Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Friday, June 5
    Facebook X (Twitter) YouTube Instagram
    Trending
    • ବିଶ୍ୱ ପରିବେଶ ଦିବସ ଅବସରରେ ଗୁଣପୁର ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ
    • କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ର ଗୁଣପୁର,ପଦ୍ମପୁର ଓ ମୁନିଗୁଡ଼ା ଠାରେ ATM ଶୁଭ ଉଦଘାଟନ
    • ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି
    • ପୁଣିଥରେ ସାରା ବିଶ୍ୱ ସାମ୍ନାରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା
    • ଆଜିର ରାଶିଫଳ
    • ଦିଲ୍ଲୀ ରେଷ୍ଟୁରାଣ୍ଟରେ ବଡ଼ଧରଣର ଅଗ୍ନିକାଣ୍ଡ : ୨୧ ଜୀବନ୍ତ ଦଗ୍ଧ :
    • ନିଟ୍ ବିବାଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
    • ହାତୀକୁଟରେ ବିଦ୍ୟୁତ ଆଘାତରେ ଜଣଙ୍କ ମୃତ୍ୟୁ ::
    • ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି :ରାୟଗଡ଼ରେ ନବନିଯୁକ୍ତ ୨୨ ଜଣ ଶିକ୍ଷକଙ୍କୁ ପଦସ୍ଥାପନ ପତ୍ର ପ୍ରଦାନ ::
    • ରାୟଗଡ଼ରେ ନବନିଯୁକ୍ତ ୨୨ ଜଣ ଶିକ୍ଷକଙ୍କୁ ପଦସ୍ଥାପନ ପତ୍ର ପ୍ରଦାନ ::
    • ମୌସୁମୀ ଆଗମନରେ ବିଳମ୍ବ : ଦେଶର ପାଗରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।
    • ଉପସାଗରରେ ବଡ଼ ବିସ୍ଫୋରଣ , ମାଲବାହୀ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ
    • ଗର୍ଲଫ୍ରେଣ୍ଡ ପାଇଁ ମୋବାଇଲ ଲୁଟ୍‌ ! ୪ ନାବାଳକ ଅଟକ ::
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଅନ୍ୟାନ୍ୟ»ବିଶ୍ୱ ପରିବେଶ ଦିବସ ଅବସରରେ ଗୁଣପୁର ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ

    ବିଶ୍ୱ ପରିବେଶ ଦିବସ ଅବସରରେ ଗୁଣପୁର ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ

    By Charcha NewsJune 5, 2026
    filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 55;
    Share
    Facebook Twitter Email WhatsApp


    ରାୟଗଡ଼ା / ରବୀନ୍ଦ୍ର ନାଥ ମହାପାତ୍ର:- ବିଶ୍ୱ ପରିବେଶ ଦିବସ ଜୁନ୍ ୫ତାରିଖ ରେ ପାଳନ କରାଯାଏ। ଏହି ଅବସରରେ ରାୟଗଡ଼ା ଜିଲ୍ଲା ଗୁଣପୁର ବନ ବିଭାଗ ତରଫରୁ ପରିବେଶ ସମ୍ପର୍କିତ ସଚେତନତା ଶୋଭାଯାତ୍ରା ସହ ପଥ ପ୍ରାନ୍ତ ନାଟକ ଓ ନୃତ୍ୟ ମଧ୍ୟରେ ଲୋକଙ୍କୁ ପରିବେଶ କୁ ନେଇ ସଚେତନତା କରାଯାଇଥିଲା।ଗୁଣପୁର ରେଞ୍ଜର ଗଙ୍ଗା ଧର ମିଶ୍ର ଙ୍କ ନେତୃତ୍ୱରେ ଏହି ସଚେତନତା ସଭା ରେ ମୁଖ୍ୟ ଅତିଥି ଭାବରେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଯୋଗ ଦେଇଥିଲେ।୩୨୬ ନମ୍ୱର୍ ଜାତୀୟ ରାଜା ପଥ ଗୁମୁଡା ଛକ ରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରା ସହ ଲୋକଙ୍କୁ ସଚେତନତା କରାଯାଇଥିଲା।ପରିବେଶ ବଞ୍ଚିଲେ ଆମେ ବଞ୍ଚିବା।ଏଥିପାଇଁ ପୃଥିବୀ କୁ ବଞ୍ଚାଇବା।ଆମେ ସମସ୍ତେ ଏକ ହୋଇ ପରିବେଶ କୁ ସୁରକ୍ଷା ଦେବା।ବର୍ତ୍ତମାନ ସମୟରେ ବ୍ୟାପକ ଗଛକଟା,ପ୍ରଦୂଷଣ,ଜଳ ସଙ୍କଟ,ବିଶ୍ୱ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି।ଏଥିପାଇଁ ଆଗାମୀ ପିଢ଼ି ପାଇଁ ଆମେ ଆମ ପରିବେଶ କୁ ସୁରକ୍ଷା ଦେବା ସହ ବ୍ୟାପକ ଗଛ ଲଗାଇବା ବୋଲି ରେଞ୍ଜର ଗଙ୍ଗା ଧର ମିଶ୍ର କହିଥିଲେ।ସେହିପରି ବିଧାୟକ ମଧ୍ୟ ସମସ୍ତ ଙ୍କୁ ଗଛ ଲଗାଇବା ସକାଶେ କହିଥିଲେ।ଏହି ବାଇକ୍ ଶୋଭାଯାତ୍ରା ପଦ୍ମପୁର ବ୍ଲକ ,ଥାନା ଓ ତହସିଲ ନିକଟ କୁ ଯାଇ ବ୍ୟାପକ ଭାବେ ସଚେତନତା କରିଥିଲା।ଏହି ଅବସରରେ ପଦ୍ମପୁର ପୋଲିସ ଷ୍ଟେସନ୍ ପରିସରରେ ଗଛ ଲଗାଯାଇଥିଲା।ଏହି ସମୟରେ ସ୍ଥାନୀୟ ବିଡିଓ,ତହସିଲଦାର,ଥାନା ଅଧିକାରୀ ଙ୍କ ସହ ଅନେକ ମାନ୍ୟ ଗନ୍ୟ ବ୍ୟକ୍ତି ଙ୍କ ସହ ଗୁଣପୁର ରେଞ୍ଜ ର ସମସ୍ତ ବନ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।ଗୁଣପୁର ରେଞ୍ଜର ଙ୍କ ସାର୍ ଫରେଷ୍ଟର ଓ ଗାର୍ଡ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଲୋକଙ୍କୁ ସଚେତନତା କରିଥିଲେ ।ପରେ ଏହି ଶୋଭାଯାତ୍ରା ଲିକିଟିପଦର ପର୍ଯ୍ୟନ୍ତ ଯାଇ ଗାଁ ଗାଁରେ ସଚେତନତା କରିଥିଲେ।

    Share. Facebook Twitter WhatsApp

    Related Posts

    କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ର ଗୁଣପୁର,ପଦ୍ମପୁର ଓ ମୁନିଗୁଡ଼ା ଠାରେ ATM ଶୁଭ ଉଦଘାଟନ

    June 5, 2026 ଅନ୍ୟାନ୍ୟ

    ଗର୍ଲଫ୍ରେଣ୍ଡ ପାଇଁ ମୋବାଇଲ ଲୁଟ୍‌ ! ୪ ନାବାଳକ ଅଟକ ::

    June 2, 2026 ଅନ୍ୟାନ୍ୟ

    ଭାଲୁ_ଭୟରେ_ରାତି_ଉଜାଗର_ଗାଁ

    June 2, 2026 ଅନ୍ୟାନ୍ୟ

    ଘର_ଖାଲି_ଦେଖି_କଳାକନା ବୁଲାଇଲେ ଚୋର

    May 27, 2026 ଅନ୍ୟାନ୍ୟ

    ଅଜଣା ଗାଡ଼ି ଧକ୍କାରେ ହରିଣ ଗୁରୁତର ଆହତ

    May 19, 2026 ଅନ୍ୟାନ୍ୟ

    ଉଦଳା ଡାକ୍ତରଖାନାରେ ଅନ୍ଧାର: ରୋଗୀ ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ :

    May 6, 2026 ଅନ୍ୟାନ୍ୟ

    ମହାନଦୀ ଜଳ ବିବାଦ ମାମଲା ; ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି

    May 2, 2026 ଅନ୍ୟାନ୍ୟ

    କଟକର ମାଲଗୋଦାମ ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ଆକ୍ରମଣ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ::

    March 31, 2026 ଅନ୍ୟାନ୍ୟ

    ଛେଳି ଚୋରୀ କରିବାକୁ ଆସି ବାଇକ୍ ଛାଡି ଫେରାର ଦୁର୍ବୁତ୍ତ ::

    March 31, 2026 ଅନ୍ୟାନ୍ୟ

    ବିଏମ୍ ସିର ସ୍ୱଚ୍ଛ ସର୍ବେ କ୍ଷଣରେ ଯୋଡିହେଲା ଆଉ ଏକ ଫର୍ଦ୍ଦ ::

    March 31, 2026 ଅନ୍ୟାନ୍ୟ

    ଏସ.ସି.ବି. ମେଡିକାଲ ଅଗ୍ନିକାଣ୍ଡରେ ଆହତ ହୋଇଥିବା ଲୋକଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ବୁଝିଲେ ::

    March 28, 2026 ଅନ୍ୟାନ୍ୟ

    ଲୋକ କଳା, ଲୋକ ସଂସ୍କୃତିର ମହାକୁମ୍ଭ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬

    January 15, 2026 ଅନ୍ୟାନ୍ୟ
    Watch YouTube

    You May Like

    ବିଶ୍ୱ ପରିବେଶ ଦିବସ ଅବସରରେ ଗୁଣପୁର ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ

    June 5, 2026

    କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ର ଗୁଣପୁର,ପଦ୍ମପୁର ଓ ମୁନିଗୁଡ଼ା ଠାରେ ATM ଶୁଭ ଉଦଘାଟନ

    June 5, 2026

    ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି

    June 5, 2026

    ପୁଣିଥରେ ସାରା ବିଶ୍ୱ ସାମ୍ନାରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା

    June 5, 2026

    June 4, 2026

    ଆଜିର ରାଶିଫଳ

    June 4, 2026

    ଦିଲ୍ଲୀ ରେଷ୍ଟୁରାଣ୍ଟରେ ବଡ଼ଧରଣର ଅଗ୍ନିକାଣ୍ଡ : ୨୧ ଜୀବନ୍ତ ଦଗ୍ଧ :

    June 3, 2026

    ନିଟ୍ ବିବାଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

    June 3, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.