Share Facebook Twitter Email WhatsApp ଅନଲାଇନରେ ଚାଲାଣ ପୈଠ ପାଇଁ କେବଳ ପରିବହନ ବିଭାଗର ଓ୍ୱେବସାଇଟ ବ୍ୟବହାର କରନ୍ତୁ: https://echallan.parivahan.gov.in #OTS#Echallan#Odisha#Transport @MORTHIndia @CTOdisha
ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଦେଶର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଉମରକୋଟ ପୋଲିସ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଯାଇଛି ‘ରନ୍ ଫର୍ ୟୁନିଟି’ ବା ଏକତା ପାଇଁ ଦୌଡ଼। ଏହି ଦୌଡ଼ରେ ସ୍ଥାନୀୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୁରୁକୃପା ଏବଂ ଏସ. ଏ. ଏସ ବାଲ ମନ୍ଦିରର ଶତାଧିକ ଛାତ୍ରଛାତ୍ରୀ ଅତ୍ୟନ୍ତ ଉତ୍ସାହର ସହ ଭାଗ ନେଇଥିଲେ। ସେହିପରି ଏମ.ପି.ଏସ ଏକାଡେମୀର ଉଦୀୟମାନ କ୍ରୀଡ଼ାବିତମାନେ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇ ନିଜର ଦେଶପ୍ରେମ ଓ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି।October 31, 2026 ଆଜିର ଖବର
ସିଜେପି ଆନ୍ଦୋଳନ ପୂର୍ବରୁ ଟ୍ରେନ୍ ବାତିଲ୍ ଖବର! ଡରିଗଲେ କି ସରକାର, ନା ସୁରକ୍ଷା ପାଇଁ ବଡ଼ ପଦକ୍ଷେପ?October 9, 2026 ଆଜିର ଖବର
ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ-୨୦୨୭ ପାଇଁ ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଆଲୋଚନା ।October 7, 2026 ଆଜିର ଖବର