୧୩- ୦୮-୨୦୨୫ ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା : ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଧେଶ କ୍ରମେ ରାୟଗଡ଼ା ଜିଲ୍ଲା ପଦ୍ମପୁର ଆର.ଜି.ମହା ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି।ବିରାଟ ତ୍ରିରଙ୍ଗା ପତାକା ଧରି କଲେଜ ଛକ ନିକଟରୁ ବାହାରି ତହସିଲ ରାସ୍ତା ହୋଇ ସହର ପରିକ୍ରମା କରିଥିଲେ।ଏହି ସମୟ ରେ ଭାରତ ମାତା କି ଜୟ ,ବନ୍ଦେ ମାତାରାମ,ଜୟ ଯବାନ ନାରା ରେ କମ୍ପୁଥିଲା ପରିବେଶ ।କଲେଜ ଅଧ୍ୟକ୍ଷ ଅଶୋକ ଦାସ ଙ୍କ ସହ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ରହିଥିଲେ











