Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Friday, June 12
    Facebook X (Twitter) YouTube Instagram
    Trending
    • ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ମିଳନୀ ଓ କାର୍ଯ୍ଯକର୍ତ୍ତା ନିର୍ବାଚନ
    • ସ୍ୱତନ୍ତ୍ର ସଘନ ସଂଶୋଧନ (SIR) -୨୦୨୬ ଅନ୍ତର୍ଗତ ରାୟଗଡ଼ରେ ଭୋଟର ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ
    • ଆଦର୍ଶ ବ୍ଲକ ରେ କଳା ସତ୍ୟ: ସ୍ୱାଧୀନତାର ୭୫ ବର୍ଷ ପରେ ବି ଟୋପେ ପାଣି ପାଇଁ ସଂଘର୍ଷ
    • ପରମ୍ପରା ଓ ମାନବିକତା ମଧ୍ୟରେ ଫସିଛି ଏକ ପରିବାର
    • ବାଘ ଛାଲ ଜବତ,8 ଗିରଫ୍
    • ସୌରା ଭାଷାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା: ଲାଞ୍ଜିଆ ସୌରା ଗ୍ରାମରେ ପହଞ୍ଚିଲେ ଜିଲ୍ଲା ପ୍ରଶାସନ 
    • ଡହ ଡହ ଖରାରେ ରନ୍ଧନ ଗ୍ୟାସ ପାଇଁ ଧାରଣା: ତିନି ମାସ ଧରି ଗ୍ୟାସ ବୁକିଂ କରିଥିଲେ ମଧ୍ୟ ମିଳୁନି ସିଲିଣ୍ଡର
    • ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ
    • ସୌରା ଭାଷାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା: ଲାଞ୍ଜିଆ ସୌରା ଗ୍ରାମରେ ପହଞ୍ଚିଲେ ଜିଲ୍ଲା ପ୍ରଶାସନ 
    • ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହେଲେ ସୁନୀତି
    • ମେଧାବୀ ଛାତ୍ରୀଙ୍କ ମୃତ୍ୟୁରେ ଥରିଲା ଓଡ଼ିଶା : ପ୍ରେମ, ପ୍ରତାରଣା ନା ଷଡ଼ଯନ୍ତ୍ର ? ଉତ୍ତର ଖୋଜୁଛି ପୋଲିସ
    • ବିଶ୍ୱ ପରିବେଶ ଦିବସ ଅବସରରେ ଗୁଣପୁର ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ
    • କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ର ଗୁଣପୁର,ପଦ୍ମପୁର ଓ ମୁନିଗୁଡ଼ା ଠାରେ ATM ଶୁଭ ଉଦଘାଟନ
    • ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଅନ୍ୟାନ୍ୟ»ବାଘ ଛାଲ ଜବତ,8 ଗିରଫ୍

    ବାଘ ଛାଲ ଜବତ,8 ଗିରଫ୍

    By Charcha NewsJune 7, 2026
    Share
    Facebook Twitter Email WhatsApp


    ରାୟଗଡା/ ରବିନ୍ଦ୍ର ନାଥ ମହାପାତ୍ର :-ବାଘ ଛାଲ ଡିଲ୍ ବେଳେ ମାଡି ବସିଲା ବନ ବିଭାଗ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳ ଅଧିନରେ ଥିବା ରିବଲକଣାରେ ବନ ବିଭାଗ ପକ୍ଷରୁ ଏପରି ଚଢାଉ କରାଯାଇଛି । ଗୋଟିଏ ଚିତା ବାଘ ଛାଲକୁ ଏକ ଘରେ ମୁଲଚାଲ କରୁଥିବା ବେଳେ ବନ ବିଭାଗର ରେଞ୍ଜରଙ୍କ ସଚ୍ଚିଦାନନ୍ଦ ପରିଡା ଓ ଫରେଷ୍ଟର ଶିବପ୍ରସାଦ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ମାଡି ବସିଛି । ଏହି ଘଟଣାରେ ପୁଲିସ କଳାହାଣ୍ଡି ଜିଲ୍ଲାର 3 ଜଣ ଓ ରାୟଗଡା ଜିଲ୍ଲାର 5 ଜଣଙ୍କୁ ଗିରଫ୍ କରିବା ସହ ତିନୋଟି ବାଇକ୍ ଓ ମୋବାଇଲ୍ ଜବତ କରିଛି । ଗିରଫ୍ ହୋଇଥିବା ଅଭିଯୁକ୍ତ ମାନେ ହେଲେ ମୁଲୁଗା ମାଝୀ,ଭରତ ନାଚିକା,ଇଜିରାଓ ବାବୁ,ସୀମାଞ୍ଚଳ ତାଡିଙ୍ଗି,କୌଳାସ ଜାନୀ,ପ୍ରଶାନ୍ତ କାଡ୍ରାକା,ଧରମା ପାଲିକା ଓ ଯିତେନ୍ଦ୍ର ବେନିଆ ବୋଲି ସୂଚନା ମିଳୁଛି । ଗିରଫ୍ ହୋଇଥିବା ଏହି ଅଭିଯୁକ୍ତ ମାନେ ବାଘ ଛାଲକୁ କମ୍ ଦାମରେ କିଣି ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଯୋଜନା କରୁଥିଲେ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । କୌଣସି ସୂତ୍ରରୁ ଖବର ପାଇଁ ଆଜି ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ବେଲକଣା ଗ୍ରାମରେ ଥିବା ଏକ ଘରେ ଚଢାଉ କରିଥିଲା । ଗିରଫ୍ ଅଭିଯୁକ୍ତ ମାନଙ୍କୁ ଆଜି ଅଧିକ ପଚରାଉଚରା କରାଯିବା ପରେ କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଇଛି ।

    Share. Facebook Twitter WhatsApp

    Related Posts

    ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ମିଳନୀ ଓ କାର୍ଯ୍ଯକର୍ତ୍ତା ନିର୍ବାଚନ

    June 8, 2026 ଅନ୍ୟାନ୍ୟ

    ସ୍ୱତନ୍ତ୍ର ସଘନ ସଂଶୋଧନ (SIR) -୨୦୨୬ ଅନ୍ତର୍ଗତ ରାୟଗଡ଼ରେ ଭୋଟର ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

    June 7, 2026 ଅନ୍ୟାନ୍ୟ

    ଆଦର୍ଶ ବ୍ଲକ ରେ କଳା ସତ୍ୟ: ସ୍ୱାଧୀନତାର ୭୫ ବର୍ଷ ପରେ ବି ଟୋପେ ପାଣି ପାଇଁ ସଂଘର୍ଷ

    June 7, 2026 ଅନ୍ୟାନ୍ୟ

    ପରମ୍ପରା ଓ ମାନବିକତା ମଧ୍ୟରେ ଫସିଛି ଏକ ପରିବାର

    June 7, 2026 ଅନ୍ୟାନ୍ୟ

    ବିଶ୍ୱ ପରିବେଶ ଦିବସ ଅବସରରେ ଗୁଣପୁର ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ

    June 5, 2026 ଅନ୍ୟାନ୍ୟ

    କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ର ଗୁଣପୁର,ପଦ୍ମପୁର ଓ ମୁନିଗୁଡ଼ା ଠାରେ ATM ଶୁଭ ଉଦଘାଟନ

    June 5, 2026 ଅନ୍ୟାନ୍ୟ

    ଗର୍ଲଫ୍ରେଣ୍ଡ ପାଇଁ ମୋବାଇଲ ଲୁଟ୍‌ ! ୪ ନାବାଳକ ଅଟକ ::

    June 2, 2026 ଅନ୍ୟାନ୍ୟ

    ଭାଲୁ_ଭୟରେ_ରାତି_ଉଜାଗର_ଗାଁ

    June 2, 2026 ଅନ୍ୟାନ୍ୟ

    ଘର_ଖାଲି_ଦେଖି_କଳାକନା ବୁଲାଇଲେ ଚୋର

    May 27, 2026 ଅନ୍ୟାନ୍ୟ

    ଅଜଣା ଗାଡ଼ି ଧକ୍କାରେ ହରିଣ ଗୁରୁତର ଆହତ

    May 19, 2026 ଅନ୍ୟାନ୍ୟ

    ଉଦଳା ଡାକ୍ତରଖାନାରେ ଅନ୍ଧାର: ରୋଗୀ ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ :

    May 6, 2026 ଅନ୍ୟାନ୍ୟ

    ମହାନଦୀ ଜଳ ବିବାଦ ମାମଲା ; ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି

    May 2, 2026 ଅନ୍ୟାନ୍ୟ
    Watch YouTube

    You May Like

    ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ମିଳନୀ ଓ କାର୍ଯ୍ଯକର୍ତ୍ତା ନିର୍ବାଚନ

    June 8, 2026

    ସ୍ୱତନ୍ତ୍ର ସଘନ ସଂଶୋଧନ (SIR) -୨୦୨୬ ଅନ୍ତର୍ଗତ ରାୟଗଡ଼ରେ ଭୋଟର ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

    June 7, 2026

    ଆଦର୍ଶ ବ୍ଲକ ରେ କଳା ସତ୍ୟ: ସ୍ୱାଧୀନତାର ୭୫ ବର୍ଷ ପରେ ବି ଟୋପେ ପାଣି ପାଇଁ ସଂଘର୍ଷ

    June 7, 2026

    ପରମ୍ପରା ଓ ମାନବିକତା ମଧ୍ୟରେ ଫସିଛି ଏକ ପରିବାର

    June 7, 2026

    ବାଘ ଛାଲ ଜବତ,8 ଗିରଫ୍

    June 7, 2026

    ସୌରା ଭାଷାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା: ଲାଞ୍ଜିଆ ସୌରା ଗ୍ରାମରେ ପହଞ୍ଚିଲେ ଜିଲ୍ଲା ପ୍ରଶାସନ 

    June 7, 2026

    ଡହ ଡହ ଖରାରେ ରନ୍ଧନ ଗ୍ୟାସ ପାଇଁ ଧାରଣା: ତିନି ମାସ ଧରି ଗ୍ୟାସ ବୁକିଂ କରିଥିଲେ ମଧ୍ୟ ମିଳୁନି ସିଲିଣ୍ଡର

    June 7, 2026

    ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ

    June 7, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.