Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Friday, June 12
    Facebook X (Twitter) YouTube Instagram
    Trending
    • ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ମିଳନୀ ଓ କାର୍ଯ୍ଯକର୍ତ୍ତା ନିର୍ବାଚନ
    • ସ୍ୱତନ୍ତ୍ର ସଘନ ସଂଶୋଧନ (SIR) -୨୦୨୬ ଅନ୍ତର୍ଗତ ରାୟଗଡ଼ରେ ଭୋଟର ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ
    • ଆଦର୍ଶ ବ୍ଲକ ରେ କଳା ସତ୍ୟ: ସ୍ୱାଧୀନତାର ୭୫ ବର୍ଷ ପରେ ବି ଟୋପେ ପାଣି ପାଇଁ ସଂଘର୍ଷ
    • ପରମ୍ପରା ଓ ମାନବିକତା ମଧ୍ୟରେ ଫସିଛି ଏକ ପରିବାର
    • ବାଘ ଛାଲ ଜବତ,8 ଗିରଫ୍
    • ସୌରା ଭାଷାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା: ଲାଞ୍ଜିଆ ସୌରା ଗ୍ରାମରେ ପହଞ୍ଚିଲେ ଜିଲ୍ଲା ପ୍ରଶାସନ 
    • ଡହ ଡହ ଖରାରେ ରନ୍ଧନ ଗ୍ୟାସ ପାଇଁ ଧାରଣା: ତିନି ମାସ ଧରି ଗ୍ୟାସ ବୁକିଂ କରିଥିଲେ ମଧ୍ୟ ମିଳୁନି ସିଲିଣ୍ଡର
    • ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ
    • ସୌରା ଭାଷାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା: ଲାଞ୍ଜିଆ ସୌରା ଗ୍ରାମରେ ପହଞ୍ଚିଲେ ଜିଲ୍ଲା ପ୍ରଶାସନ 
    • ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହେଲେ ସୁନୀତି
    • ମେଧାବୀ ଛାତ୍ରୀଙ୍କ ମୃତ୍ୟୁରେ ଥରିଲା ଓଡ଼ିଶା : ପ୍ରେମ, ପ୍ରତାରଣା ନା ଷଡ଼ଯନ୍ତ୍ର ? ଉତ୍ତର ଖୋଜୁଛି ପୋଲିସ
    • ବିଶ୍ୱ ପରିବେଶ ଦିବସ ଅବସରରେ ଗୁଣପୁର ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ
    • କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ର ଗୁଣପୁର,ପଦ୍ମପୁର ଓ ମୁନିଗୁଡ଼ା ଠାରେ ATM ଶୁଭ ଉଦଘାଟନ
    • ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଦେଶ ବିଦେଶ»ଆଜିଠାରୁ ଦୁଇଦିନିଆ ସିକିମ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ଆଜିଠାରୁ ଦୁଇଦିନିଆ ସିକିମ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    By Charcha NewsApril 27, 2026
    Share
    Facebook Twitter Email WhatsApp

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଦୁଇଦିନିଆ ସିକିମ ଗସ୍ତରେ ଯାଉଛନ୍ତି। ସେ ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସ ପାଳନର ଉଦଯାପନୀ ଉତ୍ସବରେ ଯୋଗଦେବେ। ୪ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦୀ ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଦୁଇଦିନିଆ ସିକିମ ଗସ୍ତରେ ଯାଉଛନ୍ତି। ସେ ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସ ପାଳନର ଉଦଯାପନୀ ଉତ୍ସବରେ ଯୋଗଦେବେ। ୪ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦୀ । ଆଜି  ଅପରାହ୍ନ ୩ଟାରେ ମୋଦୀ ସିକିମର ରାଜଧାନୀ ଗ୍ୟାଙ୍ଗଟକରେ ପହଞ୍ଚିବେ । ସେ ଲିବିଂ ହେଲିପ୍ୟାଡରୁ  ଲୋକଭବନ ପର୍ଯ୍ୟନ୍ତ  ରୋଡ୍ ସୋ କରିବେ।  ମୋଦୀ ତାଙ୍କର ଦୁଇ ଦିନିଆ ଗସ୍ତ ସମୟରେ  ପ୍ରଧାନମନ୍ତ୍ରୀ ଶିକ୍ଷା, ସ୍ୱାସ୍ଥ୍ୟ, ସଂଯୋଗୀକରଣ, ଭିତ୍ତିଭୂମି, ପର୍ୟ୍ୟଟନ, ପରିବେଶ ଏବଂ କୃଷି ସହିତ ଜଡ଼ିତ ପ୍ରାୟ ୪ ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିରେ ନାମଚିରେ ଶହେ  ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ଦେଓରାଲିରେ ୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ତିସ୍ତା ନଦୀ ଉପରେ ଦୁଇଟି ଡବଲ-ଲେନ୍ ଇସ୍ପାତ ସେତୁ ଏବଂ ଗ୍ୟାଙ୍ଗଟକରେ ସିଭିଲ ସର୍ଭିସ୍ ଅଫିସର୍ସ ଇନଷ୍ଟିଚ୍ୟୁଟ୍ ଅନ୍ତର୍ଭୁକ୍ତ । 

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ବାଂଲାଦେଶ ରେଫରି ହୋଇପାରିବ କିନ୍ତୁ ଫୁଟବଲ୍ ନୁହେଁ

    May 11, 2026 ଦେଶ ବିଦେଶ

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026 ଅର୍ଥନୀତି

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026 ଆଜିର ଖବର

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026 ଆଜିର ଖବର

    ଭାରତୀୟ ଜାହାଜକୁ  ଆରବ ସାଗରରୁ ଉଦ୍ଧାର କଲା ପାକିସ୍ତାନ ନୌସେନା

    May 6, 2026 ଦେଶ ବିଦେଶ

    ଗ୍ୟାଙ୍ଗଟକରେ ଫୁଟବଲ ଖେଳିଲେ ପ୍ରଧାନମନ୍ତ୍ରୀ :

    April 28, 2026 ଦେଶ ବିଦେଶ

    ଜାତିସଂଘରେ ଆମେରିକା ଇରାନ ମୁହାଁମୁହିଁ: NPT ଦାୟିତ୍ୱକୁ ନେଇ ତୀବ୍ର ବିବାଦ :

    April 28, 2026 ଦେଶ ବିଦେଶ

    ମୁଁ ଅନୁଭବ କଲି, ଓଡ଼ିଶା ଏବଂ ବିହାର ପରେ ଏଥର ପଶ୍ଚିମବଙ୍ଗରେ ପଦ୍ମ ଫୁଟିବ ପଦ୍ମ: ପ୍ରଧାନମନ୍ତ୍ରୀ

    April 27, 2026 ଆଜିର ଖବର

    ଇସ୍ରାଏଲୀ ଧମକକୁ ଅସ୍ୱୀକାର କଲା Hezbollah, ସିଧାସଳଖ ଆଲୋଚନାକୁ କହିଲା “ବଡ଼ ପାପ” ::

    April 27, 2026 ଆଜିର ଖବର

    ସକାଳୁ ସକାଳୁ ଥରିଲା ଜାପାନ: ହୋକ୍କାଇଡୋରେ ୬.୧ ତୀବ୍ରତାର ଭୂମିକମ୍ପ :

    April 27, 2026 ଦେଶ ବିଦେଶ

    ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର: ଆର୍ଥିକ ସମ୍ପର୍କରେ ନୂଆ ଅଧ୍ୟାୟ :

    April 27, 2026 ଅର୍ଥନୀତି

    ଦିଲ୍ଲୀରେ ଟଳିଲା ବଡ଼ ବିମାନ ଦୁର୍ଘଟଣା, ଉଡ଼ାଣ ପୂର୍ବରୁ ଇଞ୍ଜିନରେ ନିଆଁ; ୬ ଆହତ

    April 26, 2026 ଦେଶ ବିଦେଶ
    Watch YouTube

    You May Like

    ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ମିଳନୀ ଓ କାର୍ଯ୍ଯକର୍ତ୍ତା ନିର୍ବାଚନ

    June 8, 2026

    ସ୍ୱତନ୍ତ୍ର ସଘନ ସଂଶୋଧନ (SIR) -୨୦୨୬ ଅନ୍ତର୍ଗତ ରାୟଗଡ଼ରେ ଭୋଟର ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

    June 7, 2026

    ଆଦର୍ଶ ବ୍ଲକ ରେ କଳା ସତ୍ୟ: ସ୍ୱାଧୀନତାର ୭୫ ବର୍ଷ ପରେ ବି ଟୋପେ ପାଣି ପାଇଁ ସଂଘର୍ଷ

    June 7, 2026

    ପରମ୍ପରା ଓ ମାନବିକତା ମଧ୍ୟରେ ଫସିଛି ଏକ ପରିବାର

    June 7, 2026

    ବାଘ ଛାଲ ଜବତ,8 ଗିରଫ୍

    June 7, 2026

    ସୌରା ଭାଷାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା: ଲାଞ୍ଜିଆ ସୌରା ଗ୍ରାମରେ ପହଞ୍ଚିଲେ ଜିଲ୍ଲା ପ୍ରଶାସନ 

    June 7, 2026

    ଡହ ଡହ ଖରାରେ ରନ୍ଧନ ଗ୍ୟାସ ପାଇଁ ଧାରଣା: ତିନି ମାସ ଧରି ଗ୍ୟାସ ବୁକିଂ କରିଥିଲେ ମଧ୍ୟ ମିଳୁନି ସିଲିଣ୍ଡର

    June 7, 2026

    ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ

    June 7, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.