କାଳ ହେଲା ସେଲ୍ଫି । ଟ୍ରେନ ଉପରେ ଚଢ଼ି ସେଲଫି ନେଉଥିବାବେଳେ ଜଣେ ଯୁବକ ଜଳିଯାଇଛନ୍ତି । ଭୁବନେଶ୍ବର ମଞ୍ଚେଶ୍ୱର ରେଳ ଷ୍ଟେସନରେ ଘଟିଛି ଅଘଟଣ । ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଯାଇଛନ୍ତି ଯୁବକ ଜଣକ । ଗୁରୁତର ଯୁବକଙ୍କ ଘର ଗୁଜରାଟରେ ।
କାଳ ହେଲା ସେଲ୍ଫି । ଟ୍ରେନ ଉପରେ ଚଢ଼ି ସେଲଫି ନେଉଥିବାବେଳେ ଜଣେ ଯୁବକ ଜଳିଯାଇଛନ୍ତି । ଭୁବନେଶ୍ବର ମଞ୍ଚେଶ୍ୱର ରେଳ ଷ୍ଟେସନରେ ଘଟିଛି ଅଘଟଣ । ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଯାଇଛନ୍ତି ଯୁବକ ଜଣକ । ଗୁରୁତର ଯୁବକଙ୍କ ଘର ଗୁଜରାଟରେ ।ସେ ଭୁବନେଶ୍ବରରେ ରହି ଡିପ୍ଲୋମା କରୁଥିଲେ । ଖରା ଛୁଟି ପରେ ଗାଁକୁ ଯାଉଥିଲେ । ତେବେ ସେଲଫି ନେଲାବେଳେ, ୩୩ କେଭି ବିଦ୍ୟୁତ ଯୋଗୁଁ ତାଙ୍କ ହାତ ଓ ମୁଣ୍ଡ ଜଳିଯାଇଛି । ସଙ୍କଟାପନ୍ନ ଅବସ୍ଥାରେ ଯୁବକଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଚର୍ଚ୍ଚା news












