Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, April 23
    Facebook X (Twitter) YouTube Instagram
    Trending
    • ୩୧ ଇରାନୀ ଜାହାଜକୁ ଅଟକାଇଲା ଆମେରିକା, ହର୍ମୁଜ୍‌ରେ କଡ଼ା ନାକାବନ୍ଦୀ :
    • ୩୧ ଇରାନୀ ଜାହାଜକୁ ଅଟକାଇଲା ଆମେରିକା, ହର୍ମୁଜ୍‌ରେ କଡ଼ା ନାକାବନ୍ଦୀ :
    • କେଜରିୱାଲ ମାମଲାରୁ ନିଜକୁ ହଟାଇଲେ ଜଷ୍ଟିସ୍ ତେଜସ୍ କାରିଆ, ଗୁରୁବାର ନୂତନ ଖଣ୍ଡପୀଠରେ ଶୁଣାଣି ::
    • ସତ୍ୟ ଲୁଚି ରହିବ କେତେଦିନ? ନ୍ୟାୟ ମିଳିବ କେବେ?
    • ଜନ ଆକ୍ରୋଶର ନିଆଁରେ ବିରୋଧୀଙ୍କ ରାଜନୈତିକ ଭବିଷ୍ୟତ ଧୂଳିସାତ୍ ହେବ: ମୁଖ୍ୟମନ୍ତ୍ରୀ
    • ଆଜିର ରାଶିଫଳ
    • ରାଜ୍ୟରେ ଅସହ୍ୟ ହେଲାଣି ତାତି ; ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ
    • ସାଂସଦ ପପୁ ଯାଦବଙ୍କ ବିବାଦୀୟ ବୟାନ, ୭୦-୮୦ ପ୍ରତିଶତ ମହିଳା ପର୍ଣ୍ଣ ଦେଖନ୍ତି, ସେମାନଙ୍କ ମୋବାଇଲ ଯାଞ୍ଚ୍ କରାଯାଉ :
    • ଝାରସୁଗୁଡା ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ସମ୍ପର୍କିତ ଦୁର୍ନୀତି ଘଟଣାରେ ଆଜି ଓଡିଶା ଭିଜିଲାନ୍ସ ପକ୍ଷରୁ ଜଣେ କର୍ମଚାରୀଙ୍କୁ ରଙ୍ଗେହାତେ ଧରାଯାଇଛି ।
    • ସିପିଆଇ (ଏମଏଲ) ଲିବରେସନ ର ୫୮ ତମ ପାର୍ଟି ପ୍ରତିଷ୍ଠା ଦିବସ ପାଳନ
    • ସିପିଆଇ (ଏମଏଲ) ଲିବରେସନ ର ୫୮ ତମ ପାର୍ଟି ପ୍ରତିଷ୍ଠା ଦିବସ ପାଳନ
    • ଜଗତସିଂହପୁରରେ ଚଞ୍ଚଳକର ଘଟଣା: ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ ::
    • ପାଣି ପାଇଁ ରାସ୍ତା ରୋକ୍ :
    • କୋଣାର୍କ ସୂର୍ଯ୍ୟମନ୍ଦିରରୁ ଖୁବଶୀଘ୍ର କଢ଼ାଯିବ ବାଲି,ଆଇଆଇଟି ମାଡ୍ରାସ ଲ୍ୟାବର ରିପୋର୍ଟ ପରେ ଏଏସ୍‌ଆଇ ଆରମ୍ଭ କଲା ବାଲିକଢ଼ା ପ୍ରକ୍ରିୟା
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ରାଶିଫଳ»ଆଜିର ରାଶିଫଳ

    ଆଜିର ରାଶିଫଳ

    By Charcha NewsApril 23, 2026
    Share
    Facebook Twitter Email WhatsApp

    କେମିତି କଟିବ ଆଜି ଆପଣମାନଙ୍କ ଦିନ

    BY-SUBHASMITA-DT-23.4.2026

    ମେଷ : ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।

    ବୃଷ : ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।

    ମିଥୁନ : ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।

    କର୍କଟ : ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।

    ସିଂହ : ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।

    ✧═════•❁❀❁•═════✧

    କନ୍ୟା : ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।

    ତୁଳା : ଦିନଟି କ୍ଳେଶ ଦାୟକ । ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ । ।

    ବିଛା : ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।

    ଧନୁ : ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।

    ମକର : ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।

    କୁମ୍ଭ : ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।

    ମୀନ : ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ଆଜିର ରାଶିଫଳ

    April 22, 2026 ରାଶିଫଳ

    ଆଜିର ରାଶିଫଳ ::

    April 19, 2026 ରାଶିଫଳ

    ଆଜିର ରାଶିଫଳ ::

    April 18, 2026 ରାଶିଫଳ

    ଆଜିର ରାଶିଫଳ ::

    April 17, 2026 ରାଶିଫଳ

    ଆଜିର ରାଶିଫଳ :

    April 16, 2026 ରାଶିଫଳ

    ଜାଣନ୍ତୁ ଆଜିର ରାଶିଫଳ :

    April 15, 2026 ରାଶିଫଳ

    ଆଜିର ରାଶିଫଳ

    April 14, 2026 ରାଶିଫଳ

    ଜାଣନ୍ତୁ ଆଜିର ରାଶିଫଳ ::

    April 13, 2026 ରାଶିଫଳ

    ଜାଣନ୍ତୁ ଆଜିର ରାଶିଫଳ :;

    April 11, 2026 ରାଶିଫଳ

    ଜାଣନ୍ତୁ ଏ ସପ୍ତାହର ରାଶିଫଳ :;

    April 10, 2026 ରାଜ୍ୟ

    ଜାଣନ୍ତୁ ଆଜିର ରାଶିଫଳ :;

    April 9, 2026 ରାଶିଫଳ

    ଆଜିର ରାଶିଫଳ ::

    April 8, 2026 ଆଜିର ଖବର
    Watch YouTube

    You May Like

    ୩୧ ଇରାନୀ ଜାହାଜକୁ ଅଟକାଇଲା ଆମେରିକା, ହର୍ମୁଜ୍‌ରେ କଡ଼ା ନାକାବନ୍ଦୀ :

    April 23, 2026

    ୩୧ ଇରାନୀ ଜାହାଜକୁ ଅଟକାଇଲା ଆମେରିକା, ହର୍ମୁଜ୍‌ରେ କଡ଼ା ନାକାବନ୍ଦୀ :

    April 23, 2026

    କେଜରିୱାଲ ମାମଲାରୁ ନିଜକୁ ହଟାଇଲେ ଜଷ୍ଟିସ୍ ତେଜସ୍ କାରିଆ, ଗୁରୁବାର ନୂତନ ଖଣ୍ଡପୀଠରେ ଶୁଣାଣି ::

    April 23, 2026

    ସତ୍ୟ ଲୁଚି ରହିବ କେତେଦିନ? ନ୍ୟାୟ ମିଳିବ କେବେ?

    April 23, 2026

    ଜନ ଆକ୍ରୋଶର ନିଆଁରେ ବିରୋଧୀଙ୍କ ରାଜନୈତିକ ଭବିଷ୍ୟତ ଧୂଳିସାତ୍ ହେବ: ମୁଖ୍ୟମନ୍ତ୍ରୀ

    April 23, 2026

    ଆଜିର ରାଶିଫଳ

    April 23, 2026

    ରାଜ୍ୟରେ ଅସହ୍ୟ ହେଲାଣି ତାତି ; ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

    April 22, 2026

    ସାଂସଦ ପପୁ ଯାଦବଙ୍କ ବିବାଦୀୟ ବୟାନ, ୭୦-୮୦ ପ୍ରତିଶତ ମହିଳା ପର୍ଣ୍ଣ ଦେଖନ୍ତି, ସେମାନଙ୍କ ମୋବାଇଲ ଯାଞ୍ଚ୍ କରାଯାଉ :

    April 22, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.