ସାମ୍ବାଦିକ: ପ୍ରଶାନ୍ତ ରାଉଳ
କୋଲକାତା
ଆଙ୍କର: ଆଜି ପଶ୍ଚିମବଙ୍ଗ ପାଇଁ ଏକ ଐତିହାସିକ ଦିନ। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଲକାତା ଗସ୍ତ। ଆଜି ସେ ବିମାନବନ୍ଦରର ୧ ନମ୍ବରରୁ ଦମଦମ ନୋଆପଡା ପର୍ଯ୍ୟନ୍ତ ନୂତନ ମେଟ୍ରୋ ପ୍ରକଳ୍ପର ଉଦଘାଟନ କରିଲେ। ଉଦଘାଟନ ପରେ ତୁରନ୍ତ ଏହି ନୂତନ ମେଟ୍ରୋ ସେବା ଆରମ୍ଭ ହୋଇଥିଲା, ଯାହା ସହରର ଯାତ୍ରୀମାନଙ୍କ ପାଇଁ ଏକ ନୂତନ ଦିଗ ଥିଲା। ଏହାପରେ, ପ୍ରଧାନମନ୍ତ୍ରୀ ଦମଦମ କେନ୍ଦ୍ରୀୟ ଜେଲ ଗ୍ରାଉଣ୍ଡରେ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିଲେ। ଏହାକୁ ନେଇ ସାଧରଣ ଜନତାଙ୍କ ମଧ୍ୟରେ ପୂର୍ବରୁ ଉତ୍ସାହ ଦେଖାଯାଇଥିଲା ଅନ୍ୟ ପଟେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଜନସଭା ରେ ମମତା ବାନାର୍ଜୀ ସରକାରଙ୍କ ଘେରି କହିଛନ୍ତି ପଶ୍ଚିମ ବଙ୍ଗ ରାଜ୍ୟ ମମତା ବାନାର୍ଜୀ ସରକାରଙ୍କ ଦୁର୍ନୀତି ଗ୍ରସ୍ତ ତାଙ୍କ ସରକାର ଆସିବା ଦିନରୁ ବିଭିନ୍ନ ଚିଟ ଫଣ୍ଡ ଠକେଇ ମାମଲାରେ ତାଙ୍କ ମନ୍ତ୍ରୀ ତାଙ୍କ ସାଂସଦ ମାନେ ଜେଲ ଦଣ୍ଡ ଯାଇ ଛନ୍ତି ଆଗାମୀ ଦିନରେ ତାହାର ଗୋଟି ଗୋଟି କରି ପଶ୍ଚିମ ବଙ୍ଗ ରାଜ୍ୟ ଆମ ଜନତା ବିଧାନ ସଭା ନିର୍ବାଚନ ରେ ବିଜେପି ଦଳ କୁ ଭୋଟ ଦେଇ ପଶ୍ଚିମ ବଙ୍ଗ ରାଜ୍ୟ ରୁ ଡବଲ ଇଞ୍ଜିନ ସରକାର ଗଢିବେ
ଐତିହାସିକ ଦିନ। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଲକାତା ଗସ୍ତ
By Charcha News











