Author: Charcha News

ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା : ରାୟଗଡ଼ା ଜିଲ୍ଲା ର ଗଣ ପର୍ବ ଚଇତି ମହୋତ୍ସବ ଅବସରରେ ରାମନାଗୁଡା ବ୍ଲକ ସଦର ମହକୁମା ମିନି ଷ୍ଟାଡିୟମ ପରିସରରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ “ଚଇତି-୨୦୨୫”ପାଳିତ ହୋଇଯାଇଛି। ରବିବାର ସକାଳେ ଶୁଣ୍ଡିଧାମୁଣି ପଞ୍ଚାୟତ ଅନ୍ତର୍ଗତ ପାଲୁପାଇ ନାଳ ନିକଟରେ ଦେବ ଦେବ ମହାଦେବ ଙ୍କୁ ନିକଟରେ ଗଙ୍ଗା ପୂଜାର୍ଚ୍ଚନା କରିବା ପରେ କଳସ ଅଣାଯାଇ ଗଣପତି ଗୁଡ଼ା ସ୍ଥିତ ମା ମଙ୍ଗଳା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି କଳସ ଶୋଭାଯାତ୍ରାରେ ୧୨ ପଞ୍ଚାୟତ ରୁ ଯୋଗ ଦେଇଥିବା ସାଂସ୍କୃତିକ ଦଳ ସହ ବ୍ଲକସ୍ତରର ସମସ୍ତ କର୍ମଚାରୀ ସାମିଲ ହୋଇଥିବା ବେଳେ ବିରାଟ ପଟୁଆରରେ ପାରମ୍ପରିକ ବାଦ୍ୟଯନ୍ତ୍ର ମାଧ୍ୟମରେ ଶୋଭାଯାତ୍ରା ସହର ପରିକ୍ରମା କରି ଚଇତି ମଣ୍ଡପରେ ପହଞ୍ଚିଥିଲା।ମଣ୍ଡପରେ ପୂଜାର୍ଚ୍ଚନା କରିବା ପରେ ଉପସ୍ଥିତ ଅତିଥିମାନେ ବିଭିନ୍ନ ବିଭାଗ ଦ୍ୱାରା ଖୋଲାଯାଇଥିବା ଷ୍ଟଲକୁ ଉଦଘାଟନ କରିବା…

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକାତା : ଦିଲ୍ଲୀରେ ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଛି। କେତେବେଳେ ସେଠାକାର ଏକ୍ୟୁଆଇ (ବାୟୁ ଗୁଣବତ୍ତା ସୂଚକାଙ୍କ) ବହୁତ ଖରାପ ସ୍ତରକୁ ପହଞ୍ଚୁଛି, ଆଉ କେତେବେଳେ ଏହା ଭଲ ହୋଇଯାଉଛି। ଅନ୍ୟପଟେ, ଯେତେବେଳେ ସମସ୍ତଙ୍କ ଧ୍ୟାନ ଦିଲ୍ଲୀ ଉପରେ ଥାଏ, କୋଲକାତା ଏହାର ଚିନ୍ତାକୁ ବୃଦ୍ଧି କରିଛି। କାରଣ ନଭେମ୍ବର ମାସରେ, କୋଲକାତା ବାୟୁ ପ୍ରଦୂଷଣ ଦୃଷ୍ଟିରୁ ଭାରତରେ ପଞ୍ଚମ ସ୍ଥାନକୁ ଉଠିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ନଭେମ୍ବର ମାସରେ କୋଲକାତାର ବାୟୁମଣ୍ଡଳରେ ପିଏମ୍‌ ୨.୫ର ମାସିକ ହାରାହାରି ସାନ୍ଦ୍ରତା ପ୍ରତି ଘନ ମିଟର ବାୟୁମଣ୍ଡଳରେ ୮୨ ମାଇକ୍ରୋଗ୍ରାମ ଥିଲା। ଏହି ସ୍ତର କେନ୍ଦ୍ରୀୟ ନିର୍ଦ୍ଧାରିତ ମାସିକ ସୀମା ୪୦ ର ଦୁଇଗୁଣରୁ ଅଧିକ। ଉଲ୍ଲେଖନୀୟ ଯେ ପିଏମ୍‌ ୨.୫ ହେଉଛି ସବୁଠାରୁ କ୍ଷତିକାରକ ବାୟୁ ପ୍ରଦୂଷକ କଣିକା, ଯାହା ଗୁରୁତର ଶ୍ୱାସକ୍ରିୟା ସମସ୍ୟା ସୃଷ୍ଟି କରିପାରେ। ନଭେମ୍ବର ମାସର ପ୍ରଦୂଷଣ…

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକାତା : ୨୦୨୬ ମସିହାର ଗଙ୍ଗାସାଗର ମେଳା ଆରମ୍ଭ ହେବାକୁ ଆଉ ଦେଢ଼ ମାସରୁ କମ୍ ସମୟ ବାକି ଅଛି। ଏହା ପୂର୍ବରୁ କପିଳମୁନି ମନ୍ଦିର ସମ୍ମୁଖରେ କ୍ଷୟକ୍ଷତିଗ୍ରସ୍ତ ସମୁଦ୍ର କୂଳ ମରାମତି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ଏକ ନୂତନ ସ୍ନାନଘାଟ ନିର୍ମାଣ ପାଇଁ କାମ ଚାଲିଛି। ଜଳସେଚନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଭାଗ ପ୍ରାୟ ୧୭ ଲକ୍ଷ ଟଙ୍କା ବ୍ୟୟରେ ଏହି ଜରୁରୀକାଳୀନ ମରାମତି କାର୍ଯ୍ୟ କରୁଛି। କିନ୍ତୁ କାମ ଆରମ୍ଭ ହେବା ପରେ ବିରୋଧୀ ଦଳ ପ୍ରଶାସନ ଉପରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରୁଥିବାର ଅଭିଯୋଗ କରିଛନ୍ତି। ପ୍ରଶାସନ ପାଇଁ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଗଙ୍ଗାସାଗରର କପିଳମୁନି ମନ୍ଦିରକୁ ସୁରକ୍ଷା ଦେବା।ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ ବାରମ୍ବାର କ୍ଷୟ ସତ୍ତ୍ୱେ କେନ୍ଦ୍ର ଏବଂ ରାଜ୍ୟ ସ୍ଥାୟୀ କଂକ୍ରିଟ୍ ବନ୍ଧ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନେଇ ନାହାଁନ୍ତି। ବାସିନ୍ଦାମାନେ ଦୀର୍ଘ…

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକାତା : ନକଲି ନୋଟ୍ ଚୋରା ଚାଲାଣ ଅଭିଯୋଗରେ ପୁଲିସ ଜାଲରେ ବିଜେପି ନେତା। ଗିରଫ ବ୍ୟକ୍ତିଙ୍କ ନାମ ଦେବବ୍ରତ ବିଶ୍ୱାସ। ଗିରଫ ବ୍ୟକ୍ତିଙ୍କ ପାଖରୁ ଅନେକ ନକଲି ୫୦୦ ଟଙ୍କିଆ ନୋଟ୍ ଜବତ ହୋଇଛି। ଗିରଫ ବ୍ୟକ୍ତି ଏତେ ପରିମାଣର ନକଲି ନୋଟ୍ କିପରି ପାଇଲେ ତାହାର ତଦନ୍ତ କରୁଛି ପୁଲିସ। କେବଳ ସେତିକି ନୁହେଁ, ଗିରଫ ଦେବବ୍ରତ ନକଲି ନୋଟ୍ ଚୋରା ଚାଲାଣରେ ସମ୍ପୃକ୍ତ କି ନାହିଁ ତାହା ମଧ୍ୟ ତଦନ୍ତ କରାଯାଉଛି। ପୁଲିସ ତାଙ୍କ ବିରୋଧରେ ବହୁ ଧାରାରେ ମାମଲା ରୁଜୁ କରିସାରିଛି। ଗିରଫ ବିଜେପି ନେତାଙ୍କୁ ରବିବାର କୋର୍ଟରେ ହାଜର କରାଯିବା ପରେ ୧୪ ଦିନିଆ ପୁଲିସ ହେପାଜତକୁ ପଠାଯାଇଛି। ଏହି ଘଟଣାକୁ ନେଇ ଜୋରଦାର ରାଜନୈତିକ ବିବାଦ ଆରମ୍ଭ ହୋଇଛି। ପୁଲିସ ସୂତ୍ର ଅନୁଯାୟୀ, ଗତ କିଛି ଦିନ ଧରି ନଦିଆର ଭୀମପୁର ଥାନା ଅଞ୍ଚଳର ବଜାରରେ ଅନେକ ନକଲି ନୋଟ୍…

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକାତା : ଗୋଟିଏ ପଟେ,ରାଜ୍ୟ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ସ୍ଥିତ ବେଲଡାଙ୍ଗାର ବାବରୀ ମସଜିଦ ଶିଳାନ୍ୟାସ କୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟର ଉତ୍ସାହ। ଅନ୍ୟପଟେ, ବିଜେପିର ପଶ୍ଚିମ ବଙ୍ଗ ରାଜ୍ୟବ୍ୟାପୀ ‘ଶୌର୍ଯ୍ୟ ଦିବସ’ ପାଳନ। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ, ତୃଣମୂଳ କଂଗ୍ରେସ ଦଳର‘ସଂହତି ଦିବସ’ ପାଳନ। ପଶ୍ଚିମ ବଙ୍ଗ ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଖ୍ୟାଲଘୁ ବେଲଡାଙ୍ଗାରେ ପହଞ୍ଚୁଛନ୍ତି। ସେମାନେ କୌଣସି ରାଜନୈତିକ ସମ୍ପୃକ୍ତି ବିନା ସକାଳ ଠାରୁ ଜଣ ଜଣ କରି ଏକାଠି ହେଉଛନ୍ତି। ସକାଳ ହେବା ପରଠାରୁ ଦେଖାଗଲା ଯେ ସେମାନଙ୍କ ମଧ୍ୟରୁ ଅନେକ ମୁଣ୍ଡରେ ଇଟା ଧରି ଆସୁଛନ୍ତି। ସେମାନେ ଚାହାଁନ୍ତି ଯେ ବେଲଡାଙ୍ଗାରେ ବାବରୀ ମସଜିଦ ସେମାନଙ୍କ ଦ୍ୱାରା ଦିଆଯାଇଥିବା ଇଟାରେ ନିର୍ମିତ ହେଉ। ଆଜିର ଚିତ୍ରରୁ ରାଜ୍ୟ ପଶ୍ଚିମ ବଙ୍ଗ ରେ 2026 ରେ ବିଧାନସଭା ନିର୍ବାଚନ ସ୍ପଷ୍ଟ ହୋଇଛି। ସମସ୍ତ ରାଜନୈତିକ ଦଳ ଏଦିନ କାର୍ଯ୍ୟକ୍ରମ ରଖିଛନ୍ତି। ତେବେ,…

Read More

ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତା ଆଙ୍କର: ଦୀର୍ଘ କିଛି ମାସ ପରେ, ରାଜ୍ୟ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲା ସ୍ଥିତ ପାଇକର ଅଞ୍ଚଳ ର ନିବାସୀ ସୋନାଲି ଖାତୁନ ଏବଂ ତାଙ୍କର ୮ ବର୍ଷର ନାବାଳକ ସନ୍ତାନ ଶେଷରେ ବାଂଲାଦେଶରୁ ଘରକୁ ଫେରିଲେ। ଗତ କାଲି ଭାରତ ଓ ବଙ୍ଗଳାଦେଶ ମହଦିପୁର ସୀମାନ୍ତ ଦେଇ ଭାରତରେ ପ୍ରବେଶ କରିଥିଲେ। ସ୍ଥାନୀୟ ପ୍ରଶାସନ, ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ସୀମାନ୍ତରେ ଉପସ୍ଥିତ ଥିଲେ। ତା’ପରେ ସୋନାଲିଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମାଲଦା ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା। ବାଂଲାଦେଶରେ ତାଙ୍କୁ ବହୁତ କଷ୍ଟରେ ଦିନ ବିତାଇବାକୁ ପଡିଥିଲା ​​ବୋଲି ଅଭିଯୋଗ କରି ସୋନାଲି କହିଛନ୍ତି, “ମୁଁ ବାଂଲାଦେଶରେ ବହୁତ କଷ୍ଟରେ ଥିଲି। ଭାରତ ଫେରିବାରେ ସାହାଯ୍ୟ କରିବା ପାଇଁ ମୁଁ tmc ଦଳ ସାଂସଦ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଭିଷେକ ବାନାର୍ଜୀ ଏବଂ ପଶ୍ଚିମ ବଙ୍ଗ ରାଜ୍ୟ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଧନ୍ୟବାଦ…

Read More

ଉଦଳା – (ରାଜୀବ କୁମାର ବେହେରା) – ଶ୍ରୀଲଙ୍କାର କଲମ୍ବୋରେ ଆୟୋଜିତ ଦୃଷ୍ଟିବାଧିତ ମହିଳା କ୍ରିକେଟ T–20 ବିଶ୍ୱକପ୍ ଫାଇନାଲରେ ନେପାଳକୁ ହରାଇ ଭାରତୀୟ ଟିମ୍ ବିଜୟ ହାସଲ କରି ଚାମ୍ପିୟନ ହୋଇଛି। ଏହି ବିଜୟୀ ଟିମରେ ମୟୂରଭଞ୍ଜର ଦୁଇ କନ୍ୟା — ଉଦଳା ଶସକୁଲଗି ର ଗର୍ବ ବାସନ୍ତୀ ହାଁସଦା — ଦୃଷ୍ଟିବlଧିତ T20 ମହିଳା ବିଶ୍ୱକପ୍ ବିଜୟ ପରେ ଜନ୍ମମାଟିରେ ଭବ୍ୟ ସ୍ଵାଗତଦୃଷ୍ଟିବଧିତ ମହିଳା ବିଶ୍ୱକପ୍ T20 ଟାଇଟଲ୍ ଜିତି ଭାରତ ଐତିହାସ ରଚିଥିବା ପରେ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବେ ଯୋଗ ଦେଇଥିବା ଉଦଳା ବ୍ଲକ୍ ଅଧୀନ ଶସକୁଲଗି ଗାଁର ଝିଅ ବାସନ୍ତୀ ହାଁସଦା ଜନ୍ମମାଟିକୁ ଫେରିବା ସହିତ ଗାଁବାସୀଙ୍କ ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା ମଧ୍ୟରେ ଅଭିନନ୍ଦିତ ହୋଇଛନ୍ତି।ସେହି ପରି ଖୁଣ୍ଟା ବ୍ଲକ୍ ଅଧୀନ ବାଲିମୁଣ୍ଡଳୀ ଗ୍ରାମର ପାର୍ବତୀ ମାରାଣ୍ଡି ରହିଥିବାରୁ ଜିଲ୍ଲାରେ ଖୁସି କହିଲେ ନ ସରେ। ଶସକୁଲଗି ଗ୍ରାମରେ ବାସନ୍ତୀଙ୍କ ଭବ୍ୟ ସ୍ବାଗତ…

Read More

ନବରଙ୍ଗପୁର ଜିଲ୍ଲା ଉମରକୋଟ / ଶ୍ରୀକାନ୍ତ ନନ୍ଦ ଉମରକୋଟ ସାଇବର କ୍ରାଇମ ପୋଲିସ ହରିଆଣା ର ଏକ ଟିମ ଆଜି ଉମରକୋଟ ସ୍ଥିତ dnk କେଲୋନୀ ରୁ ରାକେଶ ମହାପାତ୍ର କୁ ଆରେଷ୍ଟ କରିଛନ୍ତି। ଅଭିଯୁକ୍ତ ରାକେଶ ମହାପାତ୍ର, ପିତା -ରାଜେଶ ମହାପାତ୍ର ଭୁବନେଶ୍ୱର NIIT ରେ ପଢୁଥିଲା ସମୟରେ ତା ନାଁ ରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିଥଲା। ଏହି ଆକଉଣ୍ଟ ରେ କୋଟି କୋଟି ଟଙ୍କା ର transaction ହେଉଥିଲା। ହରିୟାଣା ପୋଲିସ ଏକ ସାଇବର କ୍ରାଇମ ର ଅନୁସନ୍ଧାନ କରୁଥିବା ବେଳେ ଏହି ଆକଉଣ୍ଟ ରେ ୧୬ ଲକ୍ଷ ୫୦ ହଜାର ଟଙ୍କା ଆସିଥିବା ଖବର ପାଇ ଆକଉଣ୍ଟ ହୋଲଡର ରାକେଶ ମହାପାତ୍ର କୁ ତାଙ୍କ ଘର dnk ଉମରକୋଟ ରୁ ଆରେଷ୍ଟ କରିଛନ୍ତି।ସେକ୍ସନ ୩୧୮/୪ ୬୧/୨ BNS ଅନୁଯାଇ ବଲଗଡ ଫରିଦାବାଦ ହରିୟାଣା ର SI ଫରବିନ ତାଙ୍କ ଟିମ ସହିତ ଆସି ଅଭିଯୁକ୍ତ କୁ…

Read More

ରାଜ୍ୟ ସ୍କୁଲ ସ୍ତରୀୟ ଅଣ୍ଡର 17 ବାଳିକା ଏବଂ ବାଳକ କ୍ରିକେଟ ପ୍ରତିଯୋଗିତା ପାଇଁ ଦଳ ଚୟନ ପ୍ରକ୍ରିୟା ଆଜି ସମାପ୍ତ ହୋଇଛି। ଚୟନିତ ବାଳକ ଓ ବାଳିକା ଦଳ S.K. Academy, ଜଗତସିଂହପୁରକୁ ଯୋଗଦେବେ, ଯେଉଁଠି 06 ଡିସେମ୍ବରରୁ 11 ଡିସେମ୍ବର 2025 ପର୍ଯ୍ୟନ୍ତ ମ୍ୟାଚଗୁଡିକ ଆୟୋଜିତ ହେବ।ଏହି ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ନବରଙ୍ଗପୁର, ଝରୀଗାଁ, ତେନ୍ତୁଳୀଖୁଣ୍ଟି, ଉମେରକୋଟ, ରାଇଘର, ପାପଡାହାଣ୍ଡି, ଡାବୁଗାଁ ଓ ନନ୍ଦାହାଣ୍ଡି ବ୍ଲକର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଚିଠି ଜାରି କରାଯାଇଛି।ବାଳକ ଦଳର ମେନେଜର ଭାବେ ମନୋଜ କୁମାର ବାଘ, କୋଚ ଭାବେ ସୁବ୍ରତ ଗଣ୍ଡ ଦାୟିତ୍ୱ ନେବେ। ଏହିପରି ବାଳିକା ଦଳର ମେନେଜର ଭାବେ ଜୟନ୍ତୀ କରକୋରା ଓ କୋଚ ଭାବେ ଅଭିପ୍ସା ସିଂ ଦାୟିତ୍ୱ ନିର୍ବାହ କରିବେ।

Read More