ପ୍ରଶାନ୍ତ ରାଉଳ/କୋଲକତା
କୋଲକତା ସ୍ଥିତ ଦକ୍ଷିଣ କୋଲକତା ର ଆନନ୍ଦ ପୁର ଅଞ୍ଚଳ ରେ ଥିବା ଗୁଲ ସନ୍ କଲୋନୀ ରେ ଥିବା ଏକ ତୈଳ ରଙ୍ଗ କାରଖାନା ରେ ଭୟା ଭୟ ଅଗ୍ନିକାଣ୍ଡ ହୋଇଛି ଅନ୍ୟ ପଟେ ପୋଲିସ ଓ ଦମକଳ ବାହିନୀ ର 9 ଟି ଇଞ୍ଜିନ ଗାଡ଼ି ପହଞ୍ଚି ଅଗ୍ନିକାଣ୍ଡ କୁ ନିଭାଇ ବାକୁ ଚେଷ୍ଟା କରୁଛନ୍ତି ଆଖ ପାଖ ଅଞ୍ଚଳ ବାସୀ ଅଗ୍ନିକାଣ୍ଡ କୁ ନେଇ ଭୟ ଭୀତ ଓ ଆତଙ୍କିତ ହୋଇ ଛନ୍ତି ଅଗ୍ନିକାଣ୍ଡ କିପରି ଭାବରେ ଲାଗିଲା ତାହା ଏବେବି ସ୍ପଷ୍ଟ କହି ନାହାନ୍ତି ଦମକଳ ବାହିନୀ ପକ୍ଷ











