Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Wednesday, April 22
    Facebook X (Twitter) YouTube Instagram
    Trending
    • ସିପିଆଇ (ଏମଏଲ) ଲିବରେସନ ର ୫୮ ତମ ପାର୍ଟି ପ୍ରତିଷ୍ଠା ଦିବସ ପାଳନ
    • ଜଗତସିଂହପୁରରେ ଚଞ୍ଚଳକର ଘଟଣା: ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ ::
    • ପାଣି ପାଇଁ ରାସ୍ତା ରୋକ୍ :
    • କୋଣାର୍କ ସୂର୍ଯ୍ୟମନ୍ଦିରରୁ ଖୁବଶୀଘ୍ର କଢ଼ାଯିବ ବାଲି,ଆଇଆଇଟି ମାଡ୍ରାସ ଲ୍ୟାବର ରିପୋର୍ଟ ପରେ ଏଏସ୍‌ଆଇ ଆରମ୍ଭ କଲା ବାଲିକଢ଼ା ପ୍ରକ୍ରିୟା
    • ଜନଗଣନା କର୍ମଚାରୀଙ୍କ ସୁରକ୍ଷା ନେଇ ସରକାର ଚିନ୍ତିତ, ଜିଲ୍ଲାପାଳଙ୍କୁ ଜରୁରୀ ନିର୍ଦ୍ଦେଶ :
    • ପୁରୀ ସିଂହଦ୍ୱାର ଗୁମୁଟରୁ ଅପସାରଣ ହୋଇଥିବା ଦଶାବତାର ମୂର୍ତ୍ତି ପୁନଃ ସ୍ଥାପନ ପ୍ରସଙ୍ଗରେ ଏବେ ନୂଆ ଗତି ଆସିଛି। ଏହାକୁ ପୁନଃ ସ୍ଥାପନ କରାଯିବା ପ୍ରସ୍ତାବ ଉପରେ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ସ୍ଥାୟୀ :
    • ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରୁ ଅପସାରଣ କରାଯାଇଥିବା ଦଶାବତାର ମୂର୍ତ୍ତି ପୁନଃ ଅବସ୍ଥାପନ କରାଯିବା ପ୍ରସ୍ତାବ ଉପରେ ମୁକ୍ତି ମଣ୍ଡପ ସ୍ଥାୟୀ ସଭାପତି ଶ୍ରୀମଦ୍ ଜଗଦଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି ମୁଖ୍ୟ ପ୍ରଶାସକ।
    • ପହଲଗାମ ଆକ୍ରମଣ ଘଟଣାକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ :
    • ପୂର୍ବତନ ମୁଖ୍ୟମନ୍ତ୍ରୀ ଡ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ପାଳିତ :
    • ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ୨୨ଯୋଡ଼ାଙ୍କ ବିବାହ ସମ୍ପନ୍ନ :
    • ଜୟ ଜଗନ୍ନାଥ ଧ୍ୱନିରେ ଗୁଞ୍ଜିଲା ଡିହିରାକୁଳ, ସମ୍ପନ୍ନ ହେଲା ରଥ ଅନୁକୂଳ
    • ଆଜିର ରାଶିଫଳ
    • ଉଦଳା ବନାଞ୍ଚଳରେ ଦନ୍ତା ହାତୀ ର ଭୟ :
    • ରାଉରକେଲାରେ ରାଷ୍ଟ୍ରପତି: ୧୫୮ କୋଟିର ୪ଟି ବଡ଼ ପ୍ରକଳ୍ପ ଲୋକାର୍ପଣ :
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ମନୋରଞ୍ଜନ»ପାରିଣୀତିଙ୍କ ନୂଆ ପ୍ରୟାସ :; ମନରଞ୍ଜନ ମନୋରଞ୍ଜନ

    ପାରିଣୀତିଙ୍କ ନୂଆ ପ୍ରୟାସ :; ମନରଞ୍ଜନ ମନୋରଞ୍ଜନ

    By Charcha NewsApril 6, 2026
    Share
    Facebook Twitter Email WhatsApp

    ଅଭିନେତ୍ରୀ ପରିଣୀତି ଚୋପ୍ରା ମାଆ ହେବା ପରେ ଏକ ଅଭିନବ ଆଲୋଚନା କାର୍ଯ୍ୟକ୍ରମ ଉନ୍ମୋଚନ କରିଛନ୍ତି। ଏହାର ନାମ ‘ମମ୍ ଟକ୍‌ସ’। ଏଥିରେ ସେ ଟେଲିଭିଜନ୍‌ ଓ ବଲିଉଡ୍‌ ଜଗତର ବିଭିନ୍ନ ତାରକାଙ୍କ ସହିତ ଗର୍ଭାବସ୍ଥା ଓ ମାତୃତ୍ବ ସମ୍ପର୍କରେ |

    BY-SUBHASMITA-DT-6.4.2026

    ଅଭିନେତ୍ରୀ ପରିଣୀତି ଚୋପ୍ରା ମାଆ ହେବା ପରେ ଏକ ଅଭିନବ ଆଲୋଚନା କାର୍ଯ୍ୟକ୍ରମ ଉନ୍ମୋଚନ କରିଛନ୍ତି। ଏହାର ନାମ ‘ମମ୍ ଟକ୍‌ସ’। ଏଥିରେ ସେ ଟେଲିଭିଜନ୍‌ ଓ ବଲିଉଡ୍‌ ଜଗତର ବିଭିନ୍ନ ତାରକାଙ୍କ ସହିତ ଗର୍ଭାବସ୍ଥା ଓ ମାତୃତ୍ବ ସମ୍ପର୍କରେ ମନଖୋଲା ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମର ଟ୍ରେଲର୍‌ରେ ଦେଖିବାକୁ ମିଳିଛି ସେ ବିକ୍ରାନ୍ତ ମୈସୀ ଓ ତାଙ୍କ ପତ୍ନୀ ଶୀତଲ ଠାକୁରଙ୍କ ଠାରୁ ଆରମ୍ଭ କରି ଇମ୍ରାନ ଖାଁ, ଦିଶା ପରମାର, ନେହା ଧୁପିୟା ଓ ସ୍ବାମୀ ଜୈଦ ଦରବାର ଭଳି ଅତିଥିଙ୍କ ସହିତ ଗର୍ଭାବସ୍ଥା ନେଇ ରହିଥିବା ଅନ୍ଧବିଶ୍ବାସ ଓ ଭୁଲ୍‌ ଧାରଣା ସମ୍ପର୍କରେ ବିଚାରବିମର୍ଶ କରୁଛନ୍ତି। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିବା ବେଳେ ସ୍ବାମୀ ତଥା ରାଜନେତା ରାଘବ ଚଢ଼ାଙ୍କ ଉପରେ ସେ ପ୍ରଶଂସାର ବର୍ଷା କରିଛନ୍ତି।

    ଗତ ବର୍ଷ ଏକ ପୁତ୍ରସନ୍ତାନକୁ ଜନ୍ମ ଦେବା ପରେ ରାଘବ ତା’ ଯତ୍ନ ନେବାରେ ସମାନ ଦାୟିତ୍ବ ତୁଲାଉଥିବା କଥା ପରିଣୀତି ପ୍ରକାଶ କରିଛନ୍ତି। ଶାଶୂଘରର ଅନ୍ୟ ସମସ୍ତେ ମଧ୍ୟ ତାଙ୍କୁ ଅନୁରୂପ ସମର୍ଥନ ଦେଇଆସିଛନ୍ତି। ତେବେ ସବୁ ମହିଳାଙ୍କୁ ଏଭଳି ସୌଭାଗ୍ୟ ମିଳେ ନାହିଁ, କିଛି ମହିଳା ଏକାକୀ ସନ୍ତାନକୁ ବଡ଼ କରନ୍ତି। ଗୋଟିଏ ଶିଶୁକୁ ବଡ଼ କରିବାର କିପରି ଅଲଗା ଅଲଗା ଶୈଳୀ ହୋଇପାରେ ତାହା ହିଁ ସେ ‘ମମ୍‌ ଟକ୍‌ସ’ କାର୍ଯ୍ୟକ୍ରମ ଜରିଆରେ ଦର୍ଶକଙ୍କୁ ଜଣାଇବାକୁ ଚାହାନ୍ତି। ‘ଜି୫’ରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ୨୦୨୪ର ‘ଅମର ସିଂହ ଚମକିଲା’ରେ ଶେଷ ଥର ପାଇଁ ପରିଣୀତିଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କର ‘ତଲାସ: ଏ ମଦର୍ସ ସର୍ଚ୍ଚ’ ନାମକ ୱେବ୍‌ ଧାରାବାହିକ ଆସିବାର ଅଛି ।  

    ଚର୍ଚ୍ଚା news   

    Share. Facebook Twitter WhatsApp

    Related Posts

    ଜାତୀୟ ମଞ୍ଚରେ ଓଡ଼ିଆ ସିନେମାର ଗୌରବ ବୋଉ ବୁଟୁ ଭୂତ’ ଓ ‘ଅନନ୍ତା’ର ଚମକ

    April 17, 2026 ବିଶେଷ

    ରାମାୟଣ ଟିଜର୍‌କୁ ‌ନେଇ ଚର୍ଚ୍ଚା ::

    April 5, 2026 ବିଶେଷ

    ଏୟାରପୋର୍ଟରେ ଧୋନୀଙ୍କ ଚେକିଂ, ସଚିନଙ୍କୁ କାହିଁକି ମିଳେ ଛାଡ଼? ଭାଇରାଲ୍ ଭିଡିଓର ସତ୍ୟ ::

    April 4, 2026 ଆଜିର ଖବର

    ବାଧ୍ୟ ହୋଇ ଥାନାର ଦ୍ଵାରସ୍ଥ ହେଲେ ପତ୍ନୀ

    August 23, 2025 ମନୋରଞ୍ଜନ
    Watch YouTube

    You May Like

    ସିପିଆଇ (ଏମଏଲ) ଲିବରେସନ ର ୫୮ ତମ ପାର୍ଟି ପ୍ରତିଷ୍ଠା ଦିବସ ପାଳନ

    April 22, 2026

    ଜଗତସିଂହପୁରରେ ଚଞ୍ଚଳକର ଘଟଣା: ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ ::

    April 22, 2026

    ପାଣି ପାଇଁ ରାସ୍ତା ରୋକ୍ :

    April 22, 2026

    କୋଣାର୍କ ସୂର୍ଯ୍ୟମନ୍ଦିରରୁ ଖୁବଶୀଘ୍ର କଢ଼ାଯିବ ବାଲି,ଆଇଆଇଟି ମାଡ୍ରାସ ଲ୍ୟାବର ରିପୋର୍ଟ ପରେ ଏଏସ୍‌ଆଇ ଆରମ୍ଭ କଲା ବାଲିକଢ଼ା ପ୍ରକ୍ରିୟା

    April 22, 2026

    ଜନଗଣନା କର୍ମଚାରୀଙ୍କ ସୁରକ୍ଷା ନେଇ ସରକାର ଚିନ୍ତିତ, ଜିଲ୍ଲାପାଳଙ୍କୁ ଜରୁରୀ ନିର୍ଦ୍ଦେଶ :

    April 22, 2026

    ପୁରୀ ସିଂହଦ୍ୱାର ଗୁମୁଟରୁ ଅପସାରଣ ହୋଇଥିବା ଦଶାବତାର ମୂର୍ତ୍ତି ପୁନଃ ସ୍ଥାପନ ପ୍ରସଙ୍ଗରେ ଏବେ ନୂଆ ଗତି ଆସିଛି। ଏହାକୁ ପୁନଃ ସ୍ଥାପନ କରାଯିବା ପ୍ରସ୍ତାବ ଉପରେ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ସ୍ଥାୟୀ :

    April 22, 2026

    ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରୁ ଅପସାରଣ କରାଯାଇଥିବା ଦଶାବତାର ମୂର୍ତ୍ତି ପୁନଃ ଅବସ୍ଥାପନ କରାଯିବା ପ୍ରସ୍ତାବ ଉପରେ ମୁକ୍ତି ମଣ୍ଡପ ସ୍ଥାୟୀ ସଭାପତି ଶ୍ରୀମଦ୍ ଜଗଦଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି ମୁଖ୍ୟ ପ୍ରଶାସକ।

    April 22, 2026

    ପହଲଗାମ ଆକ୍ରମଣ ଘଟଣାକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ :

    April 22, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.