ବଲାଙ୍ଗୀର ରୁ ଦେବେନ୍ଦ୍ର ପୋଡ଼
ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ବ୍ଳକର ପ୍ରାଥମିକ ଶିକ୍ଷକ ସଂଘର କ୍ରମକର୍ତ୍ତା ନିର୍ବା ବାଚନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସାରକାରୀ ବାଳିକା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି ଭାବରେ ରାଜେଶ କୁମାର ସାହୁ , ଉପସଭାପତି ମିତ୍ରଭାନୁ ମାଝି ଓ କଳ୍ପନା ନାଗ ସାଧାରଣ ସମ୍ପାଦକ ଦେବକାନ୍ତ ମେହେର | ଯୁଗ୍ମ ସମ୍ପାଦକ ବୁଦ୍ଧଦେବ ମେହେର ଓ ପ୍ରମୋଦିନୀ ସୁନା । କୋଷା ଦକ୍ଷ ବାସୁଦେବ ଦାସ ଏହି ନୂତନ କାର୍ଯ୍ୟ ନିର୍ବାହୀ ସଭ୍ୟମାନେ ଆଗାମୀ ଦିନରେ ଶିକ୍ଷକମାନଙ୍କ ହିତ ଓ ସଂଘର ଉନ୍ନତି ପାଇଁ କାମ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।












