ରାୟଗଡା
ରବୀନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା ଜିଲ୍ଲା ଗୁଣୁପୁର ତାଲୁକ ସ୍ଥରୀୟ ଆଇନ ସେବା ପ୍ରାଧିକରଣ ତରଫରୁ ସୁରକ୍ଷିତ ସୋସିଆଲ ମିଡ଼ିଆ ଓ ସାଇବର ଆଇନ୍ କୁ ନେଇ ପଦ୍ମପୁର ର ଆର ଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଗୁଣୁପୁର ତାଲୁକ ସ୍ଥରୀୟ ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏଥିରେ ସାଇବର କ୍ରାଇମ୍ ଓ ସୋସିଆଲ ମିଡିଆ ସୁରକ୍ଷା ସମ୍ବନ୍ଧୀୟ ନେଇ ଛାତ୍ର ଛାତ୍ରୀ ମାନଙ୍କୁ ବୁଜାଇଥିଲେ।କାର୍ଯ୍ୟକ୍ରମ ରେ ଗୁଣପୁର ଅତିରିକ୍ତ ଜିଲ୍ଲା ଜର୍ଜ ତଥା ଗୁଣୁପୁର ତାଲୁକ ସ୍ଥରୀୟ ଆଇନ ସେବା ପ୍ରାଧିକରଣ ଅଧକ୍ଷ ଦେବଦତ୍ତ ପଟ୍ଟନାୟକ, ସିଭିଲ ଜର୍ଜ ସୁମିତ୍ରା ସାହୁ , ବିଜୟ ଲକ୍ଷ୍ମୀ ମହାପାତ୍ର ଏସ ଡ଼ି ଜେ ଏମ, ଶୁଭଙ୍କର ମହାନ୍ତି ପଦ୍ମପୁର ପ୍ରଥମ ଶ୍ରେଣୀ ବିଚାରପତି,ଗୁଣପୁର ଉପ ଜିଲ୍ଲାପାଳ ଦୁଦ୍ଧାଲ ଅଭିଷେକ ଦିଲ୍ଲୀପ ସମେତ ଅନୁଷ୍ଠାନ ପ୍ରିନସିପାଲ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ଆର୍ ଜି କଲେଜ ରେ ତାଳୁକ୍ ଆଇନ୍ ସଂସ୍ଥା ର ସାଇବର କ୍ରାଇମ୍ ଉପରେ ଛାତ୍ର ଛାତ୍ରୀ ଙ୍କୁ ସଚେତନତା
By Charcha News











