ବଲାଙ୍ଗିର / ଦେବେନ୍ଦ୍ର ପୋଡ଼
ବଲାଙ୍ଗିର ଜିଲ୍ଲାର ଚଙ୍ଗିରିଆ ପାଟଣେଶ୍ବରୀ ମହାବିଦ୍ୟାଳୟ ଠାରେ ଗନ୍ଧମାର୍ଦ୍ଧନ ସୁରକ୍ଷା ପରିଷଦର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଆବାହକ ସୁଶୀଳ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସୁଧାକର ଦାଶ , ମୁଖ୍ୟ ବକ୍ତା ଭାବେ ବିଶ୍ଵାଳନାଥ ଦଳପତି ଓ ସାମ୍ମାନୀତ ଅତିଥି ଭାବେ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ସସ୍ମିତା ସେନ ବାରିକ ଯୋଗ ଦେଇଥିଲେ । ଏହି ଆଲୋଚନା ଚକ୍ରରେ ଗନ୍ଦମାର୍ଦ୍ଧନ ସୁରକ୍ଷା ଓ ପରିବେଶ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା । ଶେଷରେ ଛାତ୍ର ଛାତ୍ରୀମାନେ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ ।
ଗନ୍ଧମାର୍ଦ୍ଧନ ସୁରକ୍ଷା ପରିଷଦର ପ୍ରତିଷ୍ଠା ଦିବସ ପାଳିତ
By Charcha News











