Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Wednesday, May 20
    Facebook X (Twitter) YouTube Instagram
    Trending
    • ଋଣ ଆଦାୟ ନାଁରେ ଦାଦାଗିରି ପରେ ମରଣାତ୍ମକ ଆକ୍ରମଣ, ଯୁବକ ଗୁରୁତର
    • କୋଡ଼ିଙ୍ଗାରେ ନୂତନ JMFC କୋର୍ଟ ଉଦଘାଟନ
    • ଅଜଣା ଗାଡ଼ି ଧକ୍କାରେ ହରିଣ ଗୁରୁତର ଆହତ
    • ରାୟଗଡ଼ ଜିଲ୍ଲାର ୫୨୫ଟି ଗାଁରେ ଅନୁଷ୍ଠିତ ହେବ “ଜନ ଭାଗିଦାରୀ-ସବ୍‌ସେ ଦୂର, ସବ୍‌ସେ ପହେଲେ” ଆଇ.ଇ.ସି ଅଭିଯାନ
    • ମାନିଗାଁ ରେ ନିଶା ମୁକ୍ତ ଅଭିଯାନ
    • ଗୁଡାରି ବ୍ଲକ କାର୍ଯ୍ୟଳୟ ପରିସରରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
    • ନିଖିଲ ହତ୍ୟାକାଣ୍ଡ ମାମଲା ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀ ଗିରଫ,୯ଜଣ ଗିରଫ
    • କେନ୍ଦ୍ରାପଡା ଜିଲ୍ଲାରେ ପୁଣି ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ
    • ପଶ୍ଚିମବଙ୍ଗରେ ବୁଲଡୋଜର ବୁଲିଲା :
    • ପୁଣି ବଢ଼ିଲା ସିଏନଜି ଦର , କିଲୋଗ୍ରାମ୍ ପିଛା ଆଉ ୧ ଟଙ୍କା ବୃଦ୍ଧି
    • ନୟାଗଡ଼ ଜିଲ୍ଲାରେ ଭିଜିଲାନ୍ସର ବଡ଼ ଧରପକଡ଼ । ଘୁଷ ନେବା ବେଳେ ନୟାଗଡ଼ ଜିଲ୍ଲା ଭାପୁର ଗ୍ରାମ୍ୟ କାର୍ଯ୍ୟ ବିଭାଗ (RW Section) ର ଜୁନିୟର ଇଞ୍ଜିନିୟର କେଶବ ସୁବୁଦ୍ଧିଙ୍କୁ ଓଡ଼ିଶା ଭିଜିଲାନ୍ସ ରବିବାର ହାତେନାତ ଧରିବାରେ ସଫଳ ହୋଇଛି ।
    • ଉଦଳାରେ ବେଆଇନ ଖଣିଜ ଚାଲାଣ ଉପରେ ପ୍ରଶାସନର କଡ଼ା ଚଢ଼ାଉ
    • କୁକୁଡ଼ା ଭାତକୁ ନେଇ ଉଦଳା ଢିପା ସାହିରେ ତୁମୁଳ କାଣ୍ଡ, ୪ ଆହତ ::
    • ପାଣିରେ ବୁଡ଼ିଯାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି।
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଅପରାଧ»ଋଣ ଆଦାୟ ନାଁରେ ଦାଦାଗିରି ପରେ ମରଣାତ୍ମକ ଆକ୍ରମଣ, ଯୁବକ ଗୁରୁତର

    ଋଣ ଆଦାୟ ନାଁରେ ଦାଦାଗିରି ପରେ ମରଣାତ୍ମକ ଆକ୍ରମଣ, ଯୁବକ ଗୁରୁତର

    By Charcha NewsMay 20, 2026
    Share
    Facebook Twitter Email WhatsApp

    ସାମ୍ବାଦିକ- ରାଜୀବ କୁମାର ବେହେରା
    ତାରିଖ- ୨୦- ୦୫-୨୦୨୬

    ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ ପୁଣି ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଦାଦାଗିରି ଘଟଣା ସାମ୍ନାକୁ ଆସିଛି। ଋଣ ଆଦାୟ ନାଁରେ ସାଧାରଣ ଲୋକଙ୍କୁ ଧମକ, ଅସଦ୍ବ୍ୟବହାର ଓ ମାନସିକ ଚାପ ଦେବା ଭଳି ଅଭିଯୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ରସିଦ ମାଗିବାକୁ କେନ୍ଦ୍ର କରି ଜଣେ ଯୁବକଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
    ଏଭଳି ଘଟଣା ଖୁଣ୍ଟା ଥାନା ଅଧୀନ ନହରା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ସଞ୍ଜିବ ବେହେରା ଓ ତାଙ୍କ ଭାଇ ରଞ୍ଜିତ ବେହେରା ବାଇକରେ ଉଦଳା ବଜାର ଯାଉଥିବା ବେଳେ ହାଇସ୍କୁଲ ଛକ ନିକଟରେ କିଛି ଫାଇନାନ୍ସ କର୍ମଚାରୀ ସେମାନଙ୍କୁ ଅଟକାଇଥିଲେ। ବକେୟା ଥିବା ୭ଟି କିସ୍ତି ଟଙ୍କା ତୁରନ୍ତ ଦେବାକୁ କହିବା ସହ ସମସ୍ତ ଟଙ୍କା ଦେଇନପାରିବାରୁ ବାଇକକୁ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ପରେ ସଞ୍ଜିବ ଓ ରଞ୍ଜିତଙ୍କୁ ଉଦଳା କଲେଜ ପଡ଼ିଆକୁ ଡାକି କଥାବାର୍ତ୍ତା ନାଁରେ ସମସ୍ତ ବକେୟା ଟଙ୍କା ତୁରନ୍ତ ଦେବାକୁ ଚାପ ପକାଯାଇଥିଲା। ଏହାକୁ ନେଇ ବଚସା ହେବା ପରେ କିଛି ଯୁବକ ମିଳିତ ଭାବେ ରଞ୍ଜିତଙ୍କୁ ବାଉଁଶ ବାଡ଼ିରେ ଆକ୍ରମଣ କରିଥିବା ସହ ଏକ ବିୟର ବୋତଲରେ ମୁଣ୍ଡକୁ ପ୍ରହାର କରି ଗୁରୁତର କରିଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ରଞ୍ଜିତଙ୍କୁ ପ୍ରଥମେ ଉଦଳା ଡାକ୍ତରଖାନା ଓ ପରେ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ପରିବାର ପକ୍ଷରୁ ଉଦଳା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ପରେ ଅଞ୍ଚଳରେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ସାଧାରଣ ଲୋକଙ୍କ କହିବା ଅନୁସାରେ, ଋଣ ଆଦାୟ ପାଇଁ ଆଇନଗତ ପ୍ରକ୍ରିୟା ଥିବା ସତ୍ତ୍ୱେ କେତେକ କର୍ମଚାରୀ ଦାଦାଗିରି ଓ ଧମକ ଦେଇ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି। ଏଭଳି ଘଟଣା ଉପରେ ପ୍ରଶାସନ ଓ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ଜୋର ଧରିଛି।

    Share. Facebook Twitter WhatsApp

    Related Posts

    ଗୁଡାରି ବ୍ଲକ କାର୍ଯ୍ୟଳୟ ପରିସରରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

    May 18, 2026 ଅପରାଧ

    ନିଖିଲ ହତ୍ୟାକାଣ୍ଡ ମାମଲା ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀ ଗିରଫ,୯ଜଣ ଗିରଫ

    May 18, 2026 ଅପରାଧ

    ଟ୍ରାକ୍ଟର ରୋଟରେ ଚାପି ହୋଇ ଚାଷୀ ମୃତ୍ୟୁ

    May 17, 2026 ଅପରାଧ

    ଚର୍ଚ୍ଚାରେ ଚନ୍ଦ୍ରନାଥ ରଥ ହତ୍ୟାକାଣ୍ଡ : ୟୁପିରୁ ୩ ଗିରଫ, ଆନ୍ତଃରାଜ୍ୟ ଲିଙ୍କ୍‌ର ଖୋଜରେ ସିଟ :

    May 11, 2026 ଅପରାଧ

    ସରକାର ଗଠନ ପରେ ବି ପଶ୍ଚିମବଙ୍ଗରେ ହିଂସା ଜାରି :

    May 10, 2026 ଅପରାଧ

    ରାଜ୍ୟରେ ବିଗିଡ଼ିଯାଇଛି ଆଇନଶୃଙ୍ଖଳା ବ୍ୟବସ୍ଥା, ଅପରାଧୀ ଉପରମୁହାଁ ଥିବା ବେଳେ ନିରବ ପୁଲିସ

    May 10, 2026 ଅପରାଧ

    ବାଲିଅନ୍ତା ହତ୍ୟାକାଣ୍ଡରେ କଡ଼ା ତଦନ୍ତ, ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବ ମହିଳା କମିସନ୍‌ :

    May 8, 2026 ଅପରାଧ

    May 8, 2026 ଅପରାଧ

    ହତ୍ୟା ପୂର୍ବରୁ ୭୨ ଘଣ୍ଟା ଧରି ଚାଲିଥିଲା ରେକି, ପୂରା ଅପରେସନ୍‌ ଥିଲା ପ୍ଲାନ୍‌ଡ : ଏସ୍‌ଆଇଟି

    May 8, 2026 ଅପରାଧ

    ସୁଧୀର ପାତ୍ର ହତ୍ୟା ମାମଲା : ମୁହଁ ଖୋଲିଲେ ସୁଧୀର ପାତ୍ରଙ୍କ ପତ୍ନୀ

    May 6, 2026 ଅପରାଧ

    ଆସାନସୋଲ ଶିଳ୍ପାଞ୍ଚଳ ସହର ରେ ବହୁ ତୃଣମୂଳ କଂଗ୍ରେସ ଦଳର କାର୍ଯ୍ୟାଳୟରେ ବିଜେପି ଦଳ କର୍ମୀ ଅଗ୍ନିକାଣ୍ଡ ଲଗାଇଲେ ଓ ଭଙ୍ଗାରୁଜା କରିଛନ୍ତି :

    May 6, 2026 ଅପରାଧ

    ଓଡ଼ିଶା ଭିଜିଲାନ୍ସ ହାତରେ ରାଜକାନିକା ଥାନାର ଏଏସଆଇ :

    May 5, 2026 ଅପରାଧ
    Watch YouTube

    You May Like

    ଋଣ ଆଦାୟ ନାଁରେ ଦାଦାଗିରି ପରେ ମରଣାତ୍ମକ ଆକ୍ରମଣ, ଯୁବକ ଗୁରୁତର

    May 20, 2026

    କୋଡ଼ିଙ୍ଗାରେ ନୂତନ JMFC କୋର୍ଟ ଉଦଘାଟନ

    May 20, 2026

    ଅଜଣା ଗାଡ଼ି ଧକ୍କାରେ ହରିଣ ଗୁରୁତର ଆହତ

    May 19, 2026

    ରାୟଗଡ଼ ଜିଲ୍ଲାର ୫୨୫ଟି ଗାଁରେ ଅନୁଷ୍ଠିତ ହେବ “ଜନ ଭାଗିଦାରୀ-ସବ୍‌ସେ ଦୂର, ସବ୍‌ସେ ପହେଲେ” ଆଇ.ଇ.ସି ଅଭିଯାନ

    May 19, 2026

    ମାନିଗାଁ ରେ ନିଶା ମୁକ୍ତ ଅଭିଯାନ

    May 18, 2026

    ଗୁଡାରି ବ୍ଲକ କାର୍ଯ୍ୟଳୟ ପରିସରରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

    May 18, 2026

    ନିଖିଲ ହତ୍ୟାକାଣ୍ଡ ମାମଲା ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀ ଗିରଫ,୯ଜଣ ଗିରଫ

    May 18, 2026

    କେନ୍ଦ୍ରାପଡା ଜିଲ୍ଲାରେ ପୁଣି ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ

    May 18, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.