Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Sunday, May 3
    Facebook X (Twitter) YouTube Instagram
    Trending
    • ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର
    • ଚର୍ଚ୍ଚାରେ ମାଟ୍ରିକ୍ ରେଜଲ୍ଟ : ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା
    • ମହାନଦୀ ଜଳ ବିବାଦ ମାମଲା ; ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି
    • ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ::
    • ଅପରାଜିତ ମାତୃତ୍ୱ
    • ଆଜି ପ୍ରକାଶ ପାଇବ ଦଶମ ଶ୍ରେଣୀ ପରୀକ୍ଷା ଫଳ , ପିଲାମାନେ ଚାପମୁକ୍ତ ହେବା ପାଇଁ ସ୍ପେଶାଲ ଟିପ୍ସ
    • ଜାଣନ୍ତୁ ଆଜିର ରାଶିଫଳ ::
    • ରାୟଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ
    • ବାଇକକୁ ସାଇଡ ଦେବାକୁ ଯାଇ ଘରେ ପଶିଲା କାର, ଦୁଇ ବୃଦ୍ଧ ଅଳ୍ପକେ ବର୍ତ୍ତିଲେ
    • ଓଡ଼ିଶାର କ୍ରିକେଟ୍ ମଣ୍ଡଳୀରେ ଶୋକର ଛାୟା
    • ବଜ୍ରପାତ ନେଲା ୧୨ଟି ଗୋରୁଙ୍କ ଜୀବନ
    • ବନ୍ୟଜନ୍ତୁ ଅପରାଧ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି
    • ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଯାତ୍ରା ମହୋତ୍ସଭ୍ ଉଦଯାପିତ
    • ନୃସିଂହଚତୁର୍ଦଶ ମେଳା ଅନୁଷ୍ଠିତ
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଦେଶ ବିଦେଶ»ସକାଳୁ ସକାଳୁ ଥରିଲା ଜାପାନ: ହୋକ୍କାଇଡୋରେ ୬.୧ ତୀବ୍ରତାର ଭୂମିକମ୍ପ :

    ସକାଳୁ ସକାଳୁ ଥରିଲା ଜାପାନ: ହୋକ୍କାଇଡୋରେ ୬.୧ ତୀବ୍ରତାର ଭୂମିକମ୍ପ :

    By Charcha NewsApril 27, 2026
    Share
    Facebook Twitter Email WhatsApp

    BY-SUBHASMITA-DT-27.4.2026

    ଟୋକିଓ: ଜାପାନରେ ପୁଣି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ସୋମବାର ପ୍ରତ୍ୟୁଷରେ ଉତ୍ତର ଜାପାନର ହକ୍କାଇଡ ଅଞ୍ଚଳରେ ୬.୧ ତୀବ୍ରତାର ଭୂମିକମ୍ପ ଘଟିଥିବା ଜଣାପଡ଼ିଛି। ହଠାତ୍ ଭୂମି କମ୍ପନ ଯୋଗୁଁ ଘରେ ଶୁଇଥିବା ଲୋକମାନେ ଭୟଭୀତ ହୋଇ ବାହାରକୁ ଦୌଡ଼ି ଆସିଥିଲେ।

    ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୬.୧ ଥିଲା। ଏହାର କେନ୍ଦ୍ରସ୍ଥଳ ହକ୍କାଇଡ ର Sarabetsu ସହରରୁ ପ୍ରାୟ ୧୮ କି.ମି. ପଶ୍ଚିମରେ ଏବଂ ଭୂଗର୍ଭର ପ୍ରାୟ ୮୧ କି.ମି. ଗଭୀରତାରେ ଥିଲା।

    ଗଭୀରତା ଅଧିକ ଥିବାରୁ ପୃଷ୍ଠଭାଗରେ କ୍ଷତି ସୀମିତ ରହିଛି ଭୂମିକମ୍ପର ଝଟକା ଅନୁଭବ ହେବା ସହିତ ଲୋକମାନେ ଭୟରେ ଘର ଛାଡ଼ି ବାହାରକୁ ଆସିଥିଲେ। କିଛି ସମୟ ପାଇଁ ଆତଙ୍କର ପରିସ୍ଥିତି ହୋଇଥିଲା। କୌଣସି ଧନଜୀବନ ହାନୀର ସୂଚନା ମିଳିନାହିଁ ସୁନାମି ସତର୍କତା ଜାରି କରାଯାଇନାହିଁ |ପରିସ୍ଥିତି ଏବେ ନିୟନ୍ତ୍ରଣରେ ଅଛି ଗତ କିଛି ଦିନ ଧରି ଜାପାନରେ ଭୂମିକମ୍ପ ଘଟଣା ବଢ଼ୁଛି। ଏପ୍ରିଲ ୨୦ ତାରିଖରେ ମଧ୍ୟ ୭.୪ ତୀବ୍ରତାର ଭୂମିକମ୍ପ ହୋଇଥିଲା, ଯାହା ପରେ ସୁନାମି ସତର୍କତା ଜାରି ହୋଇଥିଲା। ଜାପାନ ଭୂମିକମ୍ପ-ପ୍ରବଣ ଦେଶ ହେବାରୁ ପୁଣି ଏହି ଘଟଣା ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ତଥାପି, ଏଥର କୌଣସି ବଡ଼ କ୍ଷତି ନ ହେବା ଆଶ୍ୱସ୍ତିର କଥା ହେଉଛି |

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ଗ୍ୟାଙ୍ଗଟକରେ ଫୁଟବଲ ଖେଳିଲେ ପ୍ରଧାନମନ୍ତ୍ରୀ :

    April 28, 2026 ଦେଶ ବିଦେଶ

    ଜାତିସଂଘରେ ଆମେରିକା ଇରାନ ମୁହାଁମୁହିଁ: NPT ଦାୟିତ୍ୱକୁ ନେଇ ତୀବ୍ର ବିବାଦ :

    April 28, 2026 ଦେଶ ବିଦେଶ

    ମୁଁ ଅନୁଭବ କଲି, ଓଡ଼ିଶା ଏବଂ ବିହାର ପରେ ଏଥର ପଶ୍ଚିମବଙ୍ଗରେ ପଦ୍ମ ଫୁଟିବ ପଦ୍ମ: ପ୍ରଧାନମନ୍ତ୍ରୀ

    April 27, 2026 ଆଜିର ଖବର

    ଇସ୍ରାଏଲୀ ଧମକକୁ ଅସ୍ୱୀକାର କଲା Hezbollah, ସିଧାସଳଖ ଆଲୋଚନାକୁ କହିଲା “ବଡ଼ ପାପ” ::

    April 27, 2026 ଆଜିର ଖବର

    ଆଜିଠାରୁ ଦୁଇଦିନିଆ ସିକିମ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    April 27, 2026 ଦେଶ ବିଦେଶ

    ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର: ଆର୍ଥିକ ସମ୍ପର୍କରେ ନୂଆ ଅଧ୍ୟାୟ :

    April 27, 2026 ଅର୍ଥନୀତି

    ଦିଲ୍ଲୀରେ ଟଳିଲା ବଡ଼ ବିମାନ ଦୁର୍ଘଟଣା, ଉଡ଼ାଣ ପୂର୍ବରୁ ଇଞ୍ଜିନରେ ନିଆଁ; ୬ ଆହତ

    April 26, 2026 ଦେଶ ବିଦେଶ

    ଖାଉଥିଲେ ଟ୍ରମ୍ପ, ବନ୍ଧୁକ ଧରି ପଶିଗଲେ ଦୁର୍ବୃତ୍ତ: ନିଜ ଦେଶରେ ଅସୁରକ୍ଷିତ ଆମେରିକା ରାଷ୍ଟ୍ରପତି

    April 26, 2026 ଦେଶ ବିଦେଶ

    ୩୧ ଇରାନୀ ଜାହାଜକୁ ଅଟକାଇଲା ଆମେରିକା, ହର୍ମୁଜ୍‌ରେ କଡ଼ା ନାକାବନ୍ଦୀ :

    April 23, 2026 ଦେଶ ବିଦେଶ

    ୩୧ ଇରାନୀ ଜାହାଜକୁ ଅଟକାଇଲା ଆମେରିକା, ହର୍ମୁଜ୍‌ରେ କଡ଼ା ନାକାବନ୍ଦୀ :

    April 23, 2026 ଦେଶ ବିଦେଶ

    ଚୀନରୁ ଇରାନକୁ ଯାଉଥିଲା ମିସାଇଲ୍ କେମିକାଲ୍ :

    April 21, 2026 ଆଜିର ଖବର

    ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    April 21, 2026 ଆଜିର ଖବର
    Watch YouTube

    You May Like

    ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର

    May 2, 2026

    ଚର୍ଚ୍ଚାରେ ମାଟ୍ରିକ୍ ରେଜଲ୍ଟ : ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା

    May 2, 2026

    ମହାନଦୀ ଜଳ ବିବାଦ ମାମଲା ; ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି

    May 2, 2026

    ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ::

    May 2, 2026

    ଅପରାଜିତ ମାତୃତ୍ୱ

    May 2, 2026

    ଆଜି ପ୍ରକାଶ ପାଇବ ଦଶମ ଶ୍ରେଣୀ ପରୀକ୍ଷା ଫଳ , ପିଲାମାନେ ଚାପମୁକ୍ତ ହେବା ପାଇଁ ସ୍ପେଶାଲ ଟିପ୍ସ

    May 2, 2026

    ଜାଣନ୍ତୁ ଆଜିର ରାଶିଫଳ ::

    May 2, 2026

    ରାୟଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ

    May 1, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.