Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, May 7
    Facebook X (Twitter) YouTube Instagram
    Trending
    • ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,
    • ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ
    • ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି
    • ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::
    • ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :
    • ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ
    • ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ
    • ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର
    • ଭାରତୀୟ ଜାହାଜକୁ  ଆରବ ସାଗରରୁ ଉଦ୍ଧାର କଲା ପାକିସ୍ତାନ ନୌସେନା
    • ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!
    • ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ
    • ସୁଧୀର ପାତ୍ର ହତ୍ୟା ମାମଲା : ମୁହଁ ଖୋଲିଲେ ସୁଧୀର ପାତ୍ରଙ୍କ ପତ୍ନୀ
    • ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ
    • ଉଦଳା ଡାକ୍ତରଖାନାରେ ଅନ୍ଧାର: ରୋଗୀ ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ :
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ବେପରୁଆ ବାଇକ ଚାଳନାରେ ଯୁବକଙ୍କ ମୃତ୍ୟୁ

    ବେପରୁଆ ବାଇକ ଚାଳନାରେ ଯୁବକଙ୍କ ମୃତ୍ୟୁ

    By Charcha NewsMarch 9, 2026
    Share
    Facebook Twitter Email WhatsApp

    ସାମ୍ବାଦିକ ରାଜୀବ କୁମାର ବେହେରା
    ତାରିଖ – ୦୮-୦୩-୨୦୨୬

    ଉଦଳା : ପୁଣି ଉଦଳା ଅଞ୍ଚଳରେ ଚlଞ୍ଚଲ୍ୟକର ଘଟଣା, ବେପରୁଆ ବାଇକ ଚାଳକଙ୍କ ଗାଡି ଚାଳନା ଆଉ ଏକ ନିରହ ଜୀବନ ଗଲା । ଉଦଳା ମେଣ୍ଢାଖାଇ ରାହସ ନିକଟରେ ଦୁର୍ଘଟଣା ରେ ଜଣକ ଜୀବନ ଯାଇଥିବା ଘଟଣା ସାମ୍ନାକୁ ଆସିଛି,ପଡ଼ିଆରଙ୍ଗ ପର୍ବ ରେ କୁକୁର୍ଡିମା ରାସ୍ତାରେ ରକ୍ତର ସୁଅ ଛୁଟି ଥିଲା , ଆଉ ବାଇକ ବାଇକ ଦୁର୍ଘଟଣା ରେ ଜଣେ ଯୁବକଙ୍କ ଜୀବନ ଯାଇଥିଲା, ସେହିଭଳି ସ୍ପଷ୍ଟ ଦିବାଲୋକରେ ଭୀମତାଳି ନିକଟରେ ଦୁର୍ଘଟଣା ରେ ଜଣକ ଜୀବନ ଯାଇଥିଲା l ବେପରୁଆ ଏବଂ ମଦ୍ୟ ପାନ ରେ ବାଇକ ଚଲାଇ ଲୋକଙ୍କ ଜୀବନ ସହ ଖେଳ କରୁଛନ୍ତି କିଛି ଅମାନିଆ ଯୁବକ। ଦୁଃଖର କଥା ହେଉଛି, ଗୋଟିଏ ସପ୍ତାହ ମଧ୍ୟରେ ତିନି ତିନିଟି ଜୀବନ ବେପରୁଆ ବାଇକ ଚାଳନାରେ ଜୀବନ ଯାଇଲାଣି, ତଥାପି ପ୍ରଶାସନର କଡା ପଦକ୍ଷେପ ଦେଖିବାକୁ ମିଳୁନାହିଁ। ତେବେ ଗତକାଲି ବିଳମ୍ବିତ ରାତ୍ର ସମୟରେ ଉଦଳା ହାଇସ୍କୁଲ ଛକ ନିକଟ ରାସ୍ତା ର ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରେ ଭୟଙ୍କର ବାଇକ ଦୁର୍ଘଟଣା ଘଟିଥିଲା। ସାଇକେଲ କୁ ଧକ୍କା ଦେଲା ଦ୍ରୁତ ବାଇକ l ତେବେ ଦୁର୍ଘଟଣାରେ କୁଅଁରପାଳ ଗ୍ରାମର ୭୩ ବର୍ଷୀୟ ଶଚିନ୍ଦ୍ର ଦାସ ରାସ୍ତା ପାରି ହେଉଥିବା ବେଳେ ଓଡି-୧୧-ଏକେ-୨୯୨୭ ନମ୍ବର ହୋଣ୍ଡା ବାଇକ ତାଙ୍କୁ ଧକ୍କା ଦେଇଥିଲା।

    ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦଳା ଡାକ୍ତରଖାନାକୁ ନେଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ବାରିପଦା ମେଡିକାଲକୁ ପଠାଯାଇଥିଲା, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଡବ୍ଲ୍ୟୁବି-୦୧-ଏଏଚ-୪୨୮୨ ନମ୍ବର ବାଇକ ସହ ମୁଁହାମୁଁହି ଧକ୍କା ହୋଇଥିଲା। ବାଇକ ଧକ୍କାରେ ସାଇକେଲ ଆରୋହୀ ଶକ୍ତ ଧକ୍କା ପାଇ ଛିଟିକି ପଡ଼ି ମୃତ୍ୟୁବରଣ କରିଥିଲେ। ବାଇକ ଚାଳକ ମଧ୍ୟ ଗୁରୁତର ହୋଇ କଟକକୁ ସ୍ଥାନାନର।ଗୋଟେ ପରେ ଗୋଟେ ଦୁର୍ଘଟଣା ଘଟୁଥିବା ପରେ ମଧ୍ୟ ବେପରୁଆ ଚାଳକଙ୍କ ଉପରେ ପୁଲିସ କଡା କାର୍ଯ୍ୟନୁଷ୍ଠାନ ନ ନେବାକୁ ନେଇ ସାଧାରଣ ଆଲୋଚନା lରାସ୍ତାରେ ବେପରୁଆ ଗତିରେ ବାଇକ ଚଲାଇବା, ହେଲମେଟ ନ ପିନ୍ଧିବା ଓ ଟ୍ରାଫିକ ନିୟମକୁ ଅଣଦେଖା କରିବା ଫଳରେ ନିର୍ଦୋଷ ଲୋକଙ୍କ ଜୀବନ ନଷ୍ଟ ହେଉଛି। ଏଭଳି ଅମାନିଆ ବାଇକ ଚାଳନାକୁ ରୋକିବା ପାଇଁ ପୁଲିସ ତୁରନ୍ତ କଡା ଚେକିଂ ଓ କଠୋର ପଦକ୍ଷେପ ନେବାକୁ ଉଦଳା ଅଞ୍ଚଳବାସୀ ଦୃଢ ଦାବି, ନହେଲେ ଆଗାମୀ ଦିନରେ ପରିସ୍ଥିତି ଶୋଚନୀୟ ହୋଇ ପଡିବ l

    Share. Facebook Twitter WhatsApp

    Related Posts

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026 ଅର୍ଥନୀତି

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026 ଆଜିର ଖବର

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026 ଆଜିର ଖବର

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026 ଆଜିର ଖବର

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026 ଆଜିର ଖବର

    ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ

    May 6, 2026 ଆଜିର ଖବର

    ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର

    May 6, 2026 ଆଜିର ଖବର

    ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!

    May 6, 2026 ଅର୍ଥନୀତି

    ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ

    May 6, 2026 ଆଜିର ଖବର

    ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ

    May 6, 2026 ଆଜିର ଖବର

    କୁକୁଡ଼ା ଦୋକାନରେ ୧୨ ଫୁଟିଆ ଅହିରାଜ, ବନବିଭାଗର ସଫଳ ଉଦ୍ଧାର :

    May 6, 2026 ଆଜିର ଖବର

    Anuvadini AI Partners with MathZoro to Bring Gamified Mathematics Education for Every Indian School Student

    May 6, 2026 ଆଜିର ଖବର
    Watch YouTube

    You May Like

    ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,

    May 6, 2026

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026

    ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ

    May 6, 2026

    ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର

    May 6, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.