Author: Charcha News

ଉଦଳା( ରାଜୀବ କୁମାର ବେହେରା ) ପୁଣି ଉଦଳା ଡାକ୍ତରଖାନା ଚର୍ଚ୍ଚାରେ , ପ୍ରଥମେ ସିସିଟିଭି , ପଡିଆରେ ଔଷଧ , ପରିସରରେ ଅନ୍ଧାର, ଭିତରେ ଅଳିଆ, ଯଥେଷ୍ଟ ଶଜ୍ୟାର ଅଭାବ,ତଳେ ଗଡୁଛନ୍ତି ରୋଗୀ, ଡାକ୍ତରଖାନା ରେ କିଛି ଡାକ୍ତର ପ୍ରାଇଭେଟ କ୍ଲିନିକ ରେ ବେସ୍ତ, ଡାକ୍ତର ଖାନାରେ ରୋଗୀ ମୁଲଚାଲ କ୍ଲିନିକ ରେ ଡିଲ, ମୋଟା ଅଙ୍କର ସରକାରୀ ଦରମା , ହେଲେ ଡାକ୍ତରଖାନା ରେ ରୋଗୀଙ୍କୁ କରୁଛନ୍ତି ଅବହେଲା, ଅଭିଯୋଗ କଲେ ସିଧା ରେଫର ଜୋନ ପlଲୋଟି ଯାଇଛି l ସୁଧୁରୁ ନାହିଁ ଉଦଳା ଡାକ୍ତରଖାନା lଉଦଳା ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ନାହିଁ ନାହିଁ ରେ ଚାଲିଛି ସେବା l ମୁରବି ଶୂନ୍ୟ ହୋଇଛି ମୟୁରଭଞ୍ଜ ଜିଲ୍ଲାରେ ଥିବା ଉଦଳା ଡାକ୍ତରଖାନା l ସ୍ୱାସ୍ଥ୍ୟ ସେବା ନାମରେ ଚରମ ଅବହେଳାର ଚିତ୍ର ସାମ୍ନାକୁ ଆସିଛି। ଆବଶ୍ୟକ ନ ଥାଇ ଜ୍ୱର ରେ ପୀଡ଼ିତ ରୋଗୀଙ୍କୁ ଅନ୍ୟ ଜଣେ ରୋଗୀଙ୍କ ରକ୍ତ…

Read More

ମାଲକାନଗିରି / ମାନସ୍ ନେତାମ୍ ମାଲକାନଗିରି ଠାରେ ବିଶ୍ଵ ଏଡସ୍ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡୋଲମନୀ ପ୍ରଧାନ ସହିତ ବହୁ ଡ଼ାକ୍ତର ଏବଂ ନର୍ସ ଏବଂ ସ୍ୱାସ୍ଥ୍ୟ ବିଭାଗର ଅନେକ କର୍ମଚାରୀ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ୬୦ଜଣ ଛାତ୍ରଛାତ୍ରୀ ୧୭ଜଣ ଆସା କର୍ମୀ, ୩୦ ଜଣ ଅରବାନ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହିଥିଲେ। ଏଡସ୍ ର ସଚେତନତା କୁ ଦୃଷ୍ଟିରେ ରଖି ଏହି ଅବସରରେ ଜିଲ୍ଲା ସଦରମହକୁମା ସିଡିଏମଓ ଅଫିସ ପରିସରରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସିଥିଲେ।ଏଡସ୍ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ସଚେତନତା କରିବା ସହିତ ଏହାର ଲକ୍ଷଣ ଏବଂ ଚିକିତ୍ସା ଉପରେ ଆଲୋଚନା କରିଥିଲେ ଅଭିଜ୍ଞ ଡାକ୍ତରମାନେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଭିତରେ ଏକ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା। ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର…

Read More

Yakın yıl periyotta teknolojik keyif endüstri, klasik casino modelini tamamen evrimleştirdi. Bahsi geçen değişimin temelinde öncü işletmelerden liderlerden de https://chez-monia.com/ vizyonuyla benzer hedefte gelişen PariBahis konumlandı. Başta sadece dijital kumarhane alanında faaliyet gösteren işletme, hızla bahis seçenekleri, canlı oyunlar, e-sport ve mobil oyun platformları sayesinde kapsamını artırdı. Söz konusu çeşitlilik, PariBahis’un sınırlı şekilde bahis sitesi olmayıp, dahası entegre ekosistem oluşmasını temin etti PariBahis’un gelişimi şans rastgele olmayan; brandin etkinliğinin temelinde planlı büyüme politikası, sistem geliştirme harcamaları istikrarlı fonlar ve kullanıcı memnuniyeti önceliği temel oluyor. Avrupa arenasında netlik ve yetki belgesiyle kendine güven sağlayan PariBahis, Latam bölgesinde ama lokal ödeme entegrasyonu…

Read More

ରବିନ୍ଦ୍ର ନାଥ ମହାପାତ୍ର ବ୍ରହ୍ମଲିନ ସ୍ୱାମୀଜୀ ବିଦ୍ୟାନନ୍ଦ ସାଗର ମହାରାଜ ଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅଦ୍ଵୈତ ବେଦାନ୍ତ ଆଶ୍ରମ ପରିସରରେ ପାଳନ ହୋଇଯାଇଛି। ଦେବଗଡ଼ ଜିଲ୍ଲା ଚିନ୍ମୟ ମିଶନ ରୁ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ, ମହେନ୍ଦ୍ରଗିରି ରୁ ଭାସ୍କର ତୀର୍ଥ ମହାରାଜ, ରାୟଗଡା ରୁ ନକୁଳବାବା, ପାରଳାଖେମୁଣ୍ଡି ରୁ ଅବସରପ୍ରାପ୍ତ ତହସିଲଦାର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର , ଗଞ୍ଜାମ କାଞ୍ଚଡି ବେଦ ପାଠଶାଳା ରୁ ସ୍ୱାମୀ ସତ୍ୟlନନ୍ଦଗିରି ମହାରାଜ ପ୍ରମୂଖ ଉପସ୍ଥିତ ଥିଲେ l ପ୍ରଥମେ ସ୍ୱାମୀଜୀଙ୍କ ସମାଧି ରେ ଉପଚାର ପୂଜା ଅର୍ଚ୍ଚନା ହୋମ ଯଜ୍ଞ ସରିବା ପରେ ସାଧୁସନ୍ଥ ମାନଙ୍କ ପ୍ରବଚନ କାର୍ଯ୍ୟକ୍ରମ ହୋଇଥିଲା l ବନବାସି ଅଞ୍ଚଳରେ ଗୋ ହତ୍ୟା ନିଷେଧ, କୁସଂସ୍କାର ଦୂର କରି ଆଧ୍ୟାତ୍ମିକ ବିଚାରଧାରା ପ୍ରବର୍ତ୍ତନ, ହିନ୍ଦୁ ଧର୍ମର ପ୍ରସାର, ଗାଁ ଗାଁ ରେ ଭାଗବତ ପାଠ, ସତସଙ୍ଗ, ପ୍ରତ୍ୟେକ ଧାର୍ମିକ ଦିନରେ ବିଶେଷ ହୋମ ଯଜ୍ଞ ଆୟୋଜନ, ଜ୍ୟୋତିଷ ଶାସ୍ତ୍ର…

Read More

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବୁଗୁଡା ତହସିଲ ଅଧିନରେ ରହିଥିବା ସତ୍ରୁସୋଲ ଗାଁରେ ବେଆଈନ ଦେଶି ଇଟା ଭାଟି ଉପରେ ଅଚାନକ ଚଢଉ କରିଛି ବୁଗୁଡା ତହସିଲ ! ଇଟା ତିଆରି ଚାଲିଥିବା ସମୟରେ ହୋଇଥିଲା ଚଢଉ !ଲକ୍ଷ୍ଯାଧିକ ଟଙ୍କାର ଇଟାଭାଟି ଭଙ୍ଗାରୁଜା !କରିଛି ବୁଗୁଡା ତହସିଲ !ଏପରିକି ବେଆଈନ ଇଟାଭାଟି ନକରିବା ପାଇଁ ବୁଗୁଡା ତହସିଲ ପକ୍ଷରୁ କୁହାଜାଇଛି !ଇଟାଭାଟି ଚଢଉ ବେଳେବୁଗୁଡା ତହସିଲଦାର ତାପସରାଉତ ଙ୍କ ସମେତ ଆରାଇ ମାନେ ଉପସ୍ତିତ ରହିଥିଲେ !

Read More

ମୟୁରଭଞ୍ଜ – (ରାଜୀବ କୁମାର ବେହେରା ) -ଆସନ୍ତା ଡ଼ିସେମ୍ବର ୧ ତାରିଖ ବିଶ୍ଵ ଏଡ୍ସ ଦିବସ ଉପଲକ୍ଷେ ସଚେତନ ଏବଂ ରକ୍ତଦାନ ଗୋଲାମୁଣ୍ଡାକାଟା (ବାଙ୍ଗିରିପୋଷି) ଠାରେ ଅନୁଷ୍ଠିତ ହୋଇ ଯାଇଛି, ରେଡ୍ ଗ୍ରୀନ ଫାଉଣ୍ଡେସନ ର ଚେୟାରମେନ ଚିତ୍ତ ରଞ୍ଜନ ସ୍ବାଇଁଙ୍କ ଆହ୍ୱାନରେ ଅରବିନ୍ଦ ମୂଖୀ, କ୍ରିଷ୍ଣା ଚନ୍ଦ୍ର ମୁଖୀ, ସତ୍ୟଜିତ ଗିରି, ବୃଷଭାନୁ ପାହାଡସିଂ,ଉତ୍ତମ ରାଉତ,ସତ୍ୟବାନ୍ କର,ରତିକାନ୍ତ ମହାନ୍ତ, ସରପଞ୍ଚ ଗୌର ହରି ନାୟକ, ସ୍ଥାନୀୟ ସମାଜସେବୀ ସୁରେନ୍ଦ୍ର ନାଥ ପ୍ରଧାନ, ଦିଲ୍ଲୀପ ପୁର୍ତ୍ତୀ,ବାବି ଭାଇ, ନମିତା ନାୟକ, ପୁଷ୍ପଲତା ସ୍ବାଇଁ, କବିତା ମଣ୍ଡଳ, ସାକିଲା ବେଗମ, ରୁମା ବାରିକସ୍ଥାନ- S.K.R.M. Govt, High school ଗୋଲାମୁଣ୍ଢାକଟା, ବାଙ୍ଗିରିପୋଷି । ୨୩ ୟୁନିଟ୍ ରକ୍ତ ସଂଗ୍ରହ , ପ୍ରଥମ ଥର ପାଇଁ ଉଭୟ ଦମ୍ପତି ଶିଶୀର କୁମାର ଗିରି ଓ ତାଙ୍କ ପତ୍ନୀ ଶାନ୍ତିଲତା ଗିରି ମଧ୍ୟ ଏହି ରକ୍ତଦାନ ଶିବିର ରେ ରକ୍ତଦାନ କରିଥିଲେ ।ସମ୍ବର୍ଦ୍ଧନା -…

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା ଆଙ୍କର/ଏକକାଳୀନ 13 ଟି ସ୍ଥାନରେ ସର୍ଚ୍ଚ ଅପରେସନ୍ କରାଯାଉଛି ଏବଂ ଦକ୍ଷିଣ କୋଲକତାନିଉ ଅଲିପୂର୍ ର 391 ବ୍ଲକ G ଶ୍ୟାମ ସଦନରେ ED ଅଧିକାରୀମାନେ ଏକ ସର୍ଚ୍ଚ ଅପରେସନ୍ କରୁଛନ୍ତି। ପ୍ରାଥମିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅପରେସନ୍ ମୁଖ୍ୟତଃ ବାଲି ଚୋରା ଚାଲାଣ ମାମଲାରେ ଅନ୍ୟ ଦକ୍ଷିଣ କୋଲକତା ସହିତ ପଶ୍ଚିମ ବଙ୍ଗ ରାଜ୍ୟ ର ଆହୁରି 12 ଟି ଅଞ୍ଚଳ ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ 12 ଟି ଟିମ୍ବାଲି ଚୋରା ଚାଲାଣ ମାମଲା ଖୋଳତାଡ଼ ପାଇଁ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ପୁଣି ସକ୍ରିୟ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାସର ପ୍ରଥମ ଦିନ ସକାଳ 7 ଟାରେ ଅପରେସନ୍ ଆରମ୍ଭ କରିଥିଲା। ED ର ଏକ ଦଳ ଝାରଗ୍ରାମ ଜିଲ୍ଲା ସ୍ଥିତ ଗୋପୀବଲ୍ଲଭପୁରରେ ଜଣେ ବ୍ୟବସାୟୀଙ୍କ ଘର ଖୋଜାଖୋଜି କରିଥିଲା। ED ସୂତ୍ର ଅନୁଯାୟୀ, ବ୍ୟବସାୟୀଙ୍କ ଉପରେ ନକଲି ଇନଭଏସ୍ ବ୍ୟବହାର କରି…

Read More

ଉଦଳା ( ରାଜୀବ କୁମାର ବେହେରା ) – ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଖୁଣ୍ଟା ବ୍ଲକଡେଙ୍ଗାମ ଗ୍ରାମପଞ୍ଚାୟତରେ ଏକ ପରିବାର ଦୁର୍ଦିନରେ , ଗ୍ରାମର ଲିଟା ମୁର୍ମୁଙ୍କ ପରିବାରରେ ଜୀବନ ଏକ ଦିନ–ଦୁଇ ଦିନର ଘଟଣା ନୁହଁ, ସମସ୍ୟା ପୁରୁଣା, ତଥାପି ସଂଘର୍ଷ ଜାରି ରହିଛି। ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ଶାରୀରିକ ଭାବେ ଅସମର୍ଥ, ସମସ୍ତେ ଭିନ୍ନକ୍ଷମ । ଏପରି ଦୃଶ୍ୟ କେବଳ ଦୟା–ସମ୍ବେଦନା ଉତ୍ପନ୍ନ କରିନଥାଏ; ଲୋକସେବା ଯନ୍ତ୍ରଣାର ତଳସ୍ଥରର ଦୁରବସ୍ଥାକୁ ମଧ୍ୟ ଉଜାଗର କରେ। ଘରର ଅର୍ଥନୈତିକ ସ୍ଥିତି ଅତ୍ୟନ୍ତ ଦୟନୀୟ।ଭଲରେ ଖାଇବା–ପିନ୍ଧିବା—ଏହା ଏମାନଙ୍କ ପାଇଁ ଆଜିମଧ୍ୟ ଏକ ଅପୂରଣୀୟ ସାତ ସପନ। ସାଧାରଣ ଚିକିତ୍ସା, ଶୁଦ୍ଧ ପୋଷଣ, ନିୟମିତ ସେବା–ଶୁଶୃଷା—ଏମାନଙ୍କ ପାଇଁ ନାହିଁ। ଦୈନିକ ଜୀବନ ଚଳିବାକୁ ଏମାନେ ପଡ଼ଶି ଲୋକଙ୍କ ସହାୟତାରେ ନିର୍ଭର କରିବାକୁ ବାଧ୍ୟ। ସରକାର ପକ୍ଷରୁ ବିଭିନ୍ନ ଯୋଜନା ରହିଥିଲେ ମଧ୍ୟ, ସେଗୁଡିକ ଏହି ପରିବାର ପର୍ଯ୍ୟନ୍ତ ପହଞ୍ଚିନଥିବା…

Read More

ଉଦଳା (ରାଜୀବ କୁମାର ବେହେରା) ପ୍ରତ୍ୟେକ ବର୍ଷର ଭଳି ପରମ୍ପରା ଅନୁଯାୟୀ ଏବର୍ଷ ମଧ୍ୟ ଉଦଳା ମହୋତ୍ସବ ଧୁମୁସା–୨୦୨୫ ପାଳନ ପାଇଁ ପ୍ରସ୍ତୁତି ବୈଠକ ସୋମବାର ଅପରାହ୍ନ ୩ଟାରେ ସନ୍ଧାନ ଗୃହ ଉଦଳାରେ ଅନୁଷ୍ଠିତ ହେଲା। ବୈଠକରେ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ଉଦଳା ବିଧାୟକ ଭାସ୍କର ମଢେଇ। ସହ-ଅତିଥି ଭାବେ ନେଇଥିଲେ ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ଵାଳ, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ପ୍ରକଳ୍ପ ପ୍ରଶାସକ (ଆଇଟିଡିଏ) ନରେନ୍ଦ୍ର ଖମାରୀ, ଓକିଲ ସଂଘ ସମ୍ପାଦକ ବସନ୍ତ କୁମାର ପରିଡା ଆଦି। ବୈଠକରେ ୪ଟି ବ୍ଲକ, ଏନଏସି, ଆଇଟିଡିଏ ପଦାଧିକାରୀ, ଜିଲ୍ଲା ପରିଷଦ ସଦସ୍ୟ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।ସଭାରେ ମହୋତ୍ସବର ସ୍ଥାନ ଓ ତାରିଖ, କୋର କମିଟି ଗଠନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଅତିଥି ବାଛାଇବା, ପ୍ରଦର୍ଶନୀ ଷ୍ଟଲ, ସ୍ମରଣିକା…

Read More