Author: Charcha News

ପ୍ରଶାନ୍ତ ରାଉଳକୋଲକାତାକେନ୍ଦ୍ରୀୟ ତଦନ୍ତ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ଆକ୍ସନରେ। ଆଜି ସକାଳେ ଇଡି ପୁଣି ସହରରେ ଚଢାଉ କରିଛି। କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଅଧିକାରୀମାନେ ୨୦୧୫ ମସିହା ମାନବ ଚାଲାଣ ମାମଲାରେ ଦକ୍ଷିଣ ଦମ୍‌ଦମ୍‌ରେ ଜଣେ ସିଭିଲ ଇଞ୍ଜିନିୟରଙ୍କ ଘର ଇଡି ତଲ୍ଲାସି କରୁଛନ୍ତି। ସୂଚନା ମିଳିଛି ଯେ ସେହି ମାମଲାରେ ମନି ଲଣ୍ଡରିଂ କାରବାରର ତଦନ୍ତ କରିବା ପାଇଁ ଏହି ତଲ୍ଲାସି କରାଯାଉଛି। ଜାଣିବାକୁ ମିଳିଛି ଯେ ଇଡି ସମାନ ମାମଲାରେ ଉତ୍ତର ଉପନଗରରେ ଥିବା ଅନ୍ୟ ଏକ ହୋଟେଲ ମାଲିକଙ୍କ ଘର ମଧ୍ୟ ତଲ୍ଲାଇ କରୁଛି।ଇଡି ସକାଳଠାରୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରିଛି। ସେମାନଙ୍କ ସହିତ କେନ୍ଦ୍ରୀୟ ବାହିନୀ ଯବାନ ସେନା ଅଛନ୍ତି। ସେମାନେ ଇଞ୍ଜିନିୟରଙ୍କ ଘର ଘେରି ରହିଥିଲେ। ଅଧିକାରୀମାନେ ଭିତରେ ତଲ୍ଲାସି କରିଥିଲେ। ମାନବ ଚାଲାଣରେ ଆର୍ଥିକ ଠକେଇ ଅଭିଯୋଗରେ ଇଡି ଚଢାଉ କରୁଥିବା ଜଣାପଡିଛି। ଉତ୍ତର ୨୪ ପ୍ରଗଣା ଜିଲ୍ଲା ସ୍ଥିତ…

Read More

ନୂଆପଡା(ସୋବିନ ଛତ୍ରିଆ )ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତତ୍ପରତା ସହିତ ତଲାସୀ ଅଭିଯାନ ଚାଲିଛି l ଗତ ୦୬ ତାରିଖ ରେ ବିଭାଗୀୟ ଅଧିକାରୀ ଯାଞ୍ଚ କରି ୧୮୩ ଲି ହାତ ରନ୍ଧା ମଦ, ୫୬ ଲି ବାହାର ଭାଟି ମଦ, ୯ ଲି ବିଅର, ୩୨୫୦ କେଜି ମହୁଲ ପୋଚ ଏବଂ ଦୁଇ ଗୋଟି ବାଇକ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୩,୧୫ ,୩୨୦ ଟଙ୍କା ହେବ l ଅଦ୍ୟାବଧି ଅବକାରୀ ବିଭାଗ ୮୬ ଲି ବିଅର୍, ୪୨ ଲି ବିଦେଶୀ ମଦ, ୬୯୬୩ ଲି ହାତ ରନ୍ଧା ମଦ, ୧୫୧୨ ଲି ବାହାର ଭାଟି ମଦ ,୬୦କେଜି ଗଞ୍ଜେଇ ଏବଂ ୧,୭୧ , ୩୦୦ କେଜି ମହୁଲ ପୋଚ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୧ କୋଟି ୨୦ ଲକ୍ଷ ୦୩ ହଜାର ୭୫୬ ଟଙ୍କା ହେବ l ଏହା…

Read More

ଉଦଳା (ରାଜୀବ କୁମାର ବେହେରା)- ଲୋକଙ୍କ କାମରେଆସୁନାହିଁ ସରକାରୀ ଦୂର ବେତାର ସେବା , ନାହିଁ ନାହିଁରେ ଚାଲିଛି ଉଦଳା ରେ ଥିବା ଦୂର ସଂଚାର ନିଗମ ସେବା, ମିଳୁ ନାହିଁ ଉତ୍ତମ ସେବା ଅବସ୍ଥା ଭଗୁଛନ୍ତି ଗ୍ରାହକ lସରକାରୀ ମାଲ ଦରିଆ ମେଁ ଡାଲ! — ଏହି କଥାଟି ଏବେ ସଠିକ ହେଉଛି ଉଦଳା ଅଞ୍ଚଳରେ। ସରକାର ଙ୍କ ଠାରୁ ଦରମା ନେଉଛନ୍ତି ହେଲେ ମଧ୍ୟ କାର୍ଯ୍ୟରେ ଅବହେଳା କରୁଛନ୍ତି ଅଧିକାରୀ ଓ କର୍ମଚାରୀ। ଏହି ଚିତ୍ର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି ଉଦଳା ଅଞ୍ଚଳରେ। ମୟୁରଭଞ୍ଜ ଜିଲ୍ଲାର ଉଦଳା ସରକାରୀ ଦୂର ସଂଚାର କାର୍ଯ୍ୟାଳୟ (BSNL Office) ଏବେ ଅସଚଳ ଓ କୋମା ଅବସ୍ଥାରେ। ଅଫିସ ଗେଟ୍‌ରେ ତାଲା ଲାଗିଥିବା ଦୃଶ୍ୟ ଦେଖି ସ୍ଥାନୀୟ ଜନସାଧାରଣ ମଧ୍ୟରେ ଅସନ୍ତୋଷ ଚରମ ସୀମାକୁ ପହଞ୍ଚିଛି। ସ୍ଥାନୀୟ ଅନୁସାରେ, ଅଫିସରେ ଅଧିକାରୀ ଓ କର୍ମଚାରୀ ନିୟମିତ ଭାବେ ଉପସ୍ଥିତ ହେଉନାହାନ୍ତି। ଅଫିସ…

Read More

ଉଦଳା (ରାଜୀବ କୁମାର ବେହେରା):ଉଦଳା ବ୍ଲକ ଏବଂ ଟି ପି ଏନ୍ ଓ ଡି ଏଲ (TPNODL)ର ଉପଖଣ୍ଡ ଅଧିକାରୀ ଅଜୟ କୁମାର ସାହୁ ଙ୍କ ପ୍ରଚେଷ୍ଟା ରେ , ଉଦଳା ବ୍ଲକ ଅଧିକାରୀ ସମର୍ଜିତ କର ଙ୍କ ଅଧକ୍ଷତାରେ ବିଦ୍ୟୁତ ସମ୍ବନ୍ଧୀୟ ଏକ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି l ଲୋକଙ୍କ ସୁବିଧା ଅସୁବିଧା କୁ ଆଖିଆଗରେ ରଖି ଟି ପି ଏନ୍ ଓ ଡି ଏଲ୍‌ (TPNODL) ପକ୍ଷରୁ ଗ୍ରାମ ଅଞ୍ଚଳରେ ଏକ ବିଶେଷ ବିଦ୍ୟୁତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡିଜିଟାଲ ପେମେଣ୍ଟ, ସୋଲାର କନେକ୍ସନ, ବିଜୁଳି ବିଲ ଦେବାର ନୂତନ ପ୍ରଣାଳୀ ଓ ସୁରକ୍ଷିତ ବିଦ୍ୟୁତ ବ୍ୟବହାର ବିଷୟରେ ସ୍ପଷ୍ଟ ସୂଚନା ଦିଆଯାଇଥିଲା। ଏଥି ସହିତ (TPNODL) ର ବିଭିନ୍ନ ଲୋକାଭିମୁଖୀ ସାମାଜିକ ସେବା ଏବଂ ଦାଇତ୍ୱବୋଦ୍ଧ ତା ଉପରେ ଆଲୋଚନା କରାଯାଇ ଥିଲା l ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ଉତ୍ସାହର…

Read More

ଉଦଳା -( ରାଜୀବ କୁମାର ବେହେରା )-ଶ୍ରୀ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ଭାରତୀୟ ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ” ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଉଦଳା ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଗଭୀର ଶ୍ରଦ୍ଧା ଓ ଗୌରବର ସହିତ ଉତ୍ସବ ପାଳନ କରାଯାଇଥିଲା। ଏହି ଉତ୍ସବ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ମୟୁରଭଞ୍ଜ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ହୋଇଥିଲା। ପୂର୍ବାହ୍ନ ୯.୫୦ ରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଭା ଆୟୋଜିତ ହୋଇଥିଲା। ଉପଜିଲ୍ଲାପାଳ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ସୁବ୍ରତ କୁମାର ଘୋଷ, କର୍ମଚାରୀ ରମେଶ ପୃଷ୍ଟି, ରାଉତରାୟ ମୁର୍ମୁ, ନୀଳାମ୍ବର ସେନାପତି, ଶ୍ରୀତମ ମହାନ୍ତି, ତପୁ ରଂଜନ ପାତ୍ର, କୈଳାସ ଦନୈକ, ଭବାନୀ ଶଙ୍କର ପଣ୍ଡା ଓ ଉଦୟ ଗୁନ୍ଦୁଆଳ ଉପସ୍ଥିତ ହୋଇ ଏକତ୍ର ହୋଇ “ବନ୍ଦେ…

Read More

ବାରିପଦା (ମୟୁରଭଞ୍ଜ)- ( ରାଜୀବ କୁମାର ବେହେରା)-: ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ” ର ୧୫୦ତମ ବର୍ଷପୂର୍ତ୍ତି ଉପଲକ୍ଷେ ଆଜି ମୟୁରଭଞ୍ଜ ଜିଲ୍ଲା ପୁଲିସ ମୁଖ୍ୟାଳୟ (DPO) ରେ ଏକ ସରଳ କାର୍ଯ୍ୟକ୍ରମ ଆୟୋଜିତ ହେଲା। ଏହି ଅବସରରେ ମୟୁରଭଞ୍ଜ ଜିଲ୍ଲା ପୁଲିସ ଅଧୀକ୍ଷକ (SP) ସହିତ ବରିଷ୍ଠ ଅଧିକାରୀ ଓ ପୁଲିସ କର୍ମଚାରୀମାନେ ଉପସ୍ଥିତ ହୋଇ ରାଷ୍ଟ୍ରୀୟ ଗୀତ ପ୍ରତି ଶ୍ରଦ୍ଧା ଜଣାଇଲେ। ଏହି ଗୀତ ଆମ ସମସ୍ତଙ୍କୁ ମାତୃଭୂମି ପ୍ରତି ସେବା, ସମର୍ପଣ ଓ ରକ୍ଷାର ପ୍ରେରଣା ଦିଏ। କାର୍ଯ୍ୟକ୍ରମର ଶେଷରେ ସମସ୍ତେ “ବନ୍ଦେ ମାତରମ” ଓ “ଜୟ ହିନ୍ଦ” ଧ୍ୱନିରେ ମାତୃଭୂମିକୁ ନମନ କରିଲେ।

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା ରାଜ୍ୟ ପଶ୍ଚିମ ବଙ୍ଗର ହାୱଡା ଜିଲ୍ଲା ସ୍ଥିତ ଶନିବାର ସକାଳେ, ଏକ ପୋଷାକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି! ଘଟଣାଟି ଘଟିଛି ହାୱଡା ଜିଲ୍ଲା ସ୍ଥିତ ଡୋମଜୁର ଅଞ୍ଚଳ ରେ ଥିବା ବାଙ୍କରାର ବଡ଼ମତଲାରେ। ଶନିବାର ସକାଳ ପ୍ରାୟ ୫.୩୦ ସମୟରେ, ଏକ ବହୁତଳ କୋଠାର ଗୋଟିଏ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ଏକ ଜନବସତି ସଂଲଗ୍ନ ଏହି ବଜାରରେ ପୋଷାକ ସମେତ ବିଭିନ୍ନ ସାମଗ୍ରୀ ମହଲା ରହିଛି ଏବଂ ସେଠାରେ ଅନେକ ଲୋକ ଉପସ୍ଥିତ ଅଛନ୍ତି। ନିଆଁ ଯେକୌଣସି ମୁହୂର୍ତ୍ତରେ ଭୟଙ୍କର ରୂପ ନେଇପାରେ। ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ଛନ୍ତି ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକମାନେ ନିଆଁ ଲିଭାଇବାକୁ ଚେଷ୍ଟା କଲେ। ନିଆଁ ଧୀରେ ଧୀରେ ଭୟଙ୍କର ରୂପ ନେଇଥିଲା। ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା ଏବଂ କିଛି ମିନିଟ୍ ମଧ୍ୟରେ 3 ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। କିଛି ସମୟ ପରେ…

Read More

ରାୟଗଡ଼ା ଜିଲ୍ଲା ଗୁଣପୁର ରେ ଆଜି ବେଆଇନ କ୍ଲିନିକ୍, ପାଥୋଲ୍ୟାବ ଗୁଡିକ ଉପରେ ଗୁଣୁପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ ଚଢାଉ କରିଛନ୍ତି। ବିଭିନ୍ନ ସମୟରେ ଗୁଣପୁର ଜନସାଧରଙ୍କ ଅଭିଯୋଗ ଆସିବା ପରେ ଆଜି ହଠାତ ଗୁଣପୁର ସହରର ବିଭିନ୍ନ କ୍ଲିନିକ, ପାଥୋଲ୍ୟାବ ପୋଲିସ୍ ସହୟତାରେ ଚଢାଉ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୟାସ୍ଥ୍ୟ ଅଧିକାରୀ, ରାୟଗଡ଼ଙ୍କୁ ତୁରନ୍ତ ଏକ ବୈଷୟିକ ଦଳ ପଠାଇ ସମସ୍ତ କାଗଜ ପତ୍ର ଯାଞ୍ଚ କରିବା ନିମନ୍ତେ ଉପ ଜିଲ୍ଲାପାଳ ଚିଠି ମଧ୍ୟ କରିଛନ୍ତି । ପୁରୁଣା ଗୁଣୁପୁର, ବାଇ ପାସ ରୋଡ଼, ପୁରୁଣା ବସ ଷ୍ଟାଣ୍ଡ, ବାଳିକା ଉଚ୍ଚ ବିଦ୍ୟାଳୟ ଛକ ଆଦି ଠାରେ ଥିବା ଏମ୍ ଏମ୍ ମେଡିକସ କ୍ଲିନିକ୍ , ଅମୂଲ୍ୟ ଭାରତ, ଜଶେଫ ଶବର, ଅନନ୍ତ ଦାସ, ଆମ୍ମା କ୍ଲିନିକ, ରାଧିକା ଡକ୍ଟର ଚାମ୍ବର ଭଳି ବିଭିନ୍ନ କ୍ଲିନିକ, ପାଥୋଲ୍ୟାବ ଉପରେ ଚଢାଉ ହୋଇଥିଲା। କିଛି…

Read More

ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାକେନ୍ଦ୍ରୀୟ ତଦନ୍ତ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ଆକ୍ସନରେ। ଆଜି ସକାଳେ ଇଡି ପୁଣି ସହରରେ ଚଢାଉ କରିଛି। କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଅଧିକାରୀମାନେ ୨୦୧୫ ମସିହା ମାନବ ଚାଲାଣ ମାମଲାରେ ଦକ୍ଷିଣ ଦମ୍‌ଦମ୍‌ରେ ଜଣେ ସିଭିଲ ଇଞ୍ଜିନିୟରଙ୍କ ଘର ଇଡି ତଲ୍ଲାସି କରୁଛନ୍ତି। ସୂଚନା ମିଳିଛି ଯେ ସେହି ମାମଲାରେ ମନି ଲଣ୍ଡରିଂ କାରବାରର ତଦନ୍ତ କରିବା ପାଇଁ ଏହି ତଲ୍ଲାସି କରାଯାଉଛି। ଜାଣିବାକୁ ମିଳିଛି ଯେ ଇଡି ସମାନ ମାମଲାରେ ଉତ୍ତର ଉପନଗରରେ ଥିବା ଅନ୍ୟ ଏକ ହୋଟେଲ ମାଲିକଙ୍କ ଘର ମଧ୍ୟ ତଲ୍ଲାଇ କରୁଛି।ଇଡି ସକାଳଠାରୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରିଛି। ସେମାନଙ୍କ ସହିତ କେନ୍ଦ୍ରୀୟ ବାହିନୀ ଯବାନ ସେନା ଅଛନ୍ତି। ସେମାନେ ଇଞ୍ଜିନିୟରଙ୍କ ଘର ଘେରି ରହିଥିଲେ। ଅଧିକାରୀମାନେ ଭିତରେ ତଲ୍ଲାସି କରିଥିଲେ। ମାନବ ଚାଲାଣରେ ଆର୍ଥିକ ଠକେଇ ଅଭିଯୋଗରେ ଇଡି ଚଢାଉ କରୁଥିବା ଜଣାପଡିଛି। ଉତ୍ତର ୨୪ ପ୍ରଗଣା ଜିଲ୍ଲା…

Read More