Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Monday, May 4
    Facebook X (Twitter) YouTube Instagram
    Trending
    • କୋଲକାତାରେ ଆଜି ବିଜୟ ଶୋଭାଯାତ୍ରାକୁ ‘ନା’
    • ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ ମୋଦୀ
    • ତାମିଲନାଡୁରେ ଟିଭିକେ ସୁନାମି : ୧୦୪ ଆସନରେ ଆଗୁଆ
    • ପଶ୍ଚିମବଙ୍ଗରେ ବିଜେପିର ବଡ଼ ଲିଡ୍‌, କୁହୁକ ସଂଖ୍ୟା ଅତିକ୍ରମ
    • ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବ : ଶୁଭେନ୍ଦୁ ଅଧିକାରୀ
    • ଆଜିର ରାଶିଫଳ :
    • ସନ୍ଦୀପ ପାଠକଙ୍କ ବିରୋଧରେ ଦୁଇଟି ସଙ୍ଗୀନ ମାମଲା ରୁଜୁ ; ଆପ୍ ଛାଡ଼ି ବିଜେପିରେ ମିଶିବା ପରେ ବଢ଼ିଲା ଅଡୁଆ
    • ବଢ଼ିଲା ଓମ୍‌ଫେଡ୍ କ୍ଷୀର ଦାମ୍ , ଲିଟର ପିଛା ୪ ଟଙ୍କା ବୃଦ୍ଧି
    • ରାୟଗଡା ରେ ମାଟ୍ରିକ ରିଯେଲଟ ୯୬.୫ ପ୍ରତିଶତ,ମନସ୍ଵିନୀ ଦାସ ହେଲେ ଟପ୍ପର :
    • ନବ ବିବାହିତ ମହିଳାଙ୍କ ସନ୍ଧେହଜନକ ମୃତ୍ୟୁ :
    • ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର
    • ଚର୍ଚ୍ଚାରେ ମାଟ୍ରିକ୍ ରେଜଲ୍ଟ : ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା
    • ମହାନଦୀ ଜଳ ବିବାଦ ମାମଲା ; ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି
    • ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ::
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ରାଶିଫଳ»ଜାଣନ୍ତୁ ଆଜିର ରାଶିଫଳ ::

    ଜାଣନ୍ତୁ ଆଜିର ରାଶିଫଳ ::

    By Charcha NewsMay 2, 2026
    Share
    Facebook Twitter Email WhatsApp

    ଆପଣ ନିଜର କାମ ଧୀରେଧୀରେ କରି ପୂରା କରିବେ। କୌଣସି ଅଜଣା ବ୍ୟକ୍ତିଙ୍କ ବ୍ୟବହାର ନେଇ ମନ ଟିକେ ଖରାପ ହେବ। ବ୍ୟବସାୟରେ କାମରେ ଦୂରସ୍ଥାନକୁ ଯିବେ। ପ୍ରେମ ସଂପର୍କ ନିବିଡ଼ ହେବ। ‌ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।

    BY-SUBHASMITA-2.4.2026

    ମେଷ: ଆପଣ ନିଜର କାମ ଧୀରେଧୀରେ କରି ପୂରା କରିବେ। କୌଣସି ଅଜଣା ବ୍ୟକ୍ତିଙ୍କ ବ୍ୟବହାର ନେଇ ମନ ଟିକେ ଖରାପ ହେବ। ବ୍ୟବସାୟରେ କାମରେ ଦୂରସ୍ଥାନକୁ ଯିବେ। ପ୍ରେମ ସଂପର୍କ ନିବିଡ଼ ହେବ। ‌

    ବୃଷ: ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। କ୍ୟାରିୟର ସଂପର୍କିତ ନୂଆ ଅବସର ପାଇବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ଜୀବନସାଥୀ ସହ ଭଲ ସମୟ ଅତିବାହିତ କରିବେ।‌

    ମିଥୁନ: ମସ୍ତିଷ୍କରେ ଘୂରି ବୁଲୁଥିବା ବିଚାରରେ ଉନ୍ନତି ହେବ। କୌଣସି ଶୁଭ ଖବର ପାଇବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିବ। ସୁସମ୍ବାଦ ପାଇବେ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବଜାୟ ରହିବ।

    କର୍କଟ: ଆପଣଙ୍କ କାମ କରିବା ଢ଼ଙ୍ଗରେ ଲୋକେ ପ୍ରଭାବିତ ହେବେ। କୌଣସି ମାମଲାରେ ଭାବୁକ ହୋଇପାରନ୍ତି। ବେପାରରେ ଲାଭ ହେବ। ବିବାହିତଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।

    ସିଂହ: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ଆପଣଙ୍କର ଶକ୍ତି ଭଲ କାମରେ ଲଗାଇବେ। ବିଦେଶ ଯିବାର ସ୍ବପ୍ନ ପୂରା ହୋଇପାରେ। ଅଫିସରେ ଆପଣଙ୍କ କାମ ଦେଖି କତୃପକ୍ଷ ଖୁସି ହେବେ। ପରିବାରରେ ଖୁସିର ଆଗମନ ହେବ।

    କନ୍ୟା: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ନିଜ କୁଟୁମ୍ବର ପୂରା ସହଯୋଗ ପାଇବେ। ବେପାରରେ ଲାଭ ହେବାର ଯୋଗ ଅଛି। ଅଫିସରେ କୌଣସି ସହକର୍ମୀଙ୍କ ସହ ବନ୍ଧୁତା ହେବ। ବାଇକ୍ କିଣିବା ଯୋଗ ଅଛି।

    ତୁଳା: ବନ୍ଧୁ ଘରକୁ ଆସିବା ଯିବା ଲାଗି ରହିବ। ବେକାରଙ୍କୁ ରୋଜଗାରର ମଉକା ମିଳିବ। ପ୍ରସାଧନ ବ୍ୟବସାୟୀଙ୍କର ଯଥେଷ୍ଟ ଲାଭ ହେବ। ଜୀବନସାଥୀ ସହ ସମ୍ବନ୍ଧ ମଧୁର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

    ବିଛା: ଅନୁଭବୀ ବ୍ୟକ୍ତିଙ୍କଠୁ ମିଳିଥିବା ପରାମର୍ଶ ଆପଣଙ୍କ ଲାଗି ଲାଭଦାୟକ ହେବ। ଶୁଭ ଖବର ପାଇବେ। ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ପ୍ରେମ ଓ ବୈବାହିକ ଜୀବନରେ ଅସୀମ ସୁଖ ପାଇବେ।

    ଧନୁ: ଯାହା ବି ବେପାର ଆରମ୍ଭ କରିବେ ସେଥିରେ ସଫଳତା ପାଇବେ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ପରିବାରରେ ମଧୁରତା ସହ ବିଶ୍ବାସ ବି ବଢ଼ିବ। ପ୍ରେମ ଓ ରୋମାନ୍ସ ପାଇଁ ଦିନଟି ଭଲ।

    ମକର: ପୂରା ଧ୍ୟାନ କାମକୁ ସଂପୂର୍ଣ୍ଣ କରିବାରେ ଲାଗି ରହିବ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ। ଜୀବନସାଥୀ ଆପଣଙ୍କ ସଚ୍ଚୋଟତାରେ ପ୍ରଭାବିତ ହେବେ। ‌ ଗୃହ ସଂପତ୍ତି କିଣିବା ଲାଗି ଯୋଜନା କରିବେ।

    କୁମ୍ଭ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଆଡ଼କୁ ଅଧିକ ରହିବ। ନୂଆ ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ କୌଣସି ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବେ। ଚାକିରିରେ ପ୍ରଭୁତ୍ବ ବଢ଼ିବ। ଉଚ୍ଚଶିକ୍ଷା ଲାଗି ଦିନଟି ବହୁତ ଭଲ।

    ମୀନ: ବ୍ୟବସାୟରେ କୌଣସି ଉଚ୍ଚାଧିକାରୀଙ୍କ ସହାୟତା ନେଇ ପାରନ୍ତି। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ପାରିବାରିକ ଜୀବନରେ ଭଲ ପରିଣାମ ଦେଖିବେ। ପ୍ରିୟଜନଙ୍କ ସହ ସମ୍ବନ୍ଧ ମଧୁର ହେବ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ଆଜିର ରାଶିଫଳ :

    May 4, 2026 ଆଜିର ଖବର

    ଆଜିର ରାଶିଫଳ :

    April 28, 2026 ରାଶିଫଳ

    ଆଜିର ରାଶିଫଳ

    April 27, 2026 ରାଶିଫଳ

    ଜାଣନ୍ତୁ ଏ ସପ୍ତାହର ରାଶିଫଳ :

    April 26, 2026 ରାଶିଫଳ

    ଜାଣନ୍ତୁ ଆଜିର ରାଶିଫଳ…

    April 25, 2026 ରାଶିଫଳ

    ଆଜିର ରାଶିଫଳ

    April 23, 2026 ରାଶିଫଳ

    ଆଜିର ରାଶିଫଳ

    April 22, 2026 ରାଶିଫଳ

    ଆଜିର ରାଶିଫଳ ::

    April 19, 2026 ରାଶିଫଳ

    ଆଜିର ରାଶିଫଳ ::

    April 18, 2026 ରାଶିଫଳ

    ଆଜିର ରାଶିଫଳ ::

    April 17, 2026 ରାଶିଫଳ

    ଆଜିର ରାଶିଫଳ :

    April 16, 2026 ରାଶିଫଳ

    ଜାଣନ୍ତୁ ଆଜିର ରାଶିଫଳ :

    April 15, 2026 ରାଶିଫଳ
    Watch YouTube

    You May Like

    କୋଲକାତାରେ ଆଜି ବିଜୟ ଶୋଭାଯାତ୍ରାକୁ ‘ନା’

    May 4, 2026

    ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

    May 4, 2026

    ତାମିଲନାଡୁରେ ଟିଭିକେ ସୁନାମି : ୧୦୪ ଆସନରେ ଆଗୁଆ

    May 4, 2026

    ପଶ୍ଚିମବଙ୍ଗରେ ବିଜେପିର ବଡ଼ ଲିଡ୍‌, କୁହୁକ ସଂଖ୍ୟା ଅତିକ୍ରମ

    May 4, 2026

    ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବ : ଶୁଭେନ୍ଦୁ ଅଧିକାରୀ

    May 4, 2026

    ଆଜିର ରାଶିଫଳ :

    May 4, 2026

    ସନ୍ଦୀପ ପାଠକଙ୍କ ବିରୋଧରେ ଦୁଇଟି ସଙ୍ଗୀନ ମାମଲା ରୁଜୁ ; ଆପ୍ ଛାଡ଼ି ବିଜେପିରେ ମିଶିବା ପରେ ବଢ଼ିଲା ଅଡୁଆ

    May 3, 2026

    ବଢ଼ିଲା ଓମ୍‌ଫେଡ୍ କ୍ଷୀର ଦାମ୍ , ଲିଟର ପିଛା ୪ ଟଙ୍କା ବୃଦ୍ଧି

    May 3, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.