Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, May 7
    Facebook X (Twitter) YouTube Instagram
    Trending
    • କଟକରେ ଫରେଷ୍ଟ ୱିଙ୍ଗର ବଡ଼ ଆକ୍ସନ : ୧୩୪ କ୍ୟୁବିକ୍ ଫୁଟ୍‌ କାଠ ଜବତ :
    • ଥାଲାପତି ମୁଖ୍ୟମନ୍ରୀ ହେବେ ବୋଲି ୨ ବର୍ଷ ତଳୁ ଥିଲା ଇସାରା ! ଭାଇରାଲ ହେଲା କାର୍ ନମ୍ବର ::
    • ଆସନ୍ତା କ୍ୟାବିନେଟରେ ଆସିପାରେ ପେସା ଆଇନ ପ୍ରସ୍ତାବ, ଆଦିବାସୀଙ୍କ ଅଧିକାରକୁ ମିଳିବ ସୁରକ୍ଷା
    • ବ୍ୟାଙ୍କ ଟଙ୍କାରେ ସୁନା, ଡ୍ରୋନ୍‌ ଓ ଲଗ୍ଜୁରୀ ସାମଗ୍ରୀ ! ଭିଜିଲାନ୍ସ ଜାଲରେ ଠକ ଯୁଗଳ :
    • ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::
    • ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ
    • କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା
    • କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :
    • ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ
    • ଆଜିର ରାଶିଫଳ
    • ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,
    • ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ
    • ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି
    • ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ଆଇନକୁ ଚ୍ୟାଲେଞ୍ଜ: କପ୍ତିପଦା ସୋଲଗଡ଼ିଆରେ ବନ୍ଧୁକ ଆତଙ୍କ, ରାସ୍ତା ଉପରେ ଦୁସ୍ସାହସିକ ଲୁଟ

    ଆଇନକୁ ଚ୍ୟାଲେଞ୍ଜ: କପ୍ତିପଦା ସୋଲଗଡ଼ିଆରେ ବନ୍ଧୁକ ଆତଙ୍କ, ରାସ୍ତା ଉପରେ ଦୁସ୍ସାହସିକ ଲୁଟ

    By Charcha NewsDecember 20, 2025
    Share
    Facebook Twitter Email WhatsApp

    ଉଦଳା : (ରାଜୀବ କୁମାର ବେହେରା)
    ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ସୋଲଗଡ଼ିଆ ଅଞ୍ଚଳରେ ଗତକାଲି ରାତ୍ର ସମୟରେ ଆଇନ-ଶୃଙ୍ଖଳାକୁ ସିଧାସଳଖ ଚ୍ୟାଲେଞ୍ଜ କରି ଏକ ଦୁସ୍ସାହସିକ ଲୁଟ ଘଟଣା ଘଟିଛି। ଶାଳଚୁଆ ସାପ୍ତାହିକ ହାଟ ସାରି ଉଦଳା ଅଭିମୁଖେ ବାଇକ୍‌ରେ ଫେରୁଥିବା ବେଳେ ହରିଶ ରଣାଙ୍କୁ ୬ ଜଣ ଦୁର୍ବୁତ୍ତ ସୋଲଗଡ଼ିଆ ନିକଟରେ ଅଟକାଇଥିଲେ।

    ସୂଚନା ଅନୁସାରେ, ଦୁର୍ବୁତ୍ତମାନେ ପୂର୍ବ ଯୋଜନା ଅନୁଯାୟୀ ହଠାତ୍ ବନ୍ଧୁକ ଫୁଟାଇ ଘଟଣାସ୍ଥଳରେ ଭୟଙ୍କର ଆତଙ୍କ ସୃଷ୍ଟି କରିଥିଲେ। ତଦନନ୍ତରେ ବାଇକ୍‌ଟିକୁ ଅଟକାଇ ପୀଡ଼ିତଙ୍କ ନିକଟରେ ଥିବା ଗହଣା ଭର୍ତ୍ତି ବ୍ୟାଗ ଛିନି ନେଇ ସେମାନେ ମହୁର୍ତ୍ତ ମଧ୍ୟରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ଅଞ୍ଚଳ ଜୁଡ଼ା ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।

    ପୀଡ଼ିତ ହରିଶ ରଣାଙ୍କ କହିବା ଅନୁସାରେ, ଲୁଟ ହୋଇଥିବା ଗହଣାର ମୂଲ୍ୟ ଆନୁମାନିକ ୩ ରୁ ୪ ଲକ୍ଷ ଟଙ୍କା। ଘଟଣା ପରେ ସେ କପ୍ତିପଦା ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିବା ବେଳେ, ପୋଲିସ ମାମଲା ରୁଜୁ କରି ତତ୍କ୍ଷଣାତ୍ ତଦନ୍ତ ଆରମ୍ଭ କରିଛି।

    ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କପ୍ତିପଦା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ପାଖାପାଖି ଅଞ୍ଚଳର ସିସିଟିଭି ଫୁଟେଜ୍‌, ସ୍ଥାନୀୟ ଲୋକଙ୍କ ବିବୃତ୍ତି ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରୁଛି। ଦୁର୍ବୁତ୍ତମାନଙ୍କ ଚିହ୍ନଟ ଓ ଗିରଫ ପାଇଁ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଛି।

    ଏହି ଦୁସ୍ସାହସିକ ଲୁଟ ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଭୟ ଓ ଅସୁରକ୍ଷାର ଭାବ ଦେଖାଦେଇଛି। ରାତି ସମୟରେ ପୋଲିସ ପେଟ୍ରୋଲିଂ ବଢ଼ାଇବା ସହ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

    Share. Facebook Twitter WhatsApp

    Related Posts

    କଟକରେ ଫରେଷ୍ଟ ୱିଙ୍ଗର ବଡ଼ ଆକ୍ସନ : ୧୩୪ କ୍ୟୁବିକ୍ ଫୁଟ୍‌ କାଠ ଜବତ :

    May 7, 2026 ଆଜିର ଖବର

    ଥାଲାପତି ମୁଖ୍ୟମନ୍ରୀ ହେବେ ବୋଲି ୨ ବର୍ଷ ତଳୁ ଥିଲା ଇସାରା ! ଭାଇରାଲ ହେଲା କାର୍ ନମ୍ବର ::

    May 7, 2026 ଆଜିର ଖବର

    ଆସନ୍ତା କ୍ୟାବିନେଟରେ ଆସିପାରେ ପେସା ଆଇନ ପ୍ରସ୍ତାବ, ଆଦିବାସୀଙ୍କ ଅଧିକାରକୁ ମିଳିବ ସୁରକ୍ଷା

    May 7, 2026 ଆଜିର ଖବର

    ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::

    May 7, 2026 ଆଜିର ଖବର

    ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ

    May 7, 2026 ଆଜିର ଖବର

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026 ଆଜିର ଖବର

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026 ଆଜିର ଖବର

    ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ

    May 7, 2026 ଆଜିର ଖବର

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026 ଅର୍ଥନୀତି

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026 ଆଜିର ଖବର

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026 ଆଜିର ଖବର

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026 ଆଜିର ଖବର
    Watch YouTube

    You May Like

    କଟକରେ ଫରେଷ୍ଟ ୱିଙ୍ଗର ବଡ଼ ଆକ୍ସନ : ୧୩୪ କ୍ୟୁବିକ୍ ଫୁଟ୍‌ କାଠ ଜବତ :

    May 7, 2026

    ଥାଲାପତି ମୁଖ୍ୟମନ୍ରୀ ହେବେ ବୋଲି ୨ ବର୍ଷ ତଳୁ ଥିଲା ଇସାରା ! ଭାଇରାଲ ହେଲା କାର୍ ନମ୍ବର ::

    May 7, 2026

    ଆସନ୍ତା କ୍ୟାବିନେଟରେ ଆସିପାରେ ପେସା ଆଇନ ପ୍ରସ୍ତାବ, ଆଦିବାସୀଙ୍କ ଅଧିକାରକୁ ମିଳିବ ସୁରକ୍ଷା

    May 7, 2026

    ବ୍ୟାଙ୍କ ଟଙ୍କାରେ ସୁନା, ଡ୍ରୋନ୍‌ ଓ ଲଗ୍ଜୁରୀ ସାମଗ୍ରୀ ! ଭିଜିଲାନ୍ସ ଜାଲରେ ଠକ ଯୁଗଳ :

    May 7, 2026

    ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::

    May 7, 2026

    ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ

    May 7, 2026

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.