Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Wednesday, May 20
    Facebook X (Twitter) YouTube Instagram
    Trending
    • ଋଣ ଆଦାୟ ନାଁରେ ଦାଦାଗିରି ପରେ ମରଣାତ୍ମକ ଆକ୍ରମଣ, ଯୁବକ ଗୁରୁତର
    • କୋଡ଼ିଙ୍ଗାରେ ନୂତନ JMFC କୋର୍ଟ ଉଦଘାଟନ
    • ଅଜଣା ଗାଡ଼ି ଧକ୍କାରେ ହରିଣ ଗୁରୁତର ଆହତ
    • ରାୟଗଡ଼ ଜିଲ୍ଲାର ୫୨୫ଟି ଗାଁରେ ଅନୁଷ୍ଠିତ ହେବ “ଜନ ଭାଗିଦାରୀ-ସବ୍‌ସେ ଦୂର, ସବ୍‌ସେ ପହେଲେ” ଆଇ.ଇ.ସି ଅଭିଯାନ
    • ମାନିଗାଁ ରେ ନିଶା ମୁକ୍ତ ଅଭିଯାନ
    • ଗୁଡାରି ବ୍ଲକ କାର୍ଯ୍ୟଳୟ ପରିସରରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
    • ନିଖିଲ ହତ୍ୟାକାଣ୍ଡ ମାମଲା ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀ ଗିରଫ,୯ଜଣ ଗିରଫ
    • କେନ୍ଦ୍ରାପଡା ଜିଲ୍ଲାରେ ପୁଣି ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ
    • ପଶ୍ଚିମବଙ୍ଗରେ ବୁଲଡୋଜର ବୁଲିଲା :
    • ପୁଣି ବଢ଼ିଲା ସିଏନଜି ଦର , କିଲୋଗ୍ରାମ୍ ପିଛା ଆଉ ୧ ଟଙ୍କା ବୃଦ୍ଧି
    • ନୟାଗଡ଼ ଜିଲ୍ଲାରେ ଭିଜିଲାନ୍ସର ବଡ଼ ଧରପକଡ଼ । ଘୁଷ ନେବା ବେଳେ ନୟାଗଡ଼ ଜିଲ୍ଲା ଭାପୁର ଗ୍ରାମ୍ୟ କାର୍ଯ୍ୟ ବିଭାଗ (RW Section) ର ଜୁନିୟର ଇଞ୍ଜିନିୟର କେଶବ ସୁବୁଦ୍ଧିଙ୍କୁ ଓଡ଼ିଶା ଭିଜିଲାନ୍ସ ରବିବାର ହାତେନାତ ଧରିବାରେ ସଫଳ ହୋଇଛି ।
    • ଉଦଳାରେ ବେଆଇନ ଖଣିଜ ଚାଲାଣ ଉପରେ ପ୍ରଶାସନର କଡ଼ା ଚଢ଼ାଉ
    • କୁକୁଡ଼ା ଭାତକୁ ନେଇ ଉଦଳା ଢିପା ସାହିରେ ତୁମୁଳ କାଣ୍ଡ, ୪ ଆହତ ::
    • ପାଣିରେ ବୁଡ଼ିଯାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି।
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଅନ୍ୟାନ୍ୟ»ଅଜଣା ଗାଡ଼ି ଧକ୍କାରେ ହରିଣ ଗୁରୁତର ଆହତ

    ଅଜଣା ଗାଡ଼ି ଧକ୍କାରେ ହରିଣ ଗୁରୁତର ଆହତ

    By Charcha NewsMay 19, 2026
    Share
    Facebook Twitter Email WhatsApp

    ସାମ୍ବାଦିକ- ରାଜୀବ କୁମାର ବେହେରା
    ତାରିଖ-୧୮-୦୫-୨୦୨୬

    ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶ ଉଦଳା ବନାଞ୍ଚଳ ଅଧୀନ ଚୁଳିଆପୁଷି ନିକଟରେ ଅଜଣା ଗାଡ଼ି ଧକ୍କାରେ ଏକ ହରିଣ ଗୁରୁତର ଭାବେ ଆହତ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଧକ୍କା ଦେଇ ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଉଦଳା ବନ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ହରିଣଟିକୁ ଉଦ୍ଧାର କରିଥିଲେ। ପରେ ହରିଣଟିକୁ ଉଦଳା ପ୍ରାଣୀ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଚିକିତ୍ସା ସମୟରେ ହରିଣଟିର ଗୋଟିଏ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ହରିଣଟି ପାଟପୁର ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ବାହାରକୁ ବୁଲି ବାକୁ ବାହାରି ଆସିଥିବା ବେଳେ ସକାଳ ସମୟରେ ଚୁଳିଆପୁଷି ଗୋରୁହାଟ ନିକଟରେ ଦୁର୍ଘଟଣାର ସିକାର ହୋଇଥିଲା। ବନ ବିଭାଗ ପକ୍ଷରୁ ହରିଣଟିର ବୟସ ପ୍ରାୟ ୫ ବର୍ଷ ଏବଂ ଓଜନ ପାଖାପାଖି ପ୍ରାୟ ୨୦ କିଲୋ ହୋଇଥିବା ସୂଚନା ମିଳିଛି।
    ବର୍ତ୍ତମାନ ଉଦଳା ବନ ବିଭାଗ ତତ୍ତ୍ୱାବଧାନରେ ହରିଣଟିର ଚିକିତ୍ସା ଜାରି ରହିଛି ଏବଂ ତାହାର ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ହରିଣଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ଉଦଳା ବନାଞ୍ଚଳ ରେଞ୍ଜର ସୁଶାନ୍ତ କୁମାର ଦେ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ବନାଞ୍ଚଳ ରାସ୍ତାରେ ସତର୍କତାର ସହ ଗାଡ଼ି ଚଳାଇବାକୁ ସାଧାରଣରେ ଦାବି ହେଉଛି।

    Share. Facebook Twitter WhatsApp

    Related Posts

    ଉଦଳା ଡାକ୍ତରଖାନାରେ ଅନ୍ଧାର: ରୋଗୀ ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ :

    May 6, 2026 ଅନ୍ୟାନ୍ୟ

    ମହାନଦୀ ଜଳ ବିବାଦ ମାମଲା ; ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି

    May 2, 2026 ଅନ୍ୟାନ୍ୟ

    କଟକର ମାଲଗୋଦାମ ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ଆକ୍ରମଣ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ::

    March 31, 2026 ଅନ୍ୟାନ୍ୟ

    ଛେଳି ଚୋରୀ କରିବାକୁ ଆସି ବାଇକ୍ ଛାଡି ଫେରାର ଦୁର୍ବୁତ୍ତ ::

    March 31, 2026 ଅନ୍ୟାନ୍ୟ

    ବିଏମ୍ ସିର ସ୍ୱଚ୍ଛ ସର୍ବେ କ୍ଷଣରେ ଯୋଡିହେଲା ଆଉ ଏକ ଫର୍ଦ୍ଦ ::

    March 31, 2026 ଅନ୍ୟାନ୍ୟ

    ଏସ.ସି.ବି. ମେଡିକାଲ ଅଗ୍ନିକାଣ୍ଡରେ ଆହତ ହୋଇଥିବା ଲୋକଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ବୁଝିଲେ ::

    March 28, 2026 ଅନ୍ୟାନ୍ୟ

    ଲୋକ କଳା, ଲୋକ ସଂସ୍କୃତିର ମହାକୁମ୍ଭ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬

    January 15, 2026 ଅନ୍ୟାନ୍ୟ

    କାଳିଜାଈ ପୀଠରେ ମକର ମେଳା ପର୍ବ ବେଶ୍ ଧୁମ୍ ଧାମରେ ପାଳିତ

    January 15, 2026 ଅନ୍ୟାନ୍ୟ

    ଟଏଲେଟକୁ ଫୋନ ନେଲେ ହେବ ପାରାଲିସିସ୍ !

    September 4, 2025 ଅନ୍ୟାନ୍ୟ

    ଏକାଠୀ ନୂଆଁଖାଇଲେ 30 ପରିବାର

    August 29, 2025 ଅନ୍ୟାନ୍ୟ

    ତାରାପୀଠରେ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଙ୍କ ସମାଗମ ସହିତ ସାଧୁ ସନ୍ଥଙ୍କ ତାନ୍ତ୍ରିକ ସମାଗମ

    August 22, 2025 ଅନ୍ୟାନ୍ୟ

    ମୋଦିଙ୍କ ଉଦ୍‌ଘାଟନ ପରେ ସାଧାରଣ ଜନତାଙ୍କ ପାଇଁ ଆରମ୍ଭ ହେବ ନୂତନ ୩ ମେଟ୍ରୋ ରୁଟ୍‌

    August 22, 2025 ଅନ୍ୟାନ୍ୟ
    Watch YouTube

    You May Like

    ଋଣ ଆଦାୟ ନାଁରେ ଦାଦାଗିରି ପରେ ମରଣାତ୍ମକ ଆକ୍ରମଣ, ଯୁବକ ଗୁରୁତର

    May 20, 2026

    କୋଡ଼ିଙ୍ଗାରେ ନୂତନ JMFC କୋର୍ଟ ଉଦଘାଟନ

    May 20, 2026

    ଅଜଣା ଗାଡ଼ି ଧକ୍କାରେ ହରିଣ ଗୁରୁତର ଆହତ

    May 19, 2026

    ରାୟଗଡ଼ ଜିଲ୍ଲାର ୫୨୫ଟି ଗାଁରେ ଅନୁଷ୍ଠିତ ହେବ “ଜନ ଭାଗିଦାରୀ-ସବ୍‌ସେ ଦୂର, ସବ୍‌ସେ ପହେଲେ” ଆଇ.ଇ.ସି ଅଭିଯାନ

    May 19, 2026

    ମାନିଗାଁ ରେ ନିଶା ମୁକ୍ତ ଅଭିଯାନ

    May 18, 2026

    ଗୁଡାରି ବ୍ଲକ କାର୍ଯ୍ୟଳୟ ପରିସରରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

    May 18, 2026

    ନିଖିଲ ହତ୍ୟାକାଣ୍ଡ ମାମଲା ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀ ଗିରଫ,୯ଜଣ ଗିରଫ

    May 18, 2026

    କେନ୍ଦ୍ରାପଡା ଜିଲ୍ଲାରେ ପୁଣି ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ

    May 18, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.