ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ । କୁଏତର ବିଜୁଳି ଷ୍ଟେସନ ଉପରେ ଇରାନ ଜୋରଦାର ହମଲା କରିଛି। ସେଠାରେ କିଛି ଭାରତୀୟ କାମ କରୁଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ବିଦ୍ୟୁତ ଷ୍ଟେସନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।
by-SUBHASMITA-March 30, 2026,
ଭୁବେନଶ୍ଵର : March 30, 2026 :: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ । କୁଏତର ବିଜୁଳି ଷ୍ଟେସନ ଉପରେ ଇରାନ ଜୋରଦାର ହମଲା କରିଛି। ସେଠାରେ କିଛି ଭାରତୀୟ କାମ କରୁଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ବିଦ୍ୟୁତ ଷ୍ଟେସନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ମଧ୍ୟପ୍ରାଚ୍ୟରେ ସ୍ଥିତିକୁ ଆହୁରି ସଙ୍କଟ ଭିତରକୁ ଠେଲିବା ପାଇଁ ଇରାନ ଏଭଳି ଷଡ଼ଯନ୍ତ୍ର କରୁଥିବା କଥା କହିଛନ୍ତି | ଗତ ମାସେ ହେଲା ଇରାନ୍ ଏଭଳି ଆକ୍ରମଣ ଜାରି ରଖିଛି । ମାଧ୍ୟମ ମଧ୍ୟପ୍ରାଚ୍ୟରେ ଅନେକ ଭାରତୀୟ କାମ କରୁଥିବା ବେଳେ ଯୁଦ୍ଧ ସ୍ଥିତି ସେମାନଙ୍କ ଜୀବନକୁ ବିପଦରେ ପକାଇଛି ।
ଚର୍ଚ୍ଚା News












