ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଡ଼ୁମେରପିଟା ଗ୍ରାମ ପଂଚାୟତ ଡ଼ୁମେରପିଟା ଗ୍ରାମ ରେ STEM ଗ୍ରୀଷ୍ମ କ୍ୟାମ୍ ଦ୍ୱାରା 6 ଛଅ ସପ୍ତାହ ଧରି ଚାଲୁଥିବା ଏହି କାର୍ଯ୍ୟକ୍ରମ ତିନୋଟି ସପ୍ତାହ ର କାର୍ଯ୍ୟକ୍ରମ ଆଜି ଶେଷ ହୋଇ ଯାଇଛି ଆଜି ମଙ୍ଗଲବାର ତାରିଖ -12/05/2026 ରିଖ ଦିନ ତୃତୀୟ ସପ୍ତାହ ରେ ପୃଷ୍ଟିସାର, ସ୍ନେହସାର ଓ ଶ୍ୱେତସାର ବିଷୟରେ ଗଭୀର ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଗ୍ରାମ ର ସ୍ବେଛାସେବୀ ଶିକ୍ଷକ 1- ହିମାଂଶୁ ନାଗ 2- ସରୋଜ ତାଣ୍ଡି ଶ୍ୱେତସାର, ସ୍ନେହସାର ଓ ପୃଷ୍ଟିସାର ବିଷୟରେ ଛାତ୍ର ଛାତ୍ରୀ ମାନଂକୁ ବୁଝାଇ ପରୀକ୍ଷା କରାଗଲl ଆଜି ମୋଟ – 29 ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ଆଜିର କାର୍ଯ୍ୟକ୍ରମ ରେ ପ୍ରସନ୍ନ ପଧାନ, ରୁପାଧର ପୁଟା, ସୁଶୀଲ ନନ୍ଦ ଗ୍ରାମ ର ଅଭିଭାବକ ଓ ଅଭିଭାବିକା ଉପସ୍ଥିତ ଥିଲେ l
ଚର୍ଚ୍ଚା news
STEM କ୍ୟାମ ର ତୃତୀୟ ସପ୍ତାହ ର FOOD TEST କାର୍ଯ୍ୟକ୍ରମ ଅନୁଷ୍ଠିତ
By Charcha News












