ସମସ୍ତଙ୍କୁ ମୋର ନମସ୍କାର
ଭୁବନେଶ୍ଵର : DT-4.4.2024 ::ଆସନ୍ତାକାଲି ୬୯ ତମ ଜାତୀୟ ବିଦ୍ୟାଳୟ ସମୂହ (SGFI) ୧୭ ବର୍ଷ ଓ ୧୪ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ଖେଳାଳୀଙ୍କୁ ନେଇ ଜାତୀୟ ବିଦ୍ୟାଳୟସ୍ତରୀୟ ରଗବୀ ଚାମ୍ପିଅନସିପ ଓଡ଼ିଶାରେ ଆୟୋଜିତ ହେଉଛି । ଏହାର ଉଦଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବେ । ତେଣୁ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଆମ ସହ ସାମିଲ୍ ହୋଇ ଏହାର ପ୍ରଚାରପ୍ରସାରରେ ଆମକୁ ସହଯୋଗ କରିବାକୁ ନିବେଦନ ।
ସ୍ଥାନ: କଳିଙ୍ଗ ଷ୍ଟାଡିୟମ୍ ଆଉଟଡୋର ଆଥଲେଟିକ୍ ଗ୍ରାଉଣ୍ଡ
ତାରିଖ: ୦୬/୦୪/୨୦୨୬
ସମୟ: ସକାଳ ୯ ଘଟିକା
ଚର୍ଚ୍ଚା news












