ପୁଣି ମିଳିଲା ୪ କୋଟି ଟଙ୍କାର ହାଇଡ୍ରୋପୋନିକ ଉଇଡ଼ । ଲଗେଜ ବ୍ୟାଗରେ ବ୍ୟାଙ୍କକରୁ ଆଣୁଥିଲେ ଭୁବନେଶ୍ୱର । ସକାଳ ସାଢ଼େ ୫ଟା ବେଳେ ଇଣ୍ଡିଗୋ ଫ୍ଲାଇଟରେ ଆଣୁଥିଲେ କୋଟି କୋଟି ଟଙ୍କାର ନିଶାଦ୍ରବ୍ୟ । ୨ ଜଣ ତାମିଲ ଯୁବକଙ୍କୁ ଅଟକ ରଖି ପଚରା ଉଚରା ।
ପୁଣି ମିଳିଲା ୪ କୋଟି ଟଙ୍କାର ହାଇଡ୍ରୋପୋନିକ ଉଇଡ଼ । ଲଗେଜ ବ୍ୟାଗରେ ବ୍ୟାଙ୍କକରୁ ଆଣୁଥିଲେ ଭୁବନେଶ୍ୱର । ସକାଳ ସାଢ଼େ ୫ଟା ବେଳେ ଇଣ୍ଡିଗୋ ଫ୍ଲାଇଟରେ ଆଣୁଥିଲେ କୋଟି କୋଟି ଟଙ୍କାର ନିଶାଦ୍ରବ୍ୟ । ୨ ଜଣ ତାମିଲ ଯୁବକଙ୍କୁ ଅଟକ ରଖି ପଚରା ଉଚରା । ଡିଆରଆଇ ଓ କଷ୍ଟମ ବିଭାଗର ମିଳିତ ଅପରେସନ ବେଳେ ମିଳିଛି ୧୧ କିଲୋ ହାଇଡ୍ରୋପୋନିକ ଉଇଡ଼ । ଯାହାର ବଜାର ମୂଲ୍ୟ କିଲୋ ପ୍ରତି ୪୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାନ୍ତା ।
ଚର୍ଚ୍ଚା news












