Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Friday, June 5
    Facebook X (Twitter) YouTube Instagram
    Trending
    • ବିଶ୍ୱ ପରିବେଶ ଦିବସ ଅବସରରେ ଗୁଣପୁର ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ
    • କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ର ଗୁଣପୁର,ପଦ୍ମପୁର ଓ ମୁନିଗୁଡ଼ା ଠାରେ ATM ଶୁଭ ଉଦଘାଟନ
    • ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି
    • ପୁଣିଥରେ ସାରା ବିଶ୍ୱ ସାମ୍ନାରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା
    • ଆଜିର ରାଶିଫଳ
    • ଦିଲ୍ଲୀ ରେଷ୍ଟୁରାଣ୍ଟରେ ବଡ଼ଧରଣର ଅଗ୍ନିକାଣ୍ଡ : ୨୧ ଜୀବନ୍ତ ଦଗ୍ଧ :
    • ନିଟ୍ ବିବାଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
    • ହାତୀକୁଟରେ ବିଦ୍ୟୁତ ଆଘାତରେ ଜଣଙ୍କ ମୃତ୍ୟୁ ::
    • ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି :ରାୟଗଡ଼ରେ ନବନିଯୁକ୍ତ ୨୨ ଜଣ ଶିକ୍ଷକଙ୍କୁ ପଦସ୍ଥାପନ ପତ୍ର ପ୍ରଦାନ ::
    • ରାୟଗଡ଼ରେ ନବନିଯୁକ୍ତ ୨୨ ଜଣ ଶିକ୍ଷକଙ୍କୁ ପଦସ୍ଥାପନ ପତ୍ର ପ୍ରଦାନ ::
    • ମୌସୁମୀ ଆଗମନରେ ବିଳମ୍ବ : ଦେଶର ପାଗରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।
    • ଉପସାଗରରେ ବଡ଼ ବିସ୍ଫୋରଣ , ମାଲବାହୀ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ
    • ଗର୍ଲଫ୍ରେଣ୍ଡ ପାଇଁ ମୋବାଇଲ ଲୁଟ୍‌ ! ୪ ନାବାଳକ ଅଟକ ::
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ରାଜ୍ୟ»

    By Charcha NewsJune 4, 2026
    Share
    Facebook Twitter Email WhatsApp

    ବୃଦ୍ଧି ପାଉଛି ଏଲ୍ ନିନୋ ପ୍ରଭାବ

    ବିଶ୍ୱ ପାଣିପାଗ ସଂଗଠନର ଚେତାବନୀ । ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ମାଡ଼ି ଆସୁଛି ‘ଏଲ୍ ନିନୋ’, ସାରା ବିଶ୍ୱରେ ଦେଖାଦେବ ପ୍ରଳୟଙ୍କରୀ ପାଣିପାଗ ସଙ୍କଟ । ସାରା ବିଶ୍ୱକୁ ଘାରିଛି ପ୍ରକୃତିର କୋପ ଓ ମହାସଙ୍କଟର ଚିନ୍ତା ।

    ବିଶ୍ୱ ପାଣିପାଗ ସଂଗଠନର ଚେତାବନୀ । ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ମାଡ଼ି ଆସୁଛି ‘ଏଲ୍ ନିନୋ’, ସାରା ବିଶ୍ୱରେ ଦେଖାଦେବ ପ୍ରଳୟଙ୍କରୀ ପାଣିପାଗ ସଙ୍କଟ । ସାରା ବିଶ୍ୱକୁ ଘାରିଛି ପ୍ରକୃତିର କୋପ ଓ ମହାସଙ୍କଟର ଚିନ୍ତା । ପ୍ରଶାନ୍ତ ମହାସାଗରୀୟ କ୍ରାନ୍ତୀୟ ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ପାଉଥିବାରୁ ବିଶ୍ୱରେ ‘ଏଲ୍ ନିନୋ’ ସକ୍ରିୟ ହେବାକୁ ଯାଉଛି । ଏହାର ପ୍ରଭାବରେ ସାରା ବିଶ୍ୱର ପାଣିପାଗ ଏବଂ ବୃଷ୍ଟିପାତ ପ୍ରକ୍ରିୟା ଗୁରୁତର ଭାବେ ପ୍ରଭାବିତ ହେବା ସହ ଆଗାମୀ ମାସଗୁଡ଼ିକରେ ପ୍ରଳୟଙ୍କରୀ ଚରମ ପାଣିପାଗ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି । ଏ ନେଇ ଜେନେଭାସ୍ଥିତ ଜାତିସଂଘର ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ସମସ୍ତ ଦେଶକୁ ସତର୍କ କରାଯାଇଛି । 

    ଏଲ୍‌-ନିନୋ ପ୍ରଭାବ ନେଇ ସତର୍କ କରାଇଲା ବିଶ୍ୱ ପାଣିପାଗ ସଂଗଠନ
    ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ମାଡ଼ି ଆସୁଛି ‘ଏଲ୍ ନିନୋ’
    ସାରା ବିଶ୍ୱରେ ଦେଖାଦେବ ପ୍ରଳୟଙ୍କରୀ ପାଣିପାଗ ସଙ୍କଟ
    ୮୦ରୁ ୯୦ ପ୍ରତିଶତ ଆଶଙ୍କା: ଜୁନ୍‌ରୁ ଆରମ୍ଭ ହେବ ପ୍ରଭାବ
    ଡବ୍ଲ୍ୟୁଏମଓର ଆକଳନ, ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ‘ଏଲ୍ ନିନୋ’ ସୃଷ୍ଟି ହେବାର ପ୍ରାୟ ୮୦% ସମ୍ଭାବନା
    ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ଏହା ଜାରି ରହିବାର ଆଶଙ୍କା ୯୦% ବା ତା’ଠାରୁ ଅଧିକ ରହିଛି 
    ଏହି ପ୍ରକ୍ରିୟା ବେଶ୍ ଶକ୍ତିଶାଳୀ ରୂପ ଧାରଣ କରିବା ନେଇ ପାଣିପାଗ ବିଜ୍ଞାନୀଙ୍କ ଅନୁମାନ
    ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ଏବେଠାରୁ ପ୍ରସ୍ତୁତି ଓ ଯୋଜନା କରିବାର ଜରୁରୀ ସମୟ

    ବିଶ୍ୱ ପାଣିପାଗ ସଂଗଠନର ରିପୋର୍ଟ ଅନୁସାରେ, ‘ଏଲ୍ ନିନୋ’ ଯୋଗୁଁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବୃଷ୍ଟିପାତର ଶୈଳୀ ବଦଳିଯିବ । ଏହାର ପ୍ରଭାବରେ ଦକ୍ଷିଣ ଏସିଆ ସମେତ ଭାରତରେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକଠାରୁ ବହୁତ କମ୍ ହେବ ବୋଲି ସାଉଥ୍ ଏସିଆନ୍ କ୍ଲାଇମେଟ୍ ଆଉଟ୍‌ଲୁକ୍ ଫୋରମ ପକ୍ଷରୁ ଆଶଙ୍କା ପ୍ରକଟ କରାଯାଇଛି । ବର୍ଷା ଅଭାବରୁ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇପାରେ, ଯାହା କୃଷି, ସ୍ବାସ୍ଥ୍ୟ ଓ ଜଳ ପରିଚାଳନା କ୍ଷେତ୍ରକୁ ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ କରିଦେବାର ସମ୍ଭାବନା ରହିଛି । “ଏଲ୍ ନିନୋ ଆମ ଦୁଆରମୁହଁରେ ପହଞ୍ଚି ସାରିଛି । ବିଶ୍ୱବାସୀ ଏହାକୁ ଜରୁରୀକାଳୀନ ଜଳବାୟୁ ଚେତାବନୀ ଭାବେ ଗ୍ରହଣ କରିବା ଉଚିତ । ଜୀବାଶ୍ମ ଇନ୍ଧନର ବ୍ୟବହାର ବନ୍ଦ କରିବା ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା ହିଁ ଏକମାତ୍ର ପ୍ରତିକାର ।” — ଆଣ୍ଟୋନିଓ ଗୁଟେରସ, ଜାତିସଂଘ ମହାସଚିବ

    ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ପୃଥିବୀର ପ୍ରାୟ ସବୁ ଅଞ୍ଚଳରେ ତାପମାତ୍ରା ସ୍ବାଭାବିକଠାରୁ ଯଥେଷ୍ଟ ଅଧିକ ରହିବ ।

    କେତେକ ସ୍ଥାନରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ  ଓ ମରୁଡ଼ି ଦେଖାଦେବା ବେଳେ, ଅନ୍ୟ କେତେକ ଅଞ୍ଚଳରେ ପ୍ରବଳ ବନ୍ୟା ଓ ବର୍ଷା ବିପର୍ୟ୍ୟୟ ସୃଷ୍ଟି ହେବ ।

    ସମୁଦ୍ର ମଧ୍ୟରେ ତାପମାତ୍ରା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଥିବାରୁ ସାମୁଦ୍ରିକ ପରିବେଶ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେବ ।

    ସୂଚନାଯୋଗ୍ୟ ଯେ, ଗତ ୨୦୨୩-୨୪ ବର୍ଷର ‘ଏଲ୍ ନିନୋ’ ଇତିହାସର ସବୁଠାରୁ ଶକ୍ତିଶାଳୀ ପାଞ୍ଚଟି ପ୍ରଭାବ ମଧ୍ୟରୁ ଅନ୍ୟତମ ଥିଲା, ଯାହା ଯୋଗୁଁ ୨୦୨୪ ମସିହାରେ ସାରା ବିଶ୍ୱରେ ତାପମାତ୍ରା ସମସ୍ତ ରେକର୍ଡ ଭାଙ୍ଗିଥିଲା । ଚଳିତ ବର୍ଷ ମଧ୍ୟ ପରିସ୍ଥିତି ସଦୃଶ ହେବାକୁ ଯାଉଥିବାରୁ ସରକାର ଓ ମାନବୀୟ ସହାୟତା ସଂଗଠନଗୁଡ଼ିକୁ ସତର୍କ ରହିବାକୁ ଡବ୍ଲ୍ୟୁଏମଓ ମହାନିର୍ଦ୍ଦେଶକ ସେଲେଷ୍ଟେ ସାଉଲୋ ପରାମର୍ଶ ଦେଇଛନ୍ତି ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ପୁଣିଥରେ ସାରା ବିଶ୍ୱ ସାମ୍ନାରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା

    June 5, 2026 ରାଜ୍ୟ

    ହାତୀକୁଟରେ ବିଦ୍ୟୁତ ଆଘାତରେ ଜଣଙ୍କ ମୃତ୍ୟୁ ::

    June 3, 2026 ରାଜ୍ୟ

    ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି :ରାୟଗଡ଼ରେ ନବନିଯୁକ୍ତ ୨୨ ଜଣ ଶିକ୍ଷକଙ୍କୁ ପଦସ୍ଥାପନ ପତ୍ର ପ୍ରଦାନ ::

    June 2, 2026 ରାଜ୍ୟ

    ରାୟଗଡ଼ରେ ନବନିଯୁକ୍ତ ୨୨ ଜଣ ଶିକ୍ଷକଙ୍କୁ ପଦସ୍ଥାପନ ପତ୍ର ପ୍ରଦାନ ::

    June 2, 2026 ରାଜ୍ୟ

    ମୌସୁମୀ ଆଗମନରେ ବିଳମ୍ବ : ଦେଶର ପାଗରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।

    June 2, 2026 ରାଜ୍ୟ

    ଉପସାଗରରେ ବଡ଼ ବିସ୍ଫୋରଣ , ମାଲବାହୀ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ

    June 2, 2026 ରାଜ୍ୟ

    ଗର୍ଲଫ୍ରେଣ୍ଡ ପାଇଁ ମୋବାଇଲ ଲୁଟ୍‌ ! ୪ ନାବାଳକ ଅଟକ ::

    June 2, 2026 ଅନ୍ୟାନ୍ୟ

    ଭୋଟର ତାଲିକା ସଂଶୋଧନ ପାଇଁ ପ୍ରଶାସନର ତତ୍ପରତା

    June 2, 2026 ରାଜ୍ୟ

    ଭୋଟର ତାଲିକା ସଂଶୋଧନ ପାଇଁ ସଚେତନତା ରଥ ଗାଁ ଗାଁରେ

    June 2, 2026 ରାଜ୍ୟ

    ପୁରୀରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସ ମଞ୍ଚରେ ଚମକିବ ଓଡ଼ିଶାର ବିପର୍ୟ୍ୟୟ ପରିଚାଳନା ମଡେଲ

    June 1, 2026 ରାଜ୍ୟ

    ମୋହନ ସରକାରର ୨ ବର୍ଷ ପୂର୍ତ୍ତି , କାଲିଠୁ ରିପୋର୍ଟ କାର୍ଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

    June 1, 2026 ରାଜ୍ୟ

    ଗାଁ ଦାଣ୍ଡରେ ଯୁବକ ଙ୍କୁ ​ଟାଙ୍ଗିଆ ଚୋଟରେ ହତ୍ୟା,ପୋଲିସ ତଦନ୍ତ ଜାରି,ଅଭିଯୁକ୍ତ ଅଟକ

    June 1, 2026 ରାଜ୍ୟ
    Watch YouTube

    You May Like

    ବିଶ୍ୱ ପରିବେଶ ଦିବସ ଅବସରରେ ଗୁଣପୁର ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ

    June 5, 2026

    କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ର ଗୁଣପୁର,ପଦ୍ମପୁର ଓ ମୁନିଗୁଡ଼ା ଠାରେ ATM ଶୁଭ ଉଦଘାଟନ

    June 5, 2026

    ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି

    June 5, 2026

    ପୁଣିଥରେ ସାରା ବିଶ୍ୱ ସାମ୍ନାରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା

    June 5, 2026

    June 4, 2026

    ଆଜିର ରାଶିଫଳ

    June 4, 2026

    ଦିଲ୍ଲୀ ରେଷ୍ଟୁରାଣ୍ଟରେ ବଡ଼ଧରଣର ଅଗ୍ନିକାଣ୍ଡ : ୨୧ ଜୀବନ୍ତ ଦଗ୍ଧ :

    June 3, 2026

    ନିଟ୍ ବିବାଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

    June 3, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.