେ ମାନ୍ୟତା ଦେଲା ରାଜ୍ୟସଭା :

    April 27, 2026 ଆଜିର ଖବର

    ମୁଁ ଅନୁଭବ କଲି, ଓଡ଼ିଶା ଏବଂ ବିହାର ପରେ ଏଥର ପଶ୍ଚିମବଙ୍ଗରେ ପଦ୍ମ ଫୁଟିବ ପଦ୍ମ: ପ୍ରଧାନମନ୍ତ୍ରୀ

    April 27, 2026 ଆଜିର ଖବର

    ଆଜି ସରୁଛି ପଶ୍ଚିମବଙ୍ଗରେ ପ୍ରଚାର, ଶେଷ ଦିନରେ ବିଭିନ୍ନ ସ୍ଥାନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜୋରଦାର କ୍ୟାମ୍ପେନ

    April 27, 2026 ଆଜିର ଖବର

    OCAC ଟେଣ୍ଡର ଅନିୟମିତତା ନେଇ ପୁଣି ତୀବ୍ର ହେଲା ରାଜନୀତି, IT ମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ ::

    April 25, 2026 ଆଜିର ଖବର
    Watch YouTube

    You May Like

    କୋଲକାତାରେ ଆଜି ବିଜୟ ଶୋଭାଯାତ୍ରାକୁ ‘ନା’

    May 4, 2026

    ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

    May 4, 2026

    ତାମିଲନାଡୁରେ ଟିଭିକେ ସୁନାମି : ୧୦୪ ଆସନରେ ଆଗୁଆ

    May 4, 2026

    ପଶ୍ଚିମବଙ୍ଗରେ ବିଜେପିର ବଡ଼ ଲିଡ୍‌, କୁହୁକ ସଂଖ୍ୟା ଅତିକ୍ରମ

    May 4, 2026

    ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବ : ଶୁଭେନ୍ଦୁ ଅଧିକାରୀ

    May 4, 2026

    ଆଜିର ରାଶିଫଳ :

    May 4, 2026

    ସନ୍ଦୀପ ପାଠକଙ୍କ ବିରୋଧରେ ଦୁଇଟି ସଙ୍ଗୀନ ମାମଲା ରୁଜୁ ; ଆପ୍ ଛାଡ଼ି ବିଜେପିରେ ମିଶିବା ପରେ ବଢ଼ିଲା ଅଡୁଆ

    May 3, 2026

    ବଢ଼ିଲା ଓମ୍‌ଫେଡ୍ କ୍ଷୀର ଦାମ୍ , ଲିଟର ପିଛା ୪ ଟଙ୍କା ବୃଦ୍ଧି

    May 3, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.