ସମ୍ବାଦିକ ଦେବେନ୍ଦ୍ର ପୋଡ଼
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାର କୁଶଙ୍ଗ ଠାରେ ଚାଲିଥିବା ଫୁଟବଲ ଟୁଷ୍ଟା୍ମେଚ ଦୁଇଦିନ ଧରି ଚାଲିଥିଲା । ଏଥିରେ ୮ଟିଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ୍ ସରଗାଡ଼ ଓ କୁଶଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କୁଶଙ୍ଗ ଦଳ ସରଗାଡ଼କୁ ୩.୦ ଗୋଲରେ ପରାସ୍ତ କରି ଚମ୍ପିଆନ ହୋଇଥିଲା । ମୁଖ୍ୟ ଅତିଥି ଭାବେ ସୁରେଶ ମହାଲିଙ୍ଗ ଓ ସମ୍ମାନ୍ନିତ ଅତିଥି ଭାବେ ଯଦୁମଣି ପଧାନ ଉପସ୍ଥିତ ରହି ଚମ୍ପିଥାନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ
କୁଶଙ୍ଗ ଠାରେ ଚାଲିଥିବା ଫୁଟବଲ ମ୍ୟାଚ୍ ରେ କୁଶଙ୍ଗ ଚମ୍ପିଆନ
By Charcha News









