ସୁବର୍ଣ୍ଣପୁର ମଣ୍ଟୁମନ୍ତ୍ରା ପୋର୍ଟାଲ୍ ନ୍ୟୁଜ ଚର୍ଚ୍ଚା
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପୁଢ଼ ଟିକ୍ରା ରେ ଥିବା କୃଷି ବିଭାଗ ରେ ଆଜି ଆତ୍ମା ଅଧ୍ୟକ୍ଷ ଭାବେ ନିର୍ବାଚନ ଅନୁଷ୍ଠିତ ହୋଇ ଥିଲା l ଏଥିରେ ବାସୁଦେନ ମିଶ୍ର ଅଧକ୍ଷ ଭାବେ ନିର୍ବାଚିତ ହୋଇ ଥିଲେ ଏଥିରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଳା, ଉପସ୍ଥିତ ଥିଲେ l ଏଥିରେ କୃଷି ବିଭାଗ ର 4 ଜଣ, ଉଦ୍ୟାନ ବିଭାଗ 4, ପଶୁ, ମତ୍ସ୍ୟ ବିଭାଗ ର 4, ଏସଜି ରୁ 2, ଯୁବକ ମଣ୍ଡଳ କ୍ଲବ 2 ଜଣ, ଇନପୁଟ ଡିଲର 2, ଫାର୍ମର ପ୍ରଡୁସର 2, ପଂଚାୟତ ରାଜ ବିଭାଗ ର 2, ସାମିଲ ହୋଇ ଥିଲେ, ସମସ୍ତ 22 ଜଣ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ l କୃଷି ବିଭାଗ, ମତ୍ସ୍ୟ, ଜଳ ଛାୟା ଉଦ୍ୟାନ, ପଶୁ ବିଭାଗ ର ଅଧିକାରୀ ସାମିଲ ହୋଇ ଥିଲେ l ସର୍ବସମ୍ମତିକ୍ରମେ ବାସୁଦେବ ମିଶ୍ର କୁ ନିର୍ବାଚିତ କରି ଥିଲେ l ଜିଲ୍ଲା ବିଜେପି ସଭାପତି ବେଣୁଧର ଦାସ, ସତ୍ୟବ୍ରତ ମିଶ୍ର ଆଇନ ଜିବି ଉପସ୍ଥିତ ଥିଲେ l କୃଷି ବିଭାଗ ର ବ୍ଲକ କୃଷି ଅଧିକାରୀ ରଶ୍ମି ରଞ୍ଜନ ଟପ୍ପୋ, ଏଏଓ ଶୁଭଲକ୍ଷ୍ମୀ ସାହୁ, ପଶୁବିଭାଗ ଚିକତ୍ସା ଅଧିକାରୀ ଡ଼ ସୁବ୍ରତ ପୁରୋହିତ, ଇଦ୍ୟାନ ବିଭାଗ ବିନ୍ଦୁଲତା ମାଝୀ, ମତ୍ସ୍ୟ ବିଭାଗ ଶ୍ରବଣ କୁଂଅର, କୃଷି ବିଭାଗ ର ଯନ୍ତ୍ରୀ ପ୍ରିୟଙ୍କା ବେହେରା, ଜଳ ଛାୟା ପ୍ରକଳ୍ପ ର ଅଧିକାରୀ କୁବେର କର୍ମୀ ଉପସ୍ଥିତ ଥିଲେ l
ଉଲୁଣ୍ଡା କୃଷି ବିଭାଗ ର ଆତ୍ମା ଅଧ୍ୟକ୍ଷ ଭାବେ ବାସୁଦେବ ମିଶ୍ର ନିର୍ବାଚିତ
By Charcha News











