Author: Charcha News

ଭବାନୀପାଟଣା ସହର ଅନ୍ତର୍ଗତ ନକଟିଗୁଡା ରେ ରହୁଥିବା ଛୋଟ ଶିଶୁ କନ୍ୟା ବିସ୍ମୟକର ବାଲ୍ୟ ପ୍ରତିଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି. ଶିଶୁ ର ନାମ ସ୍ବୟଂ ଶ୍ରୀ ନାୟକ ବୟସ ମାତ୍ର ଦୁଇ ବର୍ଷ ତିନି ମାସ. ପିତା ଗୌରୀ ଶଙ୍କର ନାୟକ, ମାତା ପଦ୍ମିନୀ ପାତ୍ର. ତାଙ୍କ ର ନିଜ ଜନ୍ମିତ ସ୍ଥାନ ଗଞ୍ଜାମ ଜିଲା କରା ଖଣ୍ଡି ଗ୍ରାମରେ. କୁନି ଶିଶୁ ର ଅବିଶ୍ବସନୀୟ ସ୍ମରଣଶକ୍ତି ସମ୍ପନ୍ନ. ଏତେ କମ ବୟସରୁ ସ୍ପଷ୍ଟ ଭାବେ ମନେ ରଖି କହି ପାରୁଛନ୍ତି ଏବଂ ଜିନିଷ ପତ୍ର ଚିହ୍ନି ପାରୁଛି. ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି ପାରନ୍ତି. ସେ ମନେ ରଖି ପାରୁଥିବା ତାଲିକାଟି ହେଲା ଉଭୟ ଓଡିଆ ଓ ଇଂରାଜୀ ଗଣନା, ଉଭୟ ଭାଷାରେ ସାତ ବାରର ନାମ. ବାର ମାସର ନାମ, ଛଅ ରୁତୁ ର ନାମ, ବିଭିନ୍ନ ଆକୃତି ଓ ରଙ୍ଗ ର ନାମ, ହିନ୍ଦୀ ଓ…

Read More

ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ରେ ସୁଭଦ୍ରା ତୃତୀୟ କିସ୍ତି ନିମନ୍ତେ ଆଜି ସ୍କୁଲ୍ ଛାତ୍ର ଛାତ୍ରୀ ମାନଙ୍କୁ ନେଇ କୁଇଜ୍ ଏସେ ଓ ଆର୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ ବିଭିନ୍ନ ସ୍କୁଲ ର ୧୫୭ଜଣ ଭାଗ ନେଇଥିଲେ।ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସ୍ଥାନୀୟ ସମ୍ମନିତ ଶିଶୁ ବିକାଶ ସୁପର ଭାଇଜର ସାବିତ୍ରୀ ନାୟକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଚନ୍ଦ୍ର ସେନା ଲିମା ବିପିସି କ୍ରାନ୍ତି କୁମାର ପାଢ଼ୀ ।ତେବେ ଏହି ପ୍ରତିଯୋଗିତା ରେ ଯେଉଁ ମାନେ କୃତକାର୍ଯ୍ୟ ହେବେ ସେମାନେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି କୁହାଯାଇଥିଲା।ପ୍ରତି ସେଣ୍ଟର୍ ରେ ସ୍କୁଲ୍ ଶିକ୍ଷକ ସମସ୍ତ ସିଆରସି ମାନେ ଯୋଗ ଦେଇଥିଲେ। Rrporter ରବିନ୍ଦ୍ର ନାଥ ମହାପାତ୍ର

Read More

ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତା ରାଜ୍ୟ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ଭରତପୁର ୧ ବ୍ଲକର ବହୁ ଗ୍ରାମ ବନ୍ୟା ଜଳରେ ବୁଡ଼ି ରହିଛି। ତିଲପଡା ବ୍ୟାରେଜରୁ ପାଣି ଛାଡ଼ିବା ଯୋଗୁଁ, ମୁର୍ଶିଦାବାଦର ଭରତପୁର ୧ ବ୍ଲକର ଏକ ବଡ଼ ଅଞ୍ଚଳ ଏବେ ବନ୍ୟାରେ ବୁଡ଼ି ରହିଛି। ବିଶେଷକରି ସୁଖଦାନପୁର ଗ୍ରାମର ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ। ଚାରିପାଖରୁ ବନ୍ୟା ପାଣି ଘେରି ରହିଥିବାରୁ, ଏହି ଗ୍ରାମର ବାସିନ୍ଦାମାନେ କୌଣସି ପ୍ରକାରେ ଡଙ୍ଗା ଏବଂ କଦଳୀ ପାଟୁଆ ବ୍ୟବହାର କରି ଯାତାୟାତ କରୁଛନ୍ତି। ଭରତପୁର ୧ର ବିଡିଓ ଦାୱା ଶେର୍ପା ଏବଂ ଭରତପୁର ଥାନାର ଓସି ଶିବନାଥ ମଣ୍ଡଳ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେମାନେ ବନ୍ୟାଗ୍ରସ୍ତ ଗାଁ ପରିଦର୍ଶନ କରିଛନ୍ତି ଏବଂ ବର୍ତ୍ତମାନର ପରିସ୍ଥିତି ଜାଣିବା ପାଇଁ ଗ୍ରାମବାସୀଙ୍କ ସହିତ କଥା ହୋଇଛନ୍ତି। ଶ୍ୟାମପୁର, ଗଡ୍ଡା, ଚାଞ୍ଚୋଆ, ବାଲିଚୁନା, ସିଂହାରୀ, ଚାନ୍ଦପୁର, କୋଲ୍ଲା, ଜଖିନା, ଛତରପୁର, ଇବ୍ରାହିମପୁର, ହମିଦପୁର, ଅଙ୍ଗାରପୁର ଭଳି ଗାଁର…

Read More

Place -BankiDate -05-08-2025Repoter -Manoj kumar Daleiମହାନଦୀ ଉପରେ ନିର୍ମାଣ ହୋଇଥିବା ବାଙ୍କୀ ଜାତମୁଣ୍ଡିଆ ସୁବର୍ଣ୍ଣପୁର ହାଇଲେବୁଲ ସେତୁର ଅପ୍ରୋଜ ପିଚୁ ରୋଡ଼ ଏବେ ସାଧାରଣ ଲୋକ ଙ୍କ ପାଇଁ ପାଲଟିଛି ମରଣଯନ୍ତା. ସେତୁ ଉପରେ ଦେଇ ଯାଇଥିବା ରାସ୍ତା ର ଦୁରାବସ୍ତା ଉପରେ ଆଜିକୁ ୬ ମାସ ରୁ ଉର୍ଦ୍ଧ ସମୟ ଧରି ବିଭିନ୍ନ ଗଣମଧ୍ୟମ ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି. ଏହାରି ଭିତରେ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ଏକ ଠିକ ସଂସ୍ଥା କୁ ଏ ସେତୁ ର ମତାମତି ଦାଇତ୍ୱ ମଧ୍ୟ ଦିଆଗଲା. କିନ୍ତୁ କାମ ଏତେ ମନ୍ଥର ଗତି ରେ ଚାଲୁ ଅଛି ତାହା କେବେ ସରିବର ନାଁ ଧରୁନି.ଏହା ବଡ଼ ପ୍ରଶ୍ନ ସାଧାରଣ ରେ ଉଙ୍କି ମାରିଛି. ଏଠି ରାସ୍ତା ରେ ବଡ଼ ବଡ଼ ଖାଲ ଯୋଗୁ ଘଟୁଛି ଦୁର୍ଘଟଣା. ଯାତାୟାତ ରେ ଦେଖା ଦେଉଛି ସମସ୍ୟା. ଲୋକେ ଏ ସେତୁ…

Read More

ମାଲକାନଗିରି,୦୫/୦୮ (ରିପୋର୍ଟ, ମାନସ ନେତାମ, ଚର୍ଚ୍ଚା ନ୍ୟୁଜ ):- ମାଲକାନଗିରି ଜିଲ୍ଲା ସଦରମହକୁମା ବାଲିମେଳା ଛକ ଠାରେ ଆଜି ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ କରକମଳରେ ଟ୍ରାଫିକ ନିୟନ୍ତ୍ରଣ ଲାଇଟ୍ ର ଶୁଭାରମ୍ଭ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଓଡ଼ିଶାର ସୀମା ବର୍ତ୍ତି ଜିଲ୍ଲା ହୋଇଥିବା କାରଣରୁ । ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଆନ୍ଧ୍ର ଏବଂ ତେଲେଙ୍ଗାନାକୁ ୩୨୬ ନମ୍ବର ଜାତୀୟ ରାଜପଥ ସଂଯୋଗ କରୁଛି। ଯେଉଁଥିପାଇଁ ସଦାସର୍ବଦା ଏହି ରାଜ ରାସ୍ତାରେ ଭାରିଜାନ ଯାତାୟାତ କରିବା ସହିତ ଟ୍ରାଫିକ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳିଥାଏ। ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣା ମଧ୍ୟ ଦେଖିବାକୁ ମିଳିଥାଏ। ଟ୍ରାଫିକ ସମସ୍ୟାକୁ ନଜିର ରଖି ବିଭିନ୍ନ ମହଲରୁ ବାରମ୍ବାର ଦାବି ହେବା ପରେ, ମାଲକାନଗିରି ପୈାରପରିଷଦ ପକ୍ଷରୁ ସାତ ଲକ୍ଷ ପଚାଶ ହଜାର ଟଙ୍କା ବ୍ୟୟ ବରାଦ ରେ ଟ୍ରାଫିକ ଲାଇଟ୍ ଲଗାଇଛନ୍ତି। ଏହି ଲାଇଟ୍ ଲଗାଇବା ପାଇଁ ପୈାରପରିଷଦ ମାଲକାନଗିରି ପକ୍ଷରୁ ଜି.ଏମ…

Read More

ରାଜ୍ୟ ପଶ୍ଚିମ ବଙ୍ଗର କୋଚ ବିହାର ଜିଲ୍ଲା ସ୍ଥିତ ଖଗରାବାଡ଼ି ଉତ୍ତେଜନାପୂର୍ଣ୍ଣ। ବିରୋଧୀ ଦଳ ନେତା ତଥା ବିଜେପି ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ କୋଚ ବିହାର ଜିଲ୍ଲା ସ୍ଥିତ ଗସ୍ତକୁ ନେଇ ଅଶାନ୍ତିର ପରିବେଶ ସୃଷ୍ଟି ହୋଇଛି। ଅଭିଯୋଗ ଅନୁଯାୟୀ, ଖଗରାବାଡ଼ି ଅଞ୍ଚଳରେ ତୃଣମୂଳ କଂଗ୍ରେସ ଦଳର କର୍ମୀମାନେ ପ୍ରତିବାଦ କରିଥିଲେ ଏବଂ ସେହି ସମୟରେ ବିଜେପି ଦଳ ନେତା ଶୁଭେନ୍ଦୁ ଅଧିକାରୀ ଙ୍କ ଗାଡ଼ି ଓ ସୁରକ୍ଷା ରେ ଥିବା ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଯବାନ ଙ୍କ ଅନେକ ଗାଡ଼ି ଉପରେ ଆକ୍ରମଣ କରାଯାଇଥିଲା। ସ୍ଥାନୀୟ ସୂତ୍ର ଅନୁଯାୟୀ, ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଯାଉଥିବା ଅନେକ ଗାଡ଼ି, ତାଙ୍କ କାର ସମେତ, ଭଙ୍ଗାରୁଜା କରାଯାଇଛି। ଘଟଣାସ୍ଥଳରେ ଏକ ବଡ଼ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତଥାପି, ଶୁଭେନ୍ଦୁ ଅଧିକାରୀ ଏବେ ବି ସୁସ୍ଥ ଥିବା କୁହାଯାଉଛି ଅନ୍ୟ ପଟେ ମମତା ବାନାର୍ଜୀ ସରକାରଙ୍କ ମନ୍ତ୍ରୀ ଉଦୟନ୍…

Read More

ବଲାଙ୍ଗିର ୫.୮. ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀରେ ରେ କୋସଲ ରାଜ୍ୟ ମୁକ୍ତି ମୋଜା ତରଫରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ବେଲପଡ଼ା ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ପ୍ରଦାନ କରିଥିଲେ । କୋସଲ ରାଜ୍ୟ ମୁକ୍ତି ମୋଜାର ସଦସ୍ୟ ମାନେ ଉପସ୍ଥିତ ଥିଲେ ।ବଲାଙ୍ଗିର ରୁ ଦେବେନ୍ଦ୍ର ପୋଡ଼

Read More

ଉତ୍ତରବଙ୍ଗ ଏବଂ ସିକିମକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ୧୦ ନମ୍ବର ଜାତୀୟ ସଡକ ନିରନ୍ତର ପାହାଡ଼ୀ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ରବିବାର, ସିଲିଗୁଡ଼ି ନିକଟ ସ୍ୱେତିଝରା ନିକଟରେ ରାସ୍ତାର ଏକ ବଡ଼ ଅଂଶ ତିସ୍ତା ନଦୀରେ ଧସି ଯାଇଥିଲା। ଫଳସ୍ୱରୂପ, ପ୍ରଶାସନ ଏହି ଜୀବନରେଖାରେ ସମସ୍ତ ଭାରୀ ଯାନ ଚଳାଚଳକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାସ୍ତା ପୃଷ୍ଠରେ ଫାଟ ସୃଷ୍ଟି ହୋଇଥିଲା ଏବଂ ରାସ୍ତା ପୃଷ୍ଠ ଖରାପ ହୋଇଯାଇଥିଲା। ଯଦିଓ ଜାତୀୟ ରାଜପଥ ପ୍ରାଧିକରଣ ଏବଂ ପ୍ରଶାସନ ପକ୍ଷରୁ ଅଞ୍ଚଳ ପାର୍ଶ୍ୱରେ ସତର୍କତା ଜାରି କରାଯାଇଥିଲା, ରାତିସାରା ବର୍ଷା ଯୋଗୁଁ ରବିବାର ସକାଳେ ରାସ୍ତାର ଏକ ବଡ଼ ଅଂଶ ତିସ୍ତା ନଦୀରେ ଧସି ଯାଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜପଥର ପ୍ରଭାବିତ ଅଂଶକୁ ତୁରନ୍ତ ବନ୍ଦ କରିଦିଆଯାଇଥିଲା। ହାଲୁକା ଯାନବାହନକୁ ବିକଳ୍ପ ରାସ୍ତାରେ ପଠାଇବା ପାଇଁ ପ୍ରୟାସ ଚାଲିଛି। ଜାତୀୟ…

Read More

ଆଜି “ମିରର୍ ଅଫ୍ ମାଲକାନଗିରି” (ସାମାଜିକ ସଂସ୍ଥା)ର ସଦସ୍ୟ ମାନେ ନୁତନ ଜିଲ୍ଲାପାଳଙ୍କୁ ସ୍ୱାଗତ ଓ ଅଭିନନ୍ଦନ କରିବାସହ ନିଜରପରିଚୟ ରଖିଥିଲେ l“ମିରର୍ ଅଫ୍ ମାଲକାନଗିରି” ଗତ ବର୍ଷ ହେବ ଜାତି, ଧର୍ମ, ବର୍ଣ୍ଣ, ଭାଷା, ଆର୍ଥିକ ବ୍ୟବସ୍ଥା ରୁ ଦୂରରେ ରହି ମାଲକାନଗିରିଜିଲ୍ଲାର ସର୍ବାଙ୍ଗିନ ବିକାଶ ରେ ସହଭାଗିତା କରିଆସିଛି lଏହି ସଂଗଠନର ସହାୟତାରେ ବିଜୁଳି ଅବ୍ୟବସ୍ଥା, ରାସ୍ତାଘାଟର ନିର୍ମାଣରେ ମାନବୃଦ୍ଧି, ବିକଳାଙ୍ଗ ଓ ବାର୍ଦ୍ଧ୍ୟକ ଭତ୍ତା ସହ ଅନ୍ୟାନ୍ୟ ସହଯୋଗ ପ୍ରଦାନ, ଉଚ୍ଚ ଶିକ୍ଷା ଓ ଉଚ୍ଚ ଚିକିତ୍ସା ନିମନ୍ତେ ଏହି ଜିଲ୍ଲାରେ ସହଯୋଗ ପ୍ରଭୁତି କାର୍ଯ୍ୟ କରିଆସିଛି lଗ୍ରାମାଞ୍ଚଳର ବିଶେଷ ସମସ୍ୟା ଯାହା ଖବର ଆମ ମାଧ୍ୟମରେ ପ୍ରଶାସନକୁ ଅବଗତ କରିବା ଫଳରେ ଅତିଶିଘ୍ର ସେଗୁଡିକର ସମାଧାନ ହେଉଅଛି ଯାହାଫଳରେ ଲୋକମାନେ, ଛାତ୍ରଛାତ୍ରୀ ମାନେ ବିଶେଷ ଉପକୃତ ହୋଇପାରିଛନ୍ତି lଆମ ଜିଲ୍ଲାର ଅନେକ ଦିନରୁ ପଡି ରହିଥିବା ୧୨ଟି ମୂଳ ଭୁତ ସମସ୍ୟାର ଆଶୁ ସମାଧାନ ନିମନ୍ତେ…

Read More