ତୁରେକେଲା ନିକଟରେ ଚଳନ୍ତା ଟ୍ରେନରୁ ଖସିଲେ ଯୁବକ l
Anchor – ତୁରେକେଲାଠାରୁ ପ୍ରାୟ ୫ କିଲୋମିଟର ଆଗରେ ଚଳନ୍ତା ଟ୍ରେନରୁ ଜଣେ ପ୍ରାୟ ୩୦ ବର୍ଷୀୟ ବ୍ୟକ୍ତି ଖସିପଡ଼ିଥିବା ସୂଚନା।
ତୁରେକେଲା – ହରିଶଙ୍କର ରୋଡ ରେଳପଥରେ ଘଟିଛି ଘଟଣା। ବ୍ୟକ୍ତି ଜଣକ କେଉଁ ପରିସ୍ଥିତିରେ ଟ୍ରେନରୁ ଖସିଲେ, ତାହା ଅସ୍ପଷ୍ଟ। ତାଙ୍କ ପରିଚୟ ଓ ସ୍ଥିତି ଜଣାପଡ଼ିନାହିଁ। ଘଟଣାକୁ ନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଉଛି ।
ବଲାଙ୍ଗିର ରୁ ଦେବେନ୍ଦ୍ର ପୋଡ଼











