ବଲାଙ୍ଗୀର: କ୍ରିମିନାଲ୍ କୋର୍ଟ ବାର ଆସୋସିଏସନ୍ସ ପାଟଣାଗଡ଼ର ୭୯ତମ ସ୍ୱଧୀନତା ଦିବସରେ ଉପ ସଭାପତି ସୁବାସ ଚନ୍ଦ୍ର ଆଚାର୍ଯ୍ୟ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ପାଦକ ବlସୁ ପାଢି, ବରିଷ୍ଠ ଆଇନଜୀବୀ ବିପିନ ପାଣିଗ୍ରାହୀ, ସୁରେଶ ନlୟକ ,ଦାମୋଦର ଚନ୍ଦନ, ବାଳକୃଷ୍ଣ ମିଶ୍ର, ରମେଶ ଜୈନ, ରାଜେଶ ପୁରୋହିତ, କିଶୋର ସାହୁ ,ଦୁର୍ଯ୍ଯୋଧନ ମେହେର, ଚିନ୍ତା ମାନି ରାଉତ, ପ୍ରଦୀପ ମେହେର, ସୁସ୍ମିତ ମିଶ୍ର ଆଦି ଅନେକ ସଦସ୍ୟ ଉପସ୍ଥିତ ଥିଲେ
୭୯ ତମ ସ୍ୱଧୀନତା ଦିବସରେ ପତାକା ଉତ୍ତୋଳନ କଲେ ସୁବାସ ଚନ୍ଦ୍ର ଆଚାର୍ଯ୍ୟ
By Charcha News











