ଗୁଣପୁର
ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା ଜିଲ୍ଲା ପୁରୁଣା ଗୁଣପୁର ଆଶ୍ରମ ବିଦ୍ୟାଳୟ ତୃତୀୟ ଶ୍ରେଣୀ ଛାତ୍ର ଗିରିଧର ଶବର ବିଦ୍ୟାଳୟ ର ମୁଖ୍ୟ ଫାଟକ ର ଲୁହା ରଡ ଜଙ୍ଗ ରେ ଦିନ 11 ଟା 30ରେ ଗଳି ଯାଇଥିଲା।ଖବର ପାଇ ଘଟଣା ସ୍ତାଳରେ ଅଗ୍ନିଶମ ବିଭାଗ ଡାକ୍ତର ଟିମ୍ ପହଞ୍ଚି ଉଦ୍ଧାର କରିଥିଲେ ପରେ ମେଡିକାଲ ରେ ଭର୍ତ୍ତି କରିଥିଲେ।ଏବେ ଗିରିଧର ଠିକ୍ ଥିବା ଜଣାପଡିଛି।
ସୂଚନା ଅନୁସାରେ ସ୍କୁଲ୍ ରେ ଆଜି ଗଣେଶ ପୂଜା କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଗିରି ଧର ହଠାତ୍ ସ୍କୁଲ୍ ମୁଖ୍ୟ ଫାଟକ ଉପରେ ଚଢିଥିଲା ପରେ ଲୁହା ରେଡ୍ ମଝିରେ ଜଙ୍ଗ ରହି ଥିଲା ପରେ କିଛି ପିଲା ଦେଖିବା ପରେ ସ୍କୁଲ୍ କତୃପକ୍ଷ ମେଡିକାଲ ଟିମ୍ ସହ ଅଗ୍ନିଶମ ବିଭାଗ କୁ ଡାକିଥିଲେ।ଅଗ୍ନିଶମ ବିଭାଗ ଟିମ୍ ଆସି ତାଙ୍କୁ ଉଦ୍ଧାର କରିଥିଲେ ପରେ ଗିରିଧର ଙ୍କୁ ମେଡିକାଲ ଏବେ ଚିକିତ୍ସିତ ହେଉଛନ୍ତି ଏବେ ସେ ଭଲ ଥିବା ଜଣା ପଡିଛି
ପୁରୁଣା ଗୁଣପୁର ଆଶ୍ରମ ବିଦ୍ୟାଳୟ ର ମୁଖ୍ୟ ଫାଟକ ର ଲୁହା ଜଙ୍ଘ ରେ ଗଳି ଥିବା ଛାତ୍ର ଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ,
By Charcha News











