Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Friday, June 12
    Facebook X (Twitter) YouTube Instagram
    Trending
    • ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ମିଳନୀ ଓ କାର୍ଯ୍ଯକର୍ତ୍ତା ନିର୍ବାଚନ
    • ସ୍ୱତନ୍ତ୍ର ସଘନ ସଂଶୋଧନ (SIR) -୨୦୨୬ ଅନ୍ତର୍ଗତ ରାୟଗଡ଼ରେ ଭୋଟର ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ
    • ଆଦର୍ଶ ବ୍ଲକ ରେ କଳା ସତ୍ୟ: ସ୍ୱାଧୀନତାର ୭୫ ବର୍ଷ ପରେ ବି ଟୋପେ ପାଣି ପାଇଁ ସଂଘର୍ଷ
    • ପରମ୍ପରା ଓ ମାନବିକତା ମଧ୍ୟରେ ଫସିଛି ଏକ ପରିବାର
    • ବାଘ ଛାଲ ଜବତ,8 ଗିରଫ୍
    • ସୌରା ଭାଷାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା: ଲାଞ୍ଜିଆ ସୌରା ଗ୍ରାମରେ ପହଞ୍ଚିଲେ ଜିଲ୍ଲା ପ୍ରଶାସନ 
    • ଡହ ଡହ ଖରାରେ ରନ୍ଧନ ଗ୍ୟାସ ପାଇଁ ଧାରଣା: ତିନି ମାସ ଧରି ଗ୍ୟାସ ବୁକିଂ କରିଥିଲେ ମଧ୍ୟ ମିଳୁନି ସିଲିଣ୍ଡର
    • ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ
    • ସୌରା ଭାଷାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା: ଲାଞ୍ଜିଆ ସୌରା ଗ୍ରାମରେ ପହଞ୍ଚିଲେ ଜିଲ୍ଲା ପ୍ରଶାସନ 
    • ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହେଲେ ସୁନୀତି
    • ମେଧାବୀ ଛାତ୍ରୀଙ୍କ ମୃତ୍ୟୁରେ ଥରିଲା ଓଡ଼ିଶା : ପ୍ରେମ, ପ୍ରତାରଣା ନା ଷଡ଼ଯନ୍ତ୍ର ? ଉତ୍ତର ଖୋଜୁଛି ପୋଲିସ
    • ବିଶ୍ୱ ପରିବେଶ ଦିବସ ଅବସରରେ ଗୁଣପୁର ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ
    • କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ର ଗୁଣପୁର,ପଦ୍ମପୁର ଓ ମୁନିଗୁଡ଼ା ଠାରେ ATM ଶୁଭ ଉଦଘାଟନ
    • ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ଅଗଷ୍ଟ ମାସରେ ଏତିକି ଦିନ ଛୁଟି ରହିବ ସ୍କୁଲ- କଲେଜ !

    ଅଗଷ୍ଟ ମାସରେ ଏତିକି ଦିନ ଛୁଟି ରହିବ ସ୍କୁଲ- କଲେଜ !

    By charchanewsJuly 29, 2025
    Share
    Facebook Twitter Email WhatsApp

    ଓଡ଼ିଶାର ସରକାରୀ ସ୍କୁଲରେ ପଢୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। କାରଣ ଆସନ୍ତା ଅଗଷ୍ଟ ମାସରେ ସ୍କୁଲ, କଲେଜ ଏବଂ ସରକାରୀ ଅଫିସଗୁଡ଼ିକ ପ୍ରାୟ ୧୦ ଦିନ ଛୁଟି ରହୁଛି। ଅଗଷ୍ଟ ମାସ ରକ୍ଷାବନ୍ଧନ ସହିତ ଆରମ୍ଭ ହେଉଛି |ରାଖୀ ପୂର୍ଣ୍ଣିମା ପାଖାପାଖି ୱିକଏଣ୍ଡ ଛୁଟି ଏକାଠି ପଡୁଛି, ଯାହା ଯୋଗୁଁ ଲୋକମାନେ ଲଗାତାର ତିନି ଦିନ ଛୁଟି ପାଇବେ।୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଓ ୧୬ ଅଗଷ୍ଟ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ |ରବିବାର ଥିବାରୁ ସ୍କୁଲ କଲେଜରେ ପାଠ ପଢା ବନ୍ଦ ରହିବ । କାର୍ଯ୍ୟାଳୟରେ ମଧ୍ୟ କାମ ହେବ ନାହିଁ ।୨୭ ଅଗଷ୍ଟ ଗଣେଶ ଚତୁର୍ଥୀ ଯୋଗୁଁ ସ୍କୁଲ ମାନଙ୍କରେ ପୂଜା ପରେ ଛୁଟି । ଗଣେଶ ପୂଜା ପର ଦିନ ନୂଆଁଖାଇ ପଡୁଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଦିନ ଛୁଟି ପଡିବ । ସରକାରୀ ଛୁଟି ବ୍ୟତୀତ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଯେଉଁମାନେ ଅଛନ୍ତି ସେମାନଙ୍କ ପାଇଁ ଅଗଷ୍ଟରେ ମୋଟ ୧୨ ଦିନ ଛୁଟି ଅଛି ।

    Share. Facebook Twitter WhatsApp

    Related Posts

    ସୌରା ଭାଷାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା: ଲାଞ୍ଜିଆ ସୌରା ଗ୍ରାମରେ ପହଞ୍ଚିଲେ ଜିଲ୍ଲା ପ୍ରଶାସନ 

    June 7, 2026 ଆଜିର ଖବର

    ଡହ ଡହ ଖରାରେ ରନ୍ଧନ ଗ୍ୟାସ ପାଇଁ ଧାରଣା: ତିନି ମାସ ଧରି ଗ୍ୟାସ ବୁକିଂ କରିଥିଲେ ମଧ୍ୟ ମିଳୁନି ସିଲିଣ୍ଡର

    June 7, 2026 ଆଜିର ଖବର

    ସୌରା ଭାଷାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା: ଲାଞ୍ଜିଆ ସୌରା ଗ୍ରାମରେ ପହଞ୍ଚିଲେ ଜିଲ୍ଲା ପ୍ରଶାସନ 

    June 6, 2026 ଆଜିର ଖବର

    ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହେଲେ ସୁନୀତି

    June 6, 2026 ଆଜିର ଖବର

    ମେଧାବୀ ଛାତ୍ରୀଙ୍କ ମୃତ୍ୟୁରେ ଥରିଲା ଓଡ଼ିଶା : ପ୍ରେମ, ପ୍ରତାରଣା ନା ଷଡ଼ଯନ୍ତ୍ର ? ଉତ୍ତର ଖୋଜୁଛି ପୋଲିସ

    June 6, 2026 ଆଜିର ଖବର

    ଦିଲ୍ଲୀ ରେଷ୍ଟୁରାଣ୍ଟରେ ବଡ଼ଧରଣର ଅଗ୍ନିକାଣ୍ଡ : ୨୧ ଜୀବନ୍ତ ଦଗ୍ଧ :

    June 3, 2026 ଆଜିର ଖବର

    ଜୁନ୍‌ରେ ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ : ମନ୍ତ୍ରିପଦ ହରାଇ ପାରନ୍ତି ୧୨ କେନ୍ଦ୍ର ମନ୍ତ୍ରୀ

    May 30, 2026 ଆଜିର ଖବର

    ମଙ୍ଗଳାଗୁଡ଼ା ଗ୍ରାମରେ ଗୁଣପୁର ପୋଲିସର ଛଡାଉ ,3ହଜାର ଲିଟର ପୋଚ ନଷ୍ଟ,60ଲିଟର ରନ୍ଧା ମଦ ଜବତ, ଜଣେ ଅଭିଯୁକ୍ତ ଗିରଫ ::

    May 30, 2026 ଆଜିର ଖବର

    ମଙ୍ଗଳାଗୁଡ଼ା ଗ୍ରାମରେ ଗୁଣପୁର ପୋଲିସର ଛଡାଉ ,3ହଜାର ଲିଟର ପୋଚ ନଷ୍ଟ,60ଲିଟର ରନ୍ଧା ମଦ ଜବତ, ଜଣେ ଅଭିଯୁକ୍ତ ଗିରଫ

    May 30, 2026 ଆଜିର ଖବର

    ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କଲେ ବରିଷ୍ଠ ନେତା ଏନ୍.ଭାସ୍କର ରାଓ। ରାୟଗଡା ଜିଲ୍ଲାର କୋଲନରା ବ୍ଲକରେ ଆଜି ନିଜ ସମର୍ଥକଙ୍କୁ ଜୁଟାଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଜେଡି ଛାଡିବା ପରେ ଏବେ ବ୍ଲକସ୍ତରର ନେତା ଓ ସୁବେଛୁ ମାନଙ୍କୁ ଏକଜୁଟ୍ କରିଛନ୍ତି ଭାସ୍କର ରାଓ। ବିଜୁ ସ୍ବାଭିମାନ ମଞ୍ଚ ନାମରେ ଗଢିଥିବା ଏହି ସଂଗଠନ ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ସମସ୍ତ ବ୍ଲକରେ ପ୍ରାର୍ଥୀ ଦେବ। କୈଣସି ରାଜନୈତିକ ଦଳ ସହ ସାଲିସ ନକରି ଏକାକି ସ୍ବାଭିମାନ ମଞ୍ଚ ଜିଲ୍ଲାରେ ସଂଗଠନକୁ ବଢାଇବା ସହ ଲୋକଙ୍କ ସମସ୍ଯାକୁ ଗୁରୁତ୍ବ ଦେବ ବୋଲି ବିଜୁ ସ୍ବାଭିମାନ ମଞ୍ଚର ଆବାହକ ଭାସ୍କର ରାଓ କହିଛନ୍ତି। ଏଥିପାଇଁ କମ୍ ଦିନ ମଧ୍ଯରେ ଜିଲ୍ଲାର ୧୧ଟି ବ୍ଲକରେ କର୍ମୀ ମାନଙ୍କୁ ତାଲିମ ଦିଆଯିବ। ୱ।ର୍ଡମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ସରପଞ୍ଚ,ସମିତି,ଜିଲ୍ଲାପରିଷଦ ପଦବୀ ପାଇଁ ସ୍ବାଭିମାନ ମଞ୍ଚ ପ୍ରାର୍ଥୀ ଦେବ। ଆଜି କୋଲନରା ବ୍ଲକରେ ଆୟୋଜିତ କର୍ମୀ ସମ୍ମିଳନୀରେ ପ୍ରାୟ ୧୫ଶହ ଲୋକ ଉପସ୍ଥିତ ରହି ସ୍ବାଭିମାନ ମଞ୍ଚକୁ ଜିଲ୍ଲାରେ ଆଗକୁ ନେବା ପାଇଁ ଭାଷ୍କର ରାଓଙ୍କୁ ନିବେଦନ କରିଥିଲେ। ପରେ ଭାସ୍କର ରାଓ ଆଗାମୀ ସମସ୍ତ ନିର୍ବାଚନରେ ପ୍ରାର୍ଥୀ ଦେବାକୁ ସମର୍ଥନ ଜଣାଇଥିଲେ। ତେବେ ପ୍ରଥମ ଥର ପାଇଁ କୋଲନରା ବ୍ଲକରେ ବିଜୁ ସ୍ବାଭିମାନ ମଞ୍ଚର କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଭାଷ୍କର ରାଓଙ୍କ ସକ୍ରିୟ ରାଜନୈତିକ ଉପସ୍ଥିତି ଉଭୟ ଶାସକ ବିଜେପି,ବିଜେଡି ଓ କଂଗ୍ରେସ ମହଲରେ ଛନକି ପସିଛି। ଏହି କର୍ମୀ ସମ୍ମିଳନୀରେ ଅନ୍ଯମାନଙ୍କ ମଧ୍ଯରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ରାୟଗଡା ସମିତି ଉପାଧ୍ଯକ୍ଷ ହରପ୍ରସାଦ ହେପ୍ରୁକା,ବରିଷ୍ଠ ନେତା ବାନାଗାଡି ତ୍ରିପତୀଙ୍କ ସମେତ କୋଲନରା ବ୍ଲକର ଅନେକ ସରପଞ୍ଚ,ସମିତିସଭ୍ଯ ମାନେ ଉପସ୍ଥିତ ଥିଲେ ।

    May 30, 2026 ଆଜିର ଖବର

    କକ୍ରୋଚ୍ ଜନତା ପାର୍ଟି”କୁ ଶକ୍ତ ଧକ୍କା

    May 29, 2026 ଆଜିର ଖବର

    ସୋସିଆଲ ମିଡିଆରେ ଏବେ ପଇସା ଦିଅ, ଅଧିକ Reach ନିଅ

    May 29, 2026 ଆଜିର ଖବର
    Watch YouTube

    You May Like

    ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ମିଳନୀ ଓ କାର୍ଯ୍ଯକର୍ତ୍ତା ନିର୍ବାଚନ

    June 8, 2026

    ସ୍ୱତନ୍ତ୍ର ସଘନ ସଂଶୋଧନ (SIR) -୨୦୨୬ ଅନ୍ତର୍ଗତ ରାୟଗଡ଼ରେ ଭୋଟର ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

    June 7, 2026

    ଆଦର୍ଶ ବ୍ଲକ ରେ କଳା ସତ୍ୟ: ସ୍ୱାଧୀନତାର ୭୫ ବର୍ଷ ପରେ ବି ଟୋପେ ପାଣି ପାଇଁ ସଂଘର୍ଷ

    June 7, 2026

    ପରମ୍ପରା ଓ ମାନବିକତା ମଧ୍ୟରେ ଫସିଛି ଏକ ପରିବାର

    June 7, 2026

    ବାଘ ଛାଲ ଜବତ,8 ଗିରଫ୍

    June 7, 2026

    ସୌରା ଭାଷାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା: ଲାଞ୍ଜିଆ ସୌରା ଗ୍ରାମରେ ପହଞ୍ଚିଲେ ଜିଲ୍ଲା ପ୍ରଶାସନ 

    June 7, 2026

    ଡହ ଡହ ଖରାରେ ରନ୍ଧନ ଗ୍ୟାସ ପାଇଁ ଧାରଣା: ତିନି ମାସ ଧରି ଗ୍ୟାସ ବୁକିଂ କରିଥିଲେ ମଧ୍ୟ ମିଳୁନି ସିଲିଣ୍ଡର

    June 7, 2026

    ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ

    June 7, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.