Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Sunday, April 26
    Facebook X (Twitter) YouTube Instagram
    Trending
    • ଆଜି ବି କଲବଲ କରୁଛି ତାତି, ଦିନ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୦ଡିଗ୍ରି ତାପମାତ୍ରା ରେକର୍ଡ :
    • ଭାରତର ବିକାଶ ପାଇଁ ସୌର ଓ ପବନ ଶକ୍ତି ଅତ୍ୟନ୍ତ ଜରୁରୀ: ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ :
    • ମଧୁପାଟଣାରେ ଟ୍ରକ୍ ଦୁର୍ଘଟଣା: ଗଛ ଭାଙ୍ଗି ରାସ୍ତା ଅବରୋଧ, ଯାତାୟାତ ବାଧାଗ୍ରସ୍ତ :
    • ତ୍ରିବେଣୀର ଛାତ୍ରଙ୍କର JEE Mainରେ ବଡ ସଫଳତା :
    • ଅବୈଧ ଖଣିଜ ପଦାର୍ଥ ଉତ୍ତଳୋନ ରୋକିବା ପାଇଁ ଉପଜିଲ୍ଲାପାଳ, ରାୟଗଡ଼ଙ୍କ ନେତୃତ୍ୱରେ ଅଚାନକ ଚଢ଼ାଉ l
    • କୁକୁର ନୁହେଁ, ଏକ ଦେବଦୂତ: ‘କାଳି’ର ବଳିଦାନରେ ଇତିହାସ ଲେଖିଲା ମୟୂରଭଞ୍ଜ :
    • ଜାଣନ୍ତୁ ଏ ସପ୍ତାହର ରାଶିଫଳ :
    • ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରିକୁ ନା! ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ :
    • ମହାନଦୀ ଜଳବିବାଦ ମାମଲା ; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
    • ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ବିଶ୍ବ ବୌଦ୍ଧିକ ସମ୍ପତି ଦିବସ ପାଳିତ
    • OCAC ଟେଣ୍ଡର ଅନିୟମିତତା ନେଇ ପୁଣି ତୀବ୍ର ହେଲା ରାଜନୀତି, IT ମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ ::
    • ବ୍ରହ୍ମପୁର ସୁଧୀର ପାତ୍ର ହତ୍ୟା ମାମଲା : ଆଜି ୫ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇପାରେ ପୁଲିସ୍
    • ଭୁବନେଶ୍ବର:୯୦% ସରକାରୀ ହସ୍ପିଟାଲରେ ନାହିଁ ଫାୟାର ସେଫ୍ଟି ସର୍ଟିଫିକେଟ୍‌ SCB ଘଟଣା ପରେ ବଢ଼ିଲା ଚିନ୍ତା
    • ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ: ସକାଳ ୧୧ଟାରୁ ମହିଳା ସଂରକ୍ଷଣ ବିଲ୍ ଉପରେ ଜୋରଦାର ଆଲୋଚନା
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ମନୋରଞ୍ଜନ»ବାଧ୍ୟ ହୋଇ ଥାନାର ଦ୍ଵାରସ୍ଥ ହେଲେ ପତ୍ନୀ

    ବାଧ୍ୟ ହୋଇ ଥାନାର ଦ୍ଵାରସ୍ଥ ହେଲେ ପତ୍ନୀ

    By Charcha NewsAugust 23, 2025
    Share
    Facebook Twitter Email WhatsApp

    ନୋରାଙ୍କ ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭୟଙ୍କର କଳି, ନୋରାଙ୍କ ଭଳି ଶାରୀରିକ ଗଠନ ପାଇଁ ସ୍ତ୍ରୀର ଖାଇବା ବନ୍ଦ କଲା ସ୍ୱାମୀ, ଏଭଳି ଆଶ୍ଚର୍ଯ୍ୟ ଏବଂ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ନୂଆଦିଲ୍ଲୀରେ, ନୋରାଙ୍କ ଭଳି ଶାରୀରିକ ଗଠନ କରିବାକୁ ନେଇ ସ୍ତ୍ରୀର ଖାଇବା ବନ୍ଦ କଲା ସ୍ୱାମୀ, ଦର୍ଶକବନ୍ଧୁ ଆଜିକା ସମୟରେ ଗୋଟେ ସୁନ୍ଦର ଚେହେରା ପାଇବା ପାଇଁ ସମସ୍ତେ ଚାହାନ୍ତି, ଯେଉଁଥି ପାଇଁ କିଏ ଜିମ ଯାଏ ତା ଆଉ କିଏ ଯୋଗ କରେ, ଆଉ କିଛି ଏମିତି ଯୁବକ ଯୁବତୀ ରହିଛନ୍ତି ଯେଉଁମାନେ ଅନେକ ସେଲିବ୍ରେଟି ମାନଙ୍କୁ ଫଲୋ ମଧ୍ୟ କରନ୍ତି, ତେବେ ସେମାନେ ଯାହାବି କରନି ନିଜ ଇଛାରେ ହିଁ କରିଥାନ୍ତି, କିନ୍ତୁ ବର୍ତମାନ ଯେଉଁ ଘଟଣାଟି ସାମ୍ନାକୁ ଆସିଛି, ତାହା ଏକ ଆଶ୍ଚର୍ଯ୍ୟ ଜଣକ ଘଟଣା, ଗୋଟେ ସ୍ୱାମୀ ତାଙ୍କ ସ୍ତ୍ରୀର ଚେହେରାରେ ପରିବର୍ତ୍ତନ ଆଣିବା ପାଇଁ ଖାଇବା ବନ୍ଦ କରିଛନ୍ତି, ସେ ଚାହୁଁଛନ୍ତି କି ତାଙ୍କ ପତ୍ନୀଙ୍କ ଶରୀର ଅଭିନେତ୍ରୀ ନୋରା ଫଟେଇଙ୍କ ପରି ହେଉ, ଯାହା ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାର କାରଣ ପାଲଟିଛି, ତେବେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି, ବଲିଉଡ୍ ଅଭିନେତ୍ରୀ ନୋରା ଫତେହୀଙ୍କ ପରି ଶାରୀରିକ ଗଠନ ପାଇବା ପାଇଁ ତାଙ୍କ ସ୍ବାମୀ ତାଙ୍କର ଖାଇବା ବନ୍ଦ କରିଛନ୍ତି, ବଲିଉଡ ଅଭିନେତ୍ରୀ ନୋରା ଫତେହୀ ନିଜ ସୁନ୍ଦର ଚେହେରା ଓ ଚମତ୍କାର ନୃତ୍ୟ ପାଇଁ ଖୁବ ଲୋକପ୍ରିୟ, ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ତାଙ୍କର କ୍ରେଜ୍ ରହିଛି, ଯୁବକମାନେ ତାଙ୍କ ଭଳି ଶରୀରିକ ଗଠନ ଥିବା ପ୍ରେମିକା ଖୋଜୁଥିବା ବେଳେ ଯୁବତୀମାନେ ତାଙ୍କ ପରି ଶରୀର ପାଇବା ପାଇଁ ଜିମ୍‌ରେ ଝାଳ ବୁହାଉଥିବା ଦେଖିବାକୁ ମିଳିଥାଏ, ତେବେ ବର୍ତ୍ତମାନ ନୋରାଙ୍କ ପାଇଁ  ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥା ଘଟଣା ସଭିଙ୍କୁ ଚକିତ କରିଛି, ଆଉ ଝଗଡା ଆଗକୁ ଏତେ ବଢିଯାଇଛି ଯେ, ସ୍ତ୍ରୀ ବାଧ୍ୟ ହୋଇ ସ୍ୱାମୀଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି, ଅଭିନେତ୍ରୀ ପରି ଶାରୀରିକ ଗଠନ ପାଇବା ପାଇଁ ତାଙ୍କ ସ୍ବାମୀ ତାଙ୍କର ଖାଇବା ବନ୍ଦ କରିଦେଇଛନ୍ତି, ମୁରାଦନଗର ପୁଲିସ ଷ୍ଟେସନରେ ଦାଖଲ କରିଥିବା ତାଙ୍କ ଅଭିଯୋଗରେ ମହିଳାଜଣକ ଦାବି କରିଛନ୍ତି, “ମୋ ସ୍ୱାମୀ ଶିବମ୍ ଉଜ୍ଜ୍ୱଳ ପେସାରେ ଜଣେ ସରକାରୀ ଶାରୀରିକ ଶିକ୍ଷା ଶିକ୍ଷକ, ମୋ ସ୍ୱାମୀଙ୍କୁ ଅଭିନେତ୍ରୀ ନୋରା ଫତେହୀ ବହୁତ ପସନ୍ଦ, ଆଉ ମୋର ଶାରୀରିକ ଗଠନ ଭଲ ନଥିବାରୁ ସେ ଖୁସି ନଥିଲେ, ଯାହାଫଳରେ ସେ ନୋରାଙ୍କ ପରି ଶାରୀରିକ ଗଠନ କରିବାକୁ ମୋତେ ବାଧ୍ୟ କରୁଥିଲେ, ଆଉ ଏଥିପାଇଁ ସେ ମୋତେ ପ୍ରତିଦିନ ତିନି ଘଣ୍ଟା ବ୍ୟାୟାମ କରିବାକୁ ସେ ଚାପ ପକାଇଉଥିଲେ, ଯଦି କୌଣସି ଦିନ ୩ଘଣ୍ଟା ବ୍ୟାୟାମ କରିପାରୁନଥିଲି, ସେଦିନ ସେ ମୋର ଖାଇବା ବନ୍ଦ କରିଦେଉଥିଲେ ବୋଲି ସେ କହିଥିଲେ, ମହିଳାଙ୍କ ଏତଲା ଅନୁଯାୟୀ, ଚଳିତବର୍ଷ ମାର୍ଚ୍ଚ ମାସ ୬ ତାରିଖରେ ସେ ଶିବମଙ୍କୁ ବିବାହ କରିଥିଲେ, ହେଲେ ତାଙ୍କ ସ୍ୱାମୀ କି ଶଶୁର ଘର ଲୋକେ ତାଙ୍କୁ ପସନ୍ଦ କରୁନଥିଲେ, ଯେଉଁଥିପାଇଁ ସବୁଦିନ ତାଙ୍କୁ ମାନସିକ ନିର୍ଯାତନା ଦେଇଆସୁଥିଲେ, ତାଙ୍କ ସ୍ୱାମୀ “ତୁମକୁ ବିବାହ କରି ମୋ ଜୀବନ ବର୍ବାଦ ହୋଇଗଲା, ମୋତେ ନୋରାଙ୍କ ଭଳି ଝିଅ ମିଳିଥାନ୍ତେ” ବୋଲି ସବୁବେଳେ କହୁଥିଲେ, ଯାହା ମହିଳା ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି, ଏହା ଛଡ଼ା ତାଙ୍କ ସ୍ୱାମୀ ଅନ୍ୟ ଝିଅମାନଙ୍କ ପ୍ରତି ବହୁତ ଆଗ୍ରହୀ ଏବଂ ସେ ସୋସିଆଲ ମିଡିଆରେ ଅନ୍ୟ ଝିଅମାନଙ୍କର ଆପତ୍ତିଜନକ ଫଟୋ ଏବଂ ଭିଡିଓ ଦେଖନ୍ତି ବୋଲି ସେ କହିଥିଲେ, ଯେତେବେଳେ ସେ ଗର୍ଭବତୀ ଥିଲେ, ସେତେବେଳେ ତାଙ୍କୁ ନଜଣାଇ ତାଙ୍କ ସ୍ୱାମୀ ତାଙ୍କୁ ଗର୍ଭପାତ ଔଷଧ ଦେଇଥିଲେ, ତେବେ ମହିଳାଙ୍କ ଏଭଳି ଅଭିଯୋଗ ପରେ ‌ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି…..

    Share. Facebook Twitter WhatsApp

    Related Posts

    ଜାତୀୟ ମଞ୍ଚରେ ଓଡ଼ିଆ ସିନେମାର ଗୌରବ ବୋଉ ବୁଟୁ ଭୂତ’ ଓ ‘ଅନନ୍ତା’ର ଚମକ

    April 17, 2026 ବିଶେଷ

    ପାରିଣୀତିଙ୍କ ନୂଆ ପ୍ରୟାସ :; ମନରଞ୍ଜନ ମନୋରଞ୍ଜନ

    April 6, 2026 ମନୋରଞ୍ଜନ

    ରାମାୟଣ ଟିଜର୍‌କୁ ‌ନେଇ ଚର୍ଚ୍ଚା ::

    April 5, 2026 ବିଶେଷ

    ଏୟାରପୋର୍ଟରେ ଧୋନୀଙ୍କ ଚେକିଂ, ସଚିନଙ୍କୁ କାହିଁକି ମିଳେ ଛାଡ଼? ଭାଇରାଲ୍ ଭିଡିଓର ସତ୍ୟ ::

    April 4, 2026 ଆଜିର ଖବର
    Watch YouTube

    You May Like

    ଆଜି ବି କଲବଲ କରୁଛି ତାତି, ଦିନ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୦ଡିଗ୍ରି ତାପମାତ୍ରା ରେକର୍ଡ :

    April 26, 2026

    ଭାରତର ବିକାଶ ପାଇଁ ସୌର ଓ ପବନ ଶକ୍ତି ଅତ୍ୟନ୍ତ ଜରୁରୀ: ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ :

    April 26, 2026

    ମଧୁପାଟଣାରେ ଟ୍ରକ୍ ଦୁର୍ଘଟଣା: ଗଛ ଭାଙ୍ଗି ରାସ୍ତା ଅବରୋଧ, ଯାତାୟାତ ବାଧାଗ୍ରସ୍ତ :

    April 26, 2026

    ତ୍ରିବେଣୀର ଛାତ୍ରଙ୍କର JEE Mainରେ ବଡ ସଫଳତା :

    April 26, 2026

    ଅବୈଧ ଖଣିଜ ପଦାର୍ଥ ଉତ୍ତଳୋନ ରୋକିବା ପାଇଁ ଉପଜିଲ୍ଲାପାଳ, ରାୟଗଡ଼ଙ୍କ ନେତୃତ୍ୱରେ ଅଚାନକ ଚଢ଼ାଉ l

    April 26, 2026

    କୁକୁର ନୁହେଁ, ଏକ ଦେବଦୂତ: ‘କାଳି’ର ବଳିଦାନରେ ଇତିହାସ ଲେଖିଲା ମୟୂରଭଞ୍ଜ :

    April 26, 2026

    ଜାଣନ୍ତୁ ଏ ସପ୍ତାହର ରାଶିଫଳ :

    April 26, 2026

    ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରିକୁ ନା! ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ :

    April 25, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.