Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Monday, April 13
    Facebook X (Twitter) YouTube Instagram
    Trending
    • ସାନ ସାଇନ୍ ସ୍କୁଲର ଦ୍ବିତୀୟ ବାର୍ଷିକ ଉତ୍ସବ ପାଳନ ଯୋଗଦେଲେ ରାୟଗଡା ଏଡିଏମ :
    • ୭୮ ବର୍ଷର ସଂଘର୍ଷ ଆଜିର ଗର୍ବ ଭୁବନେଶ୍ୱର
    • ଭିଜିଲାନ୍ସ ଜାଲରେ ଗୁଡାରୀ ବନାଞ୍ଚଳ ଅଧିକାରୀ, ୨ଲକ୍ଷ ୩୩ ଜବତ ::
    • କଙ୍କା ବୁଢ଼ୀ ବନ୍ଧରେ ନିଆରା ମାଛଧରା ପର୍ବ ::
    • ବଂଶଧାରl ନଦୀ ଅବବାହିକରେ ଜଳସଂକଳ୍ପ ଯାତ୍ରା ::
    • ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର ଉଦଘାଟନ ::
    • ବାରବାଟୀ ଫୂଡ଼ କୋର୍ଟ କାର୍ଯ୍ୟ ର ସମୀକ୍ଷା କଲେ ମେୟର ଏବଂ କମିସନର ::
    • ଓଡ଼ିଆ ପକ୍ଷ ଅବସରରେ ଅମୃତପିଢି ସାରସ୍ଵତ ସମାରୋହ ଓ ବନ୍ଦନୀୟ ବରପୁତ୍ର ଦିବସ ପାଳିତ :
    • ଜାଣନ୍ତୁ ଆଜିର ରାଶିଫଳ ::
    • ଇରାନ ଓ ଭାରତ ମଧ୍ୟରେ ବଢ଼ିଲା ବନ୍ଧୁତାର ସମ୍ପର୍କ
    • ହୃଦଘାତ ନେଲା ଆଶାଙ୍କ ଜୀବନ
    • ଭୂଦାନ ସ୍ମୃତି ବିଚାର ଓ ସଦ ଭାବନା ଯାତ୍ରା ନେଇ ପ୍ରସ୍ତୁତି ବୈଠକ ::
    • ଗୁଣପୁର ମାଟି ପାଇଁ ଜିବନ ଦେବୁ :;
    • ରାଜପଥ କଡ ରେ ବିକ୍ରି ବେଳେ 45 ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ ।
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ଯୋଗ ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର ::

    ଯୋଗ ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର ::

    By Charcha NewsApril 11, 2026
    Share
    Facebook Twitter Email WhatsApp

    BY-ମଣ୍ଟୁମନ୍ତ୍ରା

    Dt- 11. 4. 2026 ::ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶୁକ୍ରବାର ଏକ ଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମିତ୍ରି ସାହୁ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଥିଲେ । ଜୀବନରେ ଯୋଗର ଆବଶ୍ୟକତା ତଥା ଶିକ୍ଷା ଓ ସମାଜରେ ଯୋଗର ବିଶେଷ ଭୂମିକା ରହିଛି ବୋଲି ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ଅନ୍ୟତମ ଶିକ୍ଷକ କେଶବ ନାୟକ ଯୋଗ ଅବାଳ ବୃଦ୍ଧବନିତା ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ ବୋଲି ପ୍ରକାଶ କରିଥିଲେ। ଶିବିରରେ ଯୋଗ ଶିକ୍ଷକ ଦିନେଶ ବିଶ୍ଵାଲ ଉପସ୍ଥିତ ରହି ସମସ୍ତ ଛାତ୍ର ଛାତ୍ରୀ ତଥା ଶିକ୍ଷକ ମାନଙ୍କୁ ସୂକ୍ଷ୍ମ ବ୍ୟାୟାମ, ଆସନ ତଥା ପ୍ରାଣାୟମ ର ଅଭ୍ୟାସ କରେଇ ଥିଲେ ।

    ଶେଷରେ ଶିକ୍ଷକ ସହଦେବ ମେହେର ଉପସ୍ଥିତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଛାତ୍ର ଛାତ୍ରୀ ମାନଙ୍କୁ ଧନ୍ୟବାଦ୍ ଦେବା ସହ ସବୁ ଦିନ ଯୋଗ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରି ଥିଲେ ।

    ଚର୍ଚ୍ଚା NEWS

    Share. Facebook Twitter WhatsApp

    Related Posts

    ୭୮ ବର୍ଷର ସଂଘର୍ଷ ଆଜିର ଗର୍ବ ଭୁବନେଶ୍ୱର

    April 13, 2026 ଆଜିର ଖବର

    ଭିଜିଲାନ୍ସ ଜାଲରେ ଗୁଡାରୀ ବନାଞ୍ଚଳ ଅଧିକାରୀ, ୨ଲକ୍ଷ ୩୩ ଜବତ ::

    April 13, 2026 ଆଜିର ଖବର

    ବାରବାଟୀ ଫୂଡ଼ କୋର୍ଟ କାର୍ଯ୍ୟ ର ସମୀକ୍ଷା କଲେ ମେୟର ଏବଂ କମିସନର ::

    April 13, 2026 ଆଜିର ଖବର

    ହୃଦଘାତ ନେଲା ଆଶାଙ୍କ ଜୀବନ

    April 12, 2026 ଆଜିର ଖବର

    ଭୂଦାନ ସ୍ମୃତି ବିଚାର ଓ ସଦ ଭାବନା ଯାତ୍ରା ନେଇ ପ୍ରସ୍ତୁତି ବୈଠକ ::

    April 11, 2026 ଆଜିର ଖବର

    ରାଜପଥ କଡ ରେ ବିକ୍ରି ବେଳେ 45 ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ ।

    April 11, 2026 ଆଜିର ଖବର

    ୪ଟି ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ସିଜିମାଳି ଅଞ୍ଚଳର ପରିସ୍ଥିତି କଲେ ଅନୁଧ୍ୟାନ :;

    April 11, 2026 ଆଜିର ଖବର

    ଲୋକକଳା ପାଇଁ ଦିନଟିଏ କଳାକାରମାନଙ୍କୁ ସମ୍ମାନ ପ୍ରଦାନ ::

    April 11, 2026 ଆଜିର ଖବର

    ଛେନା ପୋଡ…

    April 11, 2026 ଆଜିର ଖବର

    ଲୋକକଳା ପାଇଁ ଦିନଟିଏ: କଳାକାରମାନଙ୍କୁ ସମ୍ମାନ ପ୍ରଦାନ :;

    April 11, 2026 ଆଜିର ଖବର

    ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :

    April 11, 2026 ଆଜିର ଖବର

    ତେଲେଙ୍ଗାନାର ହାଇଦ୍ରାବାଦଠାରେ ଅନୁଷ୍ଠିତ :;

    April 10, 2026 ଆଜିର ଖବର
    Watch YouTube

    You May Like

    ସାନ ସାଇନ୍ ସ୍କୁଲର ଦ୍ବିତୀୟ ବାର୍ଷିକ ଉତ୍ସବ ପାଳନ ଯୋଗଦେଲେ ରାୟଗଡା ଏଡିଏମ :

    April 13, 2026

    ୭୮ ବର୍ଷର ସଂଘର୍ଷ ଆଜିର ଗର୍ବ ଭୁବନେଶ୍ୱର

    April 13, 2026

    ଭିଜିଲାନ୍ସ ଜାଲରେ ଗୁଡାରୀ ବନାଞ୍ଚଳ ଅଧିକାରୀ, ୨ଲକ୍ଷ ୩୩ ଜବତ ::

    April 13, 2026

    କଙ୍କା ବୁଢ଼ୀ ବନ୍ଧରେ ନିଆରା ମାଛଧରା ପର୍ବ ::

    April 13, 2026

    ବଂଶଧାରl ନଦୀ ଅବବାହିକରେ ଜଳସଂକଳ୍ପ ଯାତ୍ରା ::

    April 13, 2026

    ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର ଉଦଘାଟନ ::

    April 13, 2026

    ବାରବାଟୀ ଫୂଡ଼ କୋର୍ଟ କାର୍ଯ୍ୟ ର ସମୀକ୍ଷା କଲେ ମେୟର ଏବଂ କମିସନର ::

    April 13, 2026

    ଓଡ଼ିଆ ପକ୍ଷ ଅବସରରେ ଅମୃତପିଢି ସାରସ୍ଵତ ସମାରୋହ ଓ ବନ୍ଦନୀୟ ବରପୁତ୍ର ଦିବସ ପାଳିତ :

    April 13, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.