Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, April 30
    Facebook X (Twitter) YouTube Instagram
    Trending
    • ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଯାତ୍ରା ମହୋତ୍ସଭ୍ ଉଦଯାପିତ
    • ନୃସିଂହଚତୁର୍ଦଶ ମେଳା ଅନୁଷ୍ଠିତ
    • ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବନି , ଏକାକୀ ଲଢ଼ିବ କଂଗ୍ରେସ : ଭକ୍ତ ଦାସ
    • ଆସନ୍ତା କିଛି ଦିନରେ ପାଗରେ ଦେଖାଯିବ ବଡ଼ ପରିବର୍ତ୍ତନ: ବର୍ଷା ସହିତ ଝଡ଼ ଓ ତୀବ୍ର ପବନର ସମ୍ଭାବନା
    • ଖୁବଶୀଘ୍ର ହେବ ନିଗମ ବୋର୍ଡ଼ ଘୋଷଣା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା
    • ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ଭୋଟ୍ କାଲି: ୧୪୨ ଆସନରେ ମତଦାନ,
    • ବ୍ୟାଙ୍କ କହିଲା ଲୋକ ଆସିଲେ ଟଙ୍କା ମିଳିବ
    • ଗ୍ୟାଙ୍ଗଟକରେ ଫୁଟବଲ ଖେଳିଲେ ପ୍ରଧାନମନ୍ତ୍ରୀ :
    • IPL ଇତିହାସରେ ନୂଆ ରେକର୍ଡ: ବିରାଟ କୋହଲିଙ୍କ ୯,୦୦୦ ରନ୍ ମାଇଲଖୁଣ୍ଟ :
    • ଜାତିସଂଘରେ ଆମେରିକା ଇରାନ ମୁହାଁମୁହିଁ: NPT ଦାୟିତ୍ୱକୁ ନେଇ ତୀବ୍ର ବିବାଦ :
    • ଆଜି ଓଡ଼ିଆ ଜାତି ପାଇଁ ଗୌରବର ଦିନଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ। ଏହି ଅବସରରେ କଟକ ଜିଲ୍ଲାର ସତ୍ୟଭାମାପୁର, ମଧୁବାବୁଙ୍କ ପବିତ୍ର ଜନ୍ମଭୂମି, ଆଜି ଭକ୍ତି, ଗର୍ବ ଓ ସ୍ମୃତିରେ ଚଳଚଞ୍ଚଳ ହୋଇଉଠିଛି।
    • ଶ୍ରୀକ୍ଷେତ୍ରର ପବିତ୍ର ଧାମ ଶ୍ରୀଜଗନ୍ନାଥ ମନ୍ଦିରରେ ଏବେ ଭକ୍ତି ଓ ଆଧ୍ୟାତ୍ମିକତାର ଅଦ୍ଭୁତ ଦୃଶ୍ୟ ଚାଲିଛି ପବିତ୍ର ଚନ୍ଦନ ଯାତ୍ରା।
    • ରାଜ୍ୟରେ ଜାରି ହିଟ୍‌ୱେଭ୍‌, ପ୍ରବଳ ଖରା ପାଇଁ କେନ୍ଦ୍ରର ସତର୍କବାଣୀ ::
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ଭୋଟ୍ କାଲି: ୧୪୨ ଆସନରେ ମତଦାନ,

    ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ଭୋଟ୍ କାଲି: ୧୪୨ ଆସନରେ ମତଦାନ,

    By Charcha NewsApril 28, 2026
    Share
    Facebook Twitter Email WhatsApp

    ଆସନ୍ତାକାଲି ପଶ୍ଚିମବଙ୍ଗରେ ଦ୍ଵିତୀୟ ତଥା ଶେଷ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ଏଥିପାଇଁ ସୋମବାର ସଂଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୮ଟି ଜିଲ୍ଲାର ୧୪୨ଟି ଆସନରେ ମତଦାନ ହେବ।

    ଆସନ୍ତାକାଲି ପଶ୍ଚିମବଙ୍ଗରେ ଦ୍ଵିତୀୟ ତଥା ଶେଷ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ଏଥିପାଇଁ ସୋମବାର ସଂଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୮ଟି ଜିଲ୍ଲାର ୧୪୨ଟି ଆସନରେ ମତଦାନ ହେବ। ଏହାରି ଭିତରେ କୋଲକାତା, ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ହାଓଡ଼ା ଏବଂ ପଶ୍ଚିମ ମେଦିନିପୁର ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ରହିଛି। ଏଥିଲାଗି ମୋଟ ୧ହଜାର ୪୪୮ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ଏହା ପୂର୍ବରୁ ଗତ ୨୩ ତାରିଖରେ ପ୍ରଥମ ପର୍ଯ୍ୟାୟ ରାଜ୍ୟର ୧୫୨ଟି ଆସନରେ ଭୋଟ ହୋଇଥିଲା। ମେ-୪ରେ ଫଳ ପ୍ରକାଶ ପାଇବ। ତେବେ ପ୍ରଥମ ପର୍ଯ୍ୟାୟ ଭୋଟ୍ ରେ ୯୩ ପ୍ରତିଶତ ଭୋଟିଂ ହୋଇଥିବାରୁ ଦ୍ବିତୀୟ ପର୍ଯ୍ୟାୟରେ ବି ବମ୍ପର ଭୋଟିଂ ହେବ ବୋଲି ସମସ୍ତେ ଆଶାବାଦୀ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭବାନୀପୁର ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ନନ୍ଦୀଗ୍ରାମ ଭଳି ଆସନ ଉପରେ ସମସ୍ତଙ୍କ ନଜର ରହିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଏଥର ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସଂଖ୍ୟାରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି। ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ସିସିଟିଭି ଏବଂ ୱେବକାଷ୍ଟିଂର ବ୍ୟବସ୍ଥା ହୋଇଛି। ସୀମାନ୍ତ ଅଞ୍ଚଳକୁ ସିଲ୍ କରାଯାଇଛି ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଯାତ୍ରା ମହୋତ୍ସଭ୍ ଉଦଯାପିତ

    April 30, 2026 ଆଜିର ଖବର

    ନୃସିଂହଚତୁର୍ଦଶ ମେଳା ଅନୁଷ୍ଠିତ

    April 30, 2026 ଆଜିର ଖବର

    ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବନି , ଏକାକୀ ଲଢ଼ିବ କଂଗ୍ରେସ : ଭକ୍ତ ଦାସ

    April 28, 2026 ଆଜିର ଖବର

    ଆସନ୍ତା କିଛି ଦିନରେ ପାଗରେ ଦେଖାଯିବ ବଡ଼ ପରିବର୍ତ୍ତନ: ବର୍ଷା ସହିତ ଝଡ଼ ଓ ତୀବ୍ର ପବନର ସମ୍ଭାବନା

    April 28, 2026 ଆଜିର ଖବର

    ଖୁବଶୀଘ୍ର ହେବ ନିଗମ ବୋର୍ଡ଼ ଘୋଷଣା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା

    April 28, 2026 ଆଜିର ଖବର

    April 28, 2026 ଆଜିର ଖବର

    ରାଜ୍ୟରେ ଜାରି ହିଟ୍‌ୱେଭ୍‌, ପ୍ରବଳ ଖରା ପାଇଁ କେନ୍ଦ୍ରର ସତର୍କବାଣୀ ::

    April 28, 2026 ଆଜିର ଖବର

    ଇଣ୍ଡୋନେସିଆର ଜାକର୍ତ୍ତା ଉପକଣ୍ଠରେ ଦୁଇ ଟ୍ରେନ୍ ଧକ୍କା: ୭ ମୃତ

    April 28, 2026 ଆଜିର ଖବର

    ମେ’ ଦ୍ୱିତୀୟ ସପ୍ତାହରେ ମାଟ୍ରିକ ଫଳାଫଳ, ଯୁକ୍ତ ୨ ରେଜଲ୍ଟ ତୃତୀୟ ସପ୍ତାହରେ

    April 27, 2026 ଆଜିର ଖବର

    ଏଏପିକୁ ବଡ଼ ଝଟକା: ବିଦ୍ରୋହୀ ସାଂସଦମାନଙ୍କୁ ବିଜେପି ସଦସ୍ୟ ଭାବେ ମାନ୍ୟତା ଦେଲା ରାଜ୍ୟସଭା :

    April 27, 2026 ଆଜିର ଖବର

    ପ୍ରଚାରର ଶେଷ ଦିନ ପୂର୍ବରୁ ଜଗଦ୍ଦଲରେ ହିଂସା, ସିଆଇଏସ୍‌ଏଫ୍‌ ଯବାନ ଆହତ :

    April 27, 2026 ଅପରାଧ

    ଲିଭ୍-ଇନ୍ ସମ୍ପର୍କ ସହମତିରେ ହେଲେ ଦୁଷ୍କର୍ମ ନୁହେଁ: ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ୍ଣ ମତ ::

    April 27, 2026 ଆଜିର ଖବର
    Watch YouTube

    You May Like

    ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଯାତ୍ରା ମହୋତ୍ସଭ୍ ଉଦଯାପିତ

    April 30, 2026

    ନୃସିଂହଚତୁର୍ଦଶ ମେଳା ଅନୁଷ୍ଠିତ

    April 30, 2026

    ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବନି , ଏକାକୀ ଲଢ଼ିବ କଂଗ୍ରେସ : ଭକ୍ତ ଦାସ

    April 28, 2026

    ଆସନ୍ତା କିଛି ଦିନରେ ପାଗରେ ଦେଖାଯିବ ବଡ଼ ପରିବର୍ତ୍ତନ: ବର୍ଷା ସହିତ ଝଡ଼ ଓ ତୀବ୍ର ପବନର ସମ୍ଭାବନା

    April 28, 2026

    ଖୁବଶୀଘ୍ର ହେବ ନିଗମ ବୋର୍ଡ଼ ଘୋଷଣା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା

    April 28, 2026

    ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ଭୋଟ୍ କାଲି: ୧୪୨ ଆସନରେ ମତଦାନ,

    April 28, 2026

    ବ୍ୟାଙ୍କ କହିଲା ଲୋକ ଆସିଲେ ଟଙ୍କା ମିଳିବ

    April 28, 2026

    ଗ୍ୟାଙ୍ଗଟକରେ ଫୁଟବଲ ଖେଳିଲେ ପ୍ରଧାନମନ୍ତ୍ରୀ :

    April 28, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.