ସାମ୍ବାଦିକ ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଗୁଣପୁର ସହର ର କପିଳପୁର ଅଞ୍ଚଳ ରେ ଚାଲିଥିବା ବେଆଇନ୍ କ୍ଲିନିକ୍ କୁ ସିଲ୍ କଲା ଜିଲ୍ଲା ପ୍ରଶାସନ
। ଜିଲ୍ଲା ଚିକିତ୍ସା ଅଧିକାରୀ ବି. ସରୋଜିନୀ ଦେବୀ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ମମତା ସାହୁ ଗୁଣପୁର ଏସ ଡି ପି ଓ ବାବୁଲି ନାୟକ ,ପଦ୍ମପୁର ତହସିଲଦାର୍ ଶଙ୍କର ବାଗ ଙ୍କ ନେତୃତ୍ବ ରେ ଆଜି ସକାଳୁ ୧୧ ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିଥିଲା।ବହୁ ଗୁରୁତ୍ଵ ପୂର୍ଣ୍ଣ କାଗଜ ପତ୍ର ଜବତ କରିଛି।ତେବେ ସରକାରୀ ନିୟମ ଅନୁସାରେ ଏହି ଚିକିତ୍ସାଳୟ ର ପଞ୍ଜିକରଣ ନଥିବା ଅଭିଯୋଗ ହୋଇଥିଲା।ବେଆଇନ ଭାବରେ ଦୀର୍ଘ ବର୍ଷ ହେଲା କିପରି ଚାଲିଥିଲା ଏହି ଲକ୍ଷ୍ମଣ ଲାବଣ୍ୟ ଚିକିତ୍ସାଳୟ ଏବଂ ଗଭେଶଣା କେନ୍ଦ୍ର ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ବୋଲି ସିଡିଏମ୍ଓ ସୂଚନା ଦେଇଛନ୍ତି ।
ଆଉ ସିଲ୍ ମଧ୍ୟ କରିଛନ୍ତି।ଏହି ଚଢାଉ ସମୟ ରେ ଗୁଣପୁର ପୋଲିସ ଅଗ୍ନିଶମ ବିଭାଗ ମଧ୍ୟ ଉପସ୍ଥିତ ରହିଥିଲା ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ବେଆଇନ ଭାବରେ ଚାଲିଥିବା ଗୁଣପୁର ଲକ୍ଷ୍ମଣ ଲାବଣ୍ୟ ମାତୃ ଚିକିତ୍ସାଳୟ ଏବଂ ଗବେଷଣା କେନ୍ଦ୍ର କୁ ସିଲ୍ କଲା ପ୍ରସାଶନ।ଖାଲି ସିଲ୍ କଲେ କାଗଜ ପତ୍ର ଦେଖିଲେ ଯାଞ୍ଚ ପରେ ପୁରା ଚିକିତ୍ସାଳୟ କୁ ଜଉ ମୁଦା ମାରି ସିଲ୍ କରିଦେଲେ।କିନ୍ତୁ ଆଉ କିଛି ଯାଞ୍ଚ କଲେ ନାହିଁ ।ତାହା ଏବେ ସାଧାରଣ ପ୍ରଶ୍ନବାଚୀ ହେଉଛି। ଯେତେ ବେଳେ ଗୁଣପୁର ଉପଖଣ୍ଡ ମେଡ଼ିକାଲରେ ନିଜେ ଇନଚାର୍ଜ ରେ ଥିଲେ ଡାକ୍ତର ପ୍ରଦୀପ କୁମାର ପଣ୍ଡା।ଥିବା ସମୟ ରେ ନିଜ କ୍ଲିନିକ୍ ରେ ଜନ୍ମ ହୋଇଥିବା ଶିଶୁ ଗୁଣପୁର ସରକାରି ମେଡିକାଲ ରେ ଚିକିତ୍ସିତ ହେବା ଦର୍ଶାଇ ବାର୍ଥ୍ ସର୍ଟିଫିପେକ୍ଟ ମଧ୍ୟ ନିଜେ ସାଇନ୍ କରି ସହ ଅନେକ ବେଆଇନ କାର୍ଯ୍ୟ ମଧ୍ୟ ହୋଇଥିବା ଜଣାପଡିଛି।
ଏହି ଲକ୍ଷ୍ମଣ ଲାବଣ୍ୟ ମେଡିକାଲ ୨ ମାସ ଆଗର ଥିବା କମ୍ପ୍ୟୁଟର ହାର୍ଡଡିସ୍କ କ୍ୟାମେରା ରେକର୍ଡ ଆଉ କିଛି ଦେଖିଲେ ନାହିଁ ଜିଲ୍ଲା ଚିକିତ୍ସା ଅଧିକାରୀ।ଯଦି କମ୍ପ୍ୟୁଟର ଦେଖିଥାନ୍ତେ କେତେ ଜଣ ଗର୍ଭବତୀ ମା ଆସିଥିଲେ।ଆଉ କେତେ ଜଣ ପ୍ରସୂତି ହେଇଥିବା ପୁରା ସ୍ବଷ୍ଠ ଭାବରେ ଜାଣି ପାରିଥାନ୍ତେ।ଆଉ ଥିବା ମେସିନ୍ କିପରି ସିପ୍ଟ ହୋଇଗଲା ତାହା ବି ସ୍ଵଷ୍ଟ ହୋଇ ଯାଆନ୍ତା।କୁଆଡେ ଆଗରୁ ଖବର ପାଇଗଲେ ବେଆଇନ ଚାଲିଥିବା କ୍ଲିନିକ୍ କର୍ତୁପକ୍ଷ । ସେ କେମିତି ଜାଣିଲେ ।
ମଧ୍ୟ ଜଣା ପଡି ଯାଇଥାନ୍ତା।ହସ୍ପିଟାଲ ରେ ଥିବା ମେସିନ୍ ଗୁଡାକ ଚଢାଉ କରିବା ବେଳେ କିଛି ନଥିଲା ଖାଲି ବେଡ ରହିଥିବା ଦେଖିବାକୁ ମିଳିଥିଲା ବୋଲି କହିଦେଲେ ଜିଲ୍ଲା ଚିକିତ୍ସା ଅଧିକାରୀ ।ଏ ସଂପର୍କ ରେ ଜିଲ୍ଲା ଚିକିତ୍ସାଧିକାରୀ ଙ୍କୁ କମ୍ପ୍ୟୁଟର କ୍ୟାମେରା ସମ୍ପର୍କରେ ପଚାରିବାରୁ ଖାଲି ସିଲ୍ ହୋଇଗଲା ବୋଲି କହିଦେଲେ। ଆଉ ସେ ଏହାର ଉତ୍ତର ନ ଦେଇ ନିଜ ସରକାରୀ ଗାଡ଼ିରେ ବସି ରାୟଗଡ଼ା ଚାଲିଯାଇଥିଲେ। ସେପଟେ ବେଆଇନ୍ ଭାବେ ଚାଲିଥିବା କ୍ଲିନିକ୍ ସିଲ୍ କରିବା ସମୟ ରେ ଡାକ୍ତର ପଣ୍ଡା ସାମ୍ବାଦିକ ମାନଙ୍କ ଫୋଟ ନିଜ କ୍ୟାମେରା ରେକର୍ଡ କରିବା ହାସ୍ୟାସ୍ପଦ କଥ











