ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଇଥିବା ଅତିରିକୁ ଡିସିପି ଶ୍ରୀ କୃଷ୍ଣଚନ୍ଦ୍ର ସେଠୀଙ୍କୁ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ ଆଜି ପୂର୍ବାହ୍ନ ରେ ସାକ୍ଷାତ କରିବା ସହିତ ସ୍ବାସ୍ଥ୍ୟବସ୍ଥା ବିଷୟରେ ଅବଗତ ହୋଇଛନ୍ତି।
ସେଠାରେ ଉପସ୍ଥିତ ବିଶେଷଜ୍ଞ ଡାକ୍ତରମାନଙ୍କ ସହ ଶ୍ରୀ ଖୁରାନିଆ ଆଲୋଚନା କରି ଶ୍ରୀ ସେଠୀଙ୍କ ଚିକିତ୍ସା ପ୍ରକ୍ରିୟା ଓ ସୁସ୍ଥତା ସମ୍ପର୍କରେ ଅବଗତ ହୋଇଛନ୍ତି । ଏହା ସହ ଶ୍ରୀ ସେଠୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଚର୍ଚ୍ଚା news












