ସାମ୍ବାଦିକ-ଲଷ୍ମୀକାନ୍ତ ମହାପାତ୍ର
ତାରିଖ- ୧୧ -୦୫-୨୦୨୬
ଗଞ୍ଜାମ : ଗଞ୍ଜାମ ଖଲ୍ଲିକୋଟ ଗୋଟାଏ ଐତିହାସିକ ଜାଗା ଚତୃପlସ୍ୱ ରେ ପର୍ବତ ମାଳିନୀ ଏଠି ସୁନ୍ଦର୍ଯ୍ୟ କାରୁକାର୍ଯ୍ୟ ଛୁଞ୍ଚି ମୁନରେ ଗଢ଼ା ମନ୍ଦିର ମାଳିନୀ l ଦିନକୁ ଦିନ ଖଲ୍ଲିକୋଟ ର ମନ୍ଦିର ମାଳିନୀ ସୁନ୍ଦର୍ଯ୍ୟ କାରୁକାର୍ଯ୍ୟ ଖଣ୍ଡ ବିଖଣ୍ଡିତ ହୋଇ ମାଟିରେ ମିଶିବାରେ ଲାଗିଛି l ଏମିତି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଗୌରବ ଓଡିଶାର ଇତିହାସ ଖଲ୍ଲିକୋଟର ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧକ୍ଷ ସନ୍ତୋଷ କୁମାର ପରିଡା ରାଜବାହୁଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଙ୍କ ଅଧିଷ୍ଠାତ୍ରୀ ଦେବି ମା କନକ ଦୁର୍ଗା ଙ୍କ ମନ୍ଦିର ଓ ରାଜାଙ୍କ ନାଟ୍ୟ ମଣ୍ଡପ କୀର୍ତିକୁ ଭାଙ୍ଗି ଖଣ୍ଡ ବିଖଣ୍ଡିତ କରି ଆଜି ମାଟିରେ ମିସେଇ ଦେଇଛନ୍ତି l କିନ୍ତୁ ବଡ଼ ଦୁଃଖର ବିଷୟ ନେତା କୁଜିନେତା ଫୁଲମାଳ ଗଳାଇ ହାତ ହଲାଇ ପାରୁଛନ୍ତି ଖଲ୍ଲିକୋଟ ରେ ଦୁର୍ନୀତି କୁ ପ୍ରସେହ ଦେଉଛନ୍ତି l କିନ୍ତୁ ଖଲ୍ଲିକୋଟ ର ଇତିହାସ ମନ୍ଦିର ମାଳିନୀ କାରୁକାର୍ଯ୍ୟ ଆଜି ମାଟିରେ ମିଶିଯାଇଛି କାହାର ବି ନଜର ପଡୁନି l ଖଲ୍ଲିକୋଟ ରାଜବାହୁଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଙ୍କ କୀର୍ତି ଆଜି ମାଟିରେ ମିସି ଖଣ୍ଡ ବିଖଣ୍ଡିତ ହୋଇ ତଳେ ପଡିଛି l ତୁରନ୍ତ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଖଲ୍ଲିକୋଟ ର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭିତରେ ଥିବା ରାଜବାହୁଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଙ୍କ ଅଭୁଲା ସ୍ମୁତି ନିଖୁଣ କାରୁକାର୍ଯ୍ୟ ଛୁଞ୍ଚି ମୁନରେ ଗଢ଼ା କନକ ଦୁର୍ଗା ମନ୍ଦିର ଖଲ୍ଲିକୋଟ ର ଇତିହାସ କୁ ପୁନରଉଧାର କରନ୍ତୁ l ଏହା ଜନ ସାଧାରଣରେ ଚର୍ଚ୍ଚା












