ଗଞ୍ଜାମଜିଲ୍ଲା ବୁଗୁଡା ଶହର ଉପକଣ୍ଠରେ ଦିର୍ଘ 12 ବର୍ଷ ଧରି ଛାତ୍ରଛାତ୍ରୀ ମାନଙ୍କୁ କମ୍ପୁଟର ଶିକ୍ଷ୍ଯା ଦାନ ଦେଇ ଆସୁଥିବା ବ୍ରାଇଟ୍ କମ୍ପୁଟର ପ୍ରତିଷ୍ଟାନ କୁ ଆଜି ପୋଲସରା ବିଧାୟକ ଶ୍ରୀ ଗୋକୁଳାନନ୍ଦ ମଳିକ ଶୁଭ ଉଦଘାଟନ କରିଛନ୍ତି ! ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଛନ୍ତି ! ବ୍ରାଇଟ୍ କମ୍ପୁଟର ପୂର୍ବଭଳି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ କମ୍ପୁଟର ଶିକ୍ଷ୍ଯା ଅତି ସହଜରେ ଶିକ୍ଷ୍ଯା ଜୋଗାଇଦେବ ବୋଲି କହିଛନ୍ତି ବ୍ରାଇଟ୍ କମ୍ପୁଟରର ପ୍ରତିଷ୍ଟାତା ରାମକୁଷ୍ଣ ପ୍ରଧାନ !
ବ୍ରାଇଟ୍ କମ୍ପୁଟର ପ୍ରତିଷ୍ଟାନ କୁ ଆଜି ପୋଲସରା ବିଧାୟକ ଶ୍ରୀ ଗୋକୁଳାନନ୍ଦ ମଳିକ ଶୁଭ ଉଦଘାଟନ କରିଛନ୍ତି
By Charcha News












