Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Wednesday, May 6
    Facebook X (Twitter) YouTube Instagram
    Trending
    • ଭାରତୀୟ ଜାହାଜକୁ  ଆରବ ସାଗରରୁ ଉଦ୍ଧାର କଲା ପାକିସ୍ତାନ ନୌସେନା
    • ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!
    • ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ
    • ସୁଧୀର ପାତ୍ର ହତ୍ୟା ମାମଲା : ମୁହଁ ଖୋଲିଲେ ସୁଧୀର ପାତ୍ରଙ୍କ ପତ୍ନୀ
    • ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ
    • ଉଦଳା ଡାକ୍ତରଖାନାରେ ଅନ୍ଧାର: ରୋଗୀ ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ :
    • କୁକୁଡ଼ା ଦୋକାନରେ ୧୨ ଫୁଟିଆ ଅହିରାଜ, ବନବିଭାଗର ସଫଳ ଉଦ୍ଧାର :
    • Anuvadini AI Partners with MathZoro to Bring Gamified Mathematics Education for Every Indian School Student
    • ଆସାନସୋଲ ଶିଳ୍ପାଞ୍ଚଳ ସହର ରେ ବହୁ ତୃଣମୂଳ କଂଗ୍ରେସ ଦଳର କାର୍ଯ୍ୟାଳୟରେ ବିଜେପି ଦଳ କର୍ମୀ ଅଗ୍ନିକାଣ୍ଡ ଲଗାଇଲେ ଓ ଭଙ୍ଗାରୁଜା କରିଛନ୍ତି :
    • ଆଜିର ରାଶିଫଳ
    • ମାଟ୍ରିକ ପରୀକ୍ଷାରେ ଏ୧ରେ ଉତୀର୍ଣ୍ଣ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ରାୟଗଡ଼ା ଜିଲ୍ଳାପାଳ
    • କେନ୍ଦ୍ରୀୟ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେପି ସଂସଦୀୟ ବୋର୍ଡ
    • ପଶ୍ଚିମ ବଙ୍ଗ ଲୋକଙ୍କୁ ଧନ୍ୟବାଦ ଜଣାଇଲେ ମୁକେଶ ମହାଲିଙ୍ଗ
    • ମେ ୯ରେ ଶପଥଗ୍ରହଣ : ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ରାଶିଫଳ»ଜାଣନ୍ତୁ ଏ ସପ୍ତାହର ରାଶିଫଳ :

    ଜାଣନ୍ତୁ ଏ ସପ୍ତାହର ରାଶିଫଳ :

    By Charcha NewsApril 26, 2026
    Share
    Facebook Twitter Email WhatsApp

    ରବି, ସୋମ ଓ ମଙ୍ଗଳବାର ଭାଗୀଦାରି ବେପାରରେ ଲାଭ ପାଇବେ। ବୁଧ ଓ ଗୁରୁବାର ଦାମ୍ପତ୍ୟ ଜୀବନରେ ସୁଖ ସୌହାର୍ଦ ବଢ଼ିବ। ଶୁକ୍ର ଓ ଶନିବାର ବଡ଼ଙ୍କର ସ୍ନେହ ଓ ଆଶୀର୍ବାଦ ପାଇବେ। ରବି, ସୋମ ଓ ମଙ୍ଗଳବାର ଉନ୍ନତି ଲାଗି ସୁଯୋଗ ଅପେକ୍ଷା କରି ରହିଛି।
    BY-SUBHASMITA-DT-26.4.2026

    ମେଷ: ରବି, ସୋମ ଓ ମଙ୍ଗଳବାର ଭାଗୀଦାରି ବେପାରରେ ଲାଭ ପାଇବେ। ବୁଧ ଓ ଗୁରୁବାର ଦାମ୍ପତ୍ୟ ଜୀବନରେ ସୁଖ ସୌହାର୍ଦ ବଢ଼ିବ। ଶୁକ୍ର ଓ ଶନିବାର ବଡ଼ଙ୍କର ସ୍ନେହ ଓ ଆଶୀର୍ବାଦ ପାଇବେ।

    ବୃଷ: ରବି, ସୋମ ଓ ମଙ୍ଗଳବାର ଉନ୍ନତି ଲାଗି ସୁଯୋଗ ଅପେକ୍ଷା କରି ରହିଛି। ବୁଧ ଓ ଗୁରୁବାର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଶୁକ୍ର ଓ ଶନିବାର ବିଦେଶ ଯିବାର ସ୍ବପ୍ନ ପୂରା ହୋଇପାରେ।

    ମିଥୁନ: ରବି, ସୋମ ଓ ମଙ୍ଗଳବାର ଉଚ୍ଚପଦ ପ୍ରାପ୍ତ କରିବାର ଇଚ୍ଛା ଜାଗ୍ରତ ହେବ। ବୁଧ ଓ ଗୁରୁବାର ଭଲ ଜାଗାରେ ନିବେଶ କରିପାରନ୍ତି। ଶୁକ୍ର ଓ ଶନିବାର ଅଫିସ୍‌ରେ ନୂଆ ଦାୟିତ୍ବ ଗ୍ରହଣ କରିବେ।

    କର୍କଟ: ରବି, ସୋମ ଓ ମଙ୍ଗଳବାର ପୂର୍ବରୁ ଆରମ୍ଭ କରିଥିବା କାମ ସଂପୂର୍ଣ୍ଣ ହେବ। ବୁଧ ଓ ଗୁରୁବାର କୋର୍ଟକଚେରିରେ କିଛି ବାଧା ଆସିପାରେ। ଶୁକ୍ର ଓ ଶନିବାର ସକାରାତ୍ମକ ମନୋଭାବ ଆପଣଙ୍କୁ ଲାଭ ଦେବ।

    ସିଂହ: ରବି, ସୋମ ଓ ମଙ୍ଗଳବାର ସବୁ କାମ ସରଳତାପୂର୍ବକ ପୂରା ହେବ। ବୁଧ ଓ ଗୁରୁବାର ଜୀବନ ଭଲ ଢଙ୍ଗରେ ଜିଇବା ଲାଗି ପ୍ରୟାସ କରିବେ। ଶୁକ୍ର ଓ ଶନିବାର ସମସ୍ୟା ସମାଧାନ ପାଇଁ ମାର୍ଗ ଖୋଜିନେବେ।

    କନ୍ୟା: ରବି, ସୋମ ଓ ମଙ୍ଗଳବାର ଧାର୍ମିକ ସତ୍‌ସଙ୍ଗକୁ ଯିବେ। ବୁଧ ଓ ଗୁରୁବାର ଚାକିରିରେ ମନପସନ୍ଦ ଜାଗାକୁ ବଦଳି ‌େହାଇପାରନ୍ତି। ଶୁକ୍ର ଓ ଶନିବାର ଜମି ଓ ଭବନରେ ନିବେଶ ପାଇଁ ଭାବିପାରନ୍ତି।

    ତୁଳା: ରବି, ସୋମ ଓ ମଙ୍ଗଳବାର ନୂଆ କାମ କରିବା ଲାଗି ନୂଆ ପଦ୍ଧତି ଉପରେ ବିଚାର କରିବେ। ବୁଧ ଓ ଗୁରୁବାର ଧର୍ମକାର୍ଯ୍ୟରେ ମନ ଲାଗିବ। ଶୁକ୍ର ଓ ଶନିବାର ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ପାଇବେ।

    ବିଛା: ରବି, ସୋମ ଓ ମଙ୍ଗଳବାର ପ୍ରୟାସରେ ଭଲ ପରିଣାମ ପାଇବେ। ବୁଧ ଓ ଗୁରୁବାର କାନୁନ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ। ଶୁକ୍ର ଓ ଶନିବାର ସୋସିଆଲ୍‌ ମିଡିଆରେ ବନ୍ଧୁ ବଢ଼ିବେ।

    ଧନୁ: ରବି, ସୋମ ଓ ମଙ୍ଗଳବାର ପରିଶ୍ରମ ତୁଳନାରେ ଯଥେଷ୍ଟ ଲାଭ ପାଇବେ। ବୁଧ ଓ ଗୁରୁବାର ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ଶୁକ୍ର ଓ ଶନିବାର ବିଦ୍ୟାର୍ଥୀଙ୍କୁ ପରିଶ୍ରମରେ ଭଲ ପରିଣାମ ମିଳିବ।

    ମକର: ରବି, ସୋମ ଓ ମଙ୍ଗଳବାର ଆପଣଙ୍କ କାମରେ ଉପରିସ୍ଥ କର୍ମଚାରୀ ଖୁସି ରହିବେ। ବୁଧ ଓ ଗୁରୁବାର ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ରହିବ। ଶୁକ୍ର ଓ ଶନିବାର ଘରର ପରିବେଶ ସକାରାତ୍ମକ ରହିବ।

    କୁମ୍ଭ: ରବି, ସୋମ ଓ ମଙ୍ଗଳବାର ଚାକିରିରେ ସଫଳତା ମିଳିପାରେ। ବୁଧ ଓ ଗୁରୁବାର କଥା ହେବାବେଳେ ଭାଷା ଉପରେ ଧ୍ୟାନ ଦିଅନ୍ତୁ। ଶୁକ୍ର ଓ ଶନିବାର ଉନ୍ନତି ପାଇଁ ନୂଆ କାମ କରିବାର ଇଚ୍ଛା ବଢ଼ିବ।

    ମୀନ: ରବି, ସୋମ ଓ ମଙ୍ଗଳବାର କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ବୁଧ ଓ ଗୁରୁବାର ଜୀବନସାଥୀ ପାଇଁ କିଛି ବିଶେଷ କରିବେ। ଶୁକ୍ର ଓ ଶନିବାର ଆମଦାନିର ନୂଆ ଉତ୍ସ ପାଇବେ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ଆଜିର ରାଶିଫଳ

    May 6, 2026 ରାଶିଫଳ

    ଆଜିର ରାଶିଫଳ

    May 5, 2026 ରାଶିଫଳ

    ଆଜିର ରାଶିଫଳ :

    May 4, 2026 ଆଜିର ଖବର

    ଜାଣନ୍ତୁ ଆଜିର ରାଶିଫଳ ::

    May 2, 2026 ରାଶିଫଳ

    ଆଜିର ରାଶିଫଳ :

    April 28, 2026 ରାଶିଫଳ

    ଆଜିର ରାଶିଫଳ

    April 27, 2026 ରାଶିଫଳ

    ଜାଣନ୍ତୁ ଆଜିର ରାଶିଫଳ…

    April 25, 2026 ରାଶିଫଳ

    ଆଜିର ରାଶିଫଳ

    April 23, 2026 ରାଶିଫଳ

    ଆଜିର ରାଶିଫଳ

    April 22, 2026 ରାଶିଫଳ

    ଆଜିର ରାଶିଫଳ ::

    April 19, 2026 ରାଶିଫଳ

    ଆଜିର ରାଶିଫଳ ::

    April 18, 2026 ରାଶିଫଳ

    ଆଜିର ରାଶିଫଳ ::

    April 17, 2026 ରାଶିଫଳ
    Watch YouTube

    You May Like

    ଭାରତୀୟ ଜାହାଜକୁ  ଆରବ ସାଗରରୁ ଉଦ୍ଧାର କଲା ପାକିସ୍ତାନ ନୌସେନା

    May 6, 2026

    ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!

    May 6, 2026

    ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ

    May 6, 2026

    ସୁଧୀର ପାତ୍ର ହତ୍ୟା ମାମଲା : ମୁହଁ ଖୋଲିଲେ ସୁଧୀର ପାତ୍ରଙ୍କ ପତ୍ନୀ

    May 6, 2026

    ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ

    May 6, 2026

    ଉଦଳା ଡାକ୍ତରଖାନାରେ ଅନ୍ଧାର: ରୋଗୀ ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ :

    May 6, 2026

    କୁକୁଡ଼ା ଦୋକାନରେ ୧୨ ଫୁଟିଆ ଅହିରାଜ, ବନବିଭାଗର ସଫଳ ଉଦ୍ଧାର :

    May 6, 2026

    Anuvadini AI Partners with MathZoro to Bring Gamified Mathematics Education for Every Indian School Student

    May 6, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.