Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Wednesday, May 20
    Facebook X (Twitter) YouTube Instagram
    Trending
    • ଋଣ ଆଦାୟ ନାଁରେ ଦାଦାଗିରି ପରେ ମରଣାତ୍ମକ ଆକ୍ରମଣ, ଯୁବକ ଗୁରୁତର
    • କୋଡ଼ିଙ୍ଗାରେ ନୂତନ JMFC କୋର୍ଟ ଉଦଘାଟନ
    • ଅଜଣା ଗାଡ଼ି ଧକ୍କାରେ ହରିଣ ଗୁରୁତର ଆହତ
    • ରାୟଗଡ଼ ଜିଲ୍ଲାର ୫୨୫ଟି ଗାଁରେ ଅନୁଷ୍ଠିତ ହେବ “ଜନ ଭାଗିଦାରୀ-ସବ୍‌ସେ ଦୂର, ସବ୍‌ସେ ପହେଲେ” ଆଇ.ଇ.ସି ଅଭିଯାନ
    • ମାନିଗାଁ ରେ ନିଶା ମୁକ୍ତ ଅଭିଯାନ
    • ଗୁଡାରି ବ୍ଲକ କାର୍ଯ୍ୟଳୟ ପରିସରରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
    • ନିଖିଲ ହତ୍ୟାକାଣ୍ଡ ମାମଲା ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀ ଗିରଫ,୯ଜଣ ଗିରଫ
    • କେନ୍ଦ୍ରାପଡା ଜିଲ୍ଲାରେ ପୁଣି ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ
    • ପଶ୍ଚିମବଙ୍ଗରେ ବୁଲଡୋଜର ବୁଲିଲା :
    • ପୁଣି ବଢ଼ିଲା ସିଏନଜି ଦର , କିଲୋଗ୍ରାମ୍ ପିଛା ଆଉ ୧ ଟଙ୍କା ବୃଦ୍ଧି
    • ନୟାଗଡ଼ ଜିଲ୍ଲାରେ ଭିଜିଲାନ୍ସର ବଡ଼ ଧରପକଡ଼ । ଘୁଷ ନେବା ବେଳେ ନୟାଗଡ଼ ଜିଲ୍ଲା ଭାପୁର ଗ୍ରାମ୍ୟ କାର୍ଯ୍ୟ ବିଭାଗ (RW Section) ର ଜୁନିୟର ଇଞ୍ଜିନିୟର କେଶବ ସୁବୁଦ୍ଧିଙ୍କୁ ଓଡ଼ିଶା ଭିଜିଲାନ୍ସ ରବିବାର ହାତେନାତ ଧରିବାରେ ସଫଳ ହୋଇଛି ।
    • ଉଦଳାରେ ବେଆଇନ ଖଣିଜ ଚାଲାଣ ଉପରେ ପ୍ରଶାସନର କଡ଼ା ଚଢ଼ାଉ
    • କୁକୁଡ଼ା ଭାତକୁ ନେଇ ଉଦଳା ଢିପା ସାହିରେ ତୁମୁଳ କାଣ୍ଡ, ୪ ଆହତ ::
    • ପାଣିରେ ବୁଡ଼ିଯାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି।
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଅପରାଧ»ନିଖିଲ ହତ୍ୟାକାଣ୍ଡ ମାମଲା ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀ ଗିରଫ,୯ଜଣ ଗିରଫ

    ନିଖିଲ ହତ୍ୟାକାଣ୍ଡ ମାମଲା ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀ ଗିରଫ,୯ଜଣ ଗିରଫ

    By Charcha NewsMay 18, 2026
    Share
    Facebook Twitter Email WhatsApp


    Rayagada/ ରବୀନ୍ଦ୍ର ନାଥ ମହାପାତ୍ର : ବହୁ ଚର୍ଚ୍ଚିତ ହାଡପା ନିଖିଲ ହତ୍ୟାକାଣ୍ଡର ପର୍ଦାଫାସ୍ କରିଛି ରାୟଗଡା ପୁଲିସ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଉମେଶ ହିଆଲଙ୍କ ସମେତ ଅନ୍ୟ 8 ଜଣକୁ ପୁଲିସ ରାଜ୍ୟ ତଥା ରାଜ୍ୟ ବାହାରରୁ ଗିରଫ୍ କରିଛି । ଜୁଆ ଆଡ୍ଡାରେ ଲୁଟପାଟ୍ ଘଟଣାକୁ ନେଇ ନିଖିଲକୁ ହତ୍ୟା କରାଯାଉଥିବା ରାୟଗଡା ଏସପି ସ୍ବାତୀ ଏସ୍. କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଉମେଶ ହିଆଲ ସମେତ ଅନ୍ୟତମ ମାଷ୍ଟରମାଇଣ୍ଡ ରାଜ ସିମିଲି ଓ ଅକ୍ଷୟ ସାମଲକୁ ପୁଲିସ୍ ବିହାରର ଉୌରଙ୍ଗାବାଦ୍ ଜିଲ୍ଲା ମଦନପୁରରୁ ଗିରଫ୍ କରିଥିବା ବେଳେ ଅନ୍ୟ ସହଯୋଗି ୱାଇ.ଶ୍ୟାମସୁନ୍ଦର,ଭି.ଲୋକେଶ କୁମାର,ବି.ପବନ କୁମାର ଓ ଏସ୍.ପ୍ରେମ କୁମାରକୁ ଆନ୍ଧ୍ରର ବିଶାଖାପାଟଣାମ୍ ଓ ସୁମିତ ଜୈନ୍ କୁ ପୁଲିସ କଳାହାଣ୍ଡି ଜିଲ୍ଲାର କେସିଙ୍ଗାରୁ ଗିରଫ୍ କରିଥିବା ବେଳେ ରାଜା ହୁଇକାକୁ ରାୟଗଡାରୁ ଗିରଫ୍ କରାଯାଇଛି । ପୁଲିସ ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ,ଗୋଟିଏ କଳା ରଙ୍ଗର ସ୍କୋର୍ପିଓ,ବଲେରୋ,11ଟି ମୋବାଇଲ୍ ଫୋନ୍ ଓ କିଛି କ୍ରେଡିଟ୍ କାର୍ଡ ଜବତ କରିଛି । ସମସ୍ତ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । କୋରାପୁଟ୍ ଜିଲ୍ଲାର ଆଲମଣ୍ଡାରେ ଜୁଆ ଖେଳ ଚାଲିଥିବା ବେଳେ ମୃତ ହାଡପା ନିଖିଲ ଓ ତାର ଏକ ଗ୍ୟାଙ୍ଗ୍ ଉକ୍ତ ସ୍ଥାନକୁ ଯାଇ ଜୁଆଡି ମାନଙ୍କୁ ବନ୍ଧୁକ ମୁନରେ ଭୟବିତ କରିବା ସହ ସୁନା ଓ ନଗଦ ଟଙ୍କା ଲୁଟ୍ କରିଥିଲା । ଆଉ ଏହି ଲୁଟ୍ ଘଟଣାକୁ ନେଇ ଅଭିଯୁକ୍ତ ଉମେଶ ହିଆଲଙ୍କ ସହ ନିଖିଲର ପାଟିତୁଣ୍ଡ ହୋଇଥିଲା ବୋଲି ଏସପି ସୂଚନା ଦେଇଛନ୍ତି । ପରେ ଗତ 9 ତାରିଖ ଦିନ ଇନ୍ଦିରାନଗର ଅଞ୍ଚଳରେ ଅଭିଯୁକ୍ତ ମାନେ ନିଖିଲକୁ ଗୋଡେଇ ଗୋଡେଇ ବନ୍ଧୁକରେ ଗୁଳି ମାରିଥିଲେ । ତେବେ ଏହି ହତ୍ୟାକାଣ୍ଡକୁ ନେଇ ମୃତ ନିଖିଲର ପରିବାର ଥାନାରେ ଏତଲା ଦେବା ପରେ ପୁଲିସ 6ଟି ଟିମ୍ ଗଠନ କରି ବିଭିନ୍ନ ଅଞ୍ଚଳରୁ ଗିରଫ୍ କରିଛି । ତେବେ ଏହି ହତ୍ୟାକାଣ୍ଡରେ ଅନ୍ୟ ମାନେ ମଧ୍ୟ ସଂପୃକ୍ତ ଥିବା ବେଳେ ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ୍ କରାଯିବ ବୋଲି ରାୟଗଡା ଏସପି ସ୍ବାତୀ.ଏସ୍ କୁମାର ସୂଚନା ଦେଇଛନ୍ତି ।

    Share. Facebook Twitter WhatsApp

    Related Posts

    ଋଣ ଆଦାୟ ନାଁରେ ଦାଦାଗିରି ପରେ ମରଣାତ୍ମକ ଆକ୍ରମଣ, ଯୁବକ ଗୁରୁତର

    May 20, 2026 ଅପରାଧ

    ଗୁଡାରି ବ୍ଲକ କାର୍ଯ୍ୟଳୟ ପରିସରରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

    May 18, 2026 ଅପରାଧ

    ଟ୍ରାକ୍ଟର ରୋଟରେ ଚାପି ହୋଇ ଚାଷୀ ମୃତ୍ୟୁ

    May 17, 2026 ଅପରାଧ

    ଚର୍ଚ୍ଚାରେ ଚନ୍ଦ୍ରନାଥ ରଥ ହତ୍ୟାକାଣ୍ଡ : ୟୁପିରୁ ୩ ଗିରଫ, ଆନ୍ତଃରାଜ୍ୟ ଲିଙ୍କ୍‌ର ଖୋଜରେ ସିଟ :

    May 11, 2026 ଅପରାଧ

    ସରକାର ଗଠନ ପରେ ବି ପଶ୍ଚିମବଙ୍ଗରେ ହିଂସା ଜାରି :

    May 10, 2026 ଅପରାଧ

    ରାଜ୍ୟରେ ବିଗିଡ଼ିଯାଇଛି ଆଇନଶୃଙ୍ଖଳା ବ୍ୟବସ୍ଥା, ଅପରାଧୀ ଉପରମୁହାଁ ଥିବା ବେଳେ ନିରବ ପୁଲିସ

    May 10, 2026 ଅପରାଧ

    ବାଲିଅନ୍ତା ହତ୍ୟାକାଣ୍ଡରେ କଡ଼ା ତଦନ୍ତ, ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବ ମହିଳା କମିସନ୍‌ :

    May 8, 2026 ଅପରାଧ

    May 8, 2026 ଅପରାଧ

    ହତ୍ୟା ପୂର୍ବରୁ ୭୨ ଘଣ୍ଟା ଧରି ଚାଲିଥିଲା ରେକି, ପୂରା ଅପରେସନ୍‌ ଥିଲା ପ୍ଲାନ୍‌ଡ : ଏସ୍‌ଆଇଟି

    May 8, 2026 ଅପରାଧ

    ସୁଧୀର ପାତ୍ର ହତ୍ୟା ମାମଲା : ମୁହଁ ଖୋଲିଲେ ସୁଧୀର ପାତ୍ରଙ୍କ ପତ୍ନୀ

    May 6, 2026 ଅପରାଧ

    ଆସାନସୋଲ ଶିଳ୍ପାଞ୍ଚଳ ସହର ରେ ବହୁ ତୃଣମୂଳ କଂଗ୍ରେସ ଦଳର କାର୍ଯ୍ୟାଳୟରେ ବିଜେପି ଦଳ କର୍ମୀ ଅଗ୍ନିକାଣ୍ଡ ଲଗାଇଲେ ଓ ଭଙ୍ଗାରୁଜା କରିଛନ୍ତି :

    May 6, 2026 ଅପରାଧ

    ଓଡ଼ିଶା ଭିଜିଲାନ୍ସ ହାତରେ ରାଜକାନିକା ଥାନାର ଏଏସଆଇ :

    May 5, 2026 ଅପରାଧ
    Watch YouTube

    You May Like

    ଋଣ ଆଦାୟ ନାଁରେ ଦାଦାଗିରି ପରେ ମରଣାତ୍ମକ ଆକ୍ରମଣ, ଯୁବକ ଗୁରୁତର

    May 20, 2026

    କୋଡ଼ିଙ୍ଗାରେ ନୂତନ JMFC କୋର୍ଟ ଉଦଘାଟନ

    May 20, 2026

    ଅଜଣା ଗାଡ଼ି ଧକ୍କାରେ ହରିଣ ଗୁରୁତର ଆହତ

    May 19, 2026

    ରାୟଗଡ଼ ଜିଲ୍ଲାର ୫୨୫ଟି ଗାଁରେ ଅନୁଷ୍ଠିତ ହେବ “ଜନ ଭାଗିଦାରୀ-ସବ୍‌ସେ ଦୂର, ସବ୍‌ସେ ପହେଲେ” ଆଇ.ଇ.ସି ଅଭିଯାନ

    May 19, 2026

    ମାନିଗାଁ ରେ ନିଶା ମୁକ୍ତ ଅଭିଯାନ

    May 18, 2026

    ଗୁଡାରି ବ୍ଲକ କାର୍ଯ୍ୟଳୟ ପରିସରରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

    May 18, 2026

    ନିଖିଲ ହତ୍ୟାକାଣ୍ଡ ମାମଲା ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀ ଗିରଫ,୯ଜଣ ଗିରଫ

    May 18, 2026

    କେନ୍ଦ୍ରାପଡା ଜିଲ୍ଲାରେ ପୁଣି ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ

    May 18, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.