ମାଲକାନଗିରି, ୦୧/୦୯/୨୫: ସାମ୍ୱାଦିକ ମାନସ୍ ନେତାମ୍ ଆଜି ମାଲକାନାଗିରି ସଦର ମହକୁମାରେ ବହୁମୁଖି ଭବନ ତଥା ମଲ୍ଟି ପୋରପୋଜ୍ ହଲ୍ ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନରେ ଭ୍ବବନେଶ୍ୱର ସ୍ଥିତ ରେଳ ଅଡିଟୋରିୟମ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଭାସି ମାଧ୍ୟମରେ ୩ ଗୋଟି ବହୁମୁଖି ହଲ୍ ଓ ଗୋଟିଏ ଟାଉନ୍ ହଲ୍ ଅର୍ଥାତ୍ ଚାରି ଗୋଟି ହଲ୍ ର ଲୋକାର୍ପଣ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ମାଲକାନଗିରି ଦ୍ୱାରା ଜିଲ୍ଲା ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ମନୋଜ ବାରିକ…
Author: Charcha News
ବଲାଙ୍ଗିର/ ଦେବେନ୍ଦ୍ର ପୋଡ଼: ପୂର୍ବ ଶତ୍ରୁତାକୁ ରାଗ ରଖି ନିଶା ଶକ୍ତ ଅବସ୍ଥାରେ ଗାଁ ମନ୍ଦିରରେ ପୂଜା କରୁଥିବା ପୂଜକ ଙ୍କ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରି ଘର ଭଙ୍ଗାରୁଜା କଲା ସ୍ଥାନୀୟ ଜଣେ ଯୁବକ । ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବେଳପଡ଼ା ବ୍ଳକ ଖପ୍ରାଖୋଲ ଥାନା ଦର୍ଲିପାଲି ପଞ୍ଚାୟତ ମାଲପଡା ଗ୍ରାମରେ । ଗ୍ରାମରେ ଥିବା ମହାଦେବ ମନ୍ଦିରରେ ବହୁ ବର୍ଷ ହେଲା କଳିନ୍ଦ୍ର ଥନାପତି ପୂଜକ ଭାବେ ପୂଜା କରି ନିଜର ପରିବାର ସହ ଜୀବିକା ନିର୍ବାହ କରୁଛନ୍ତି । ସେହି ଗ୍ରାମର ଅଭିମନ୍ୟୁ ମାଝୀ (୩୩) ରାତ୍ରି ୧୦ ଟା ସମୟରେ ଘର ବାଡ଼ି ପଟୁ ଆକସ୍ମିକ ଭାବେ ଥନାପତିଙ୍କ ଘର ଭିତରକୁ ପଶି ପରିବାର ଲୋକଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲା । ଏହା ଦେଖି ପୁଅ କୁ ବଞ୍ଚାଇବା ପାଇଁ ବାପା ଅଭିମନ୍ୟୁକୁ ମନା କରିଥିଲେ କିନ୍ତୁ…
ରାୟଗଡ଼ାରବିନ୍ଦ୍ର ନାଥ ମହାପାତ୍ରରାୟଗଡ଼ା ଜିଲ୍ଲା ଗୁଣୁପୁର କଲେଜ ଆଜି ଅଧ୍ୟକ୍ଷ ଶ୍ରୀ ଶଶିଭୂଷଣ ମହାନ୍ତିଙ୍କ ସମ୍ମାନରେ ଏକ ମର୍ଯ୍ୟାଦାପୂର୍ଣ୍ଣ ବିଦାୟ ସମାରୋହର ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ ଏକ ସଂଗଠିତ କାର୍ଯ୍ୟସୂଚୀ ସହିତ ସୁରୁଖୁରୁରେ ଆୟୋଜିତ ହୋଇଥିଲା ଯାହା ବିଦାୟୀ ଅଧ୍ୟକ୍ଷଙ୍କ ପ୍ରତି କଲେଜ ସମ୍ପ୍ରଦାୟର ସମ୍ମାନ ଏବଂ ପ୍ରଶଂସାକୁ ଗୁରୁତ୍ୱାରୋପ କରିଥିଲା। ଅତିଥିମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିବା ସହିତ ସମାରୋହ ଆରମ୍ଭ ହୋଇଥିଲା, ତା’ପରେ ସମ୍ମାନର ନିଦର୍ଶନ ସ୍ୱରୂପ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ପାରମ୍ପରିକ ରୀତିରେ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମରୁ ଆନୁଷ୍ଠାନିକ ଭାବରେ ସଭା ଆରମ୍ଭ ହୋଇଥିଲା। ଶ୍ରୀ ଜଗନ୍ନାଥ ଦୀପ ସ୍ୱାଗତ ଭାଷଣ ଦେଇଥିଲେ, ଏହା ପରେ କର୍ମଚାରୀମାନଙ୍କ ଦ୍ୱାରା ଅଭିଭାଷଣ ଦିଆଯାଇଥିଲା, ଯେଉଁଥିରେ ଅଧ୍ୟକ୍ଷ ଶ୍ରୀ ମହାନ୍ତିଙ୍କ ନେତୃତ୍ୱ ପ୍ରତି ପ୍ରଶଂସା ପ୍ରଦର୍ଶନ କରାଯାଇଥିଲା। ଏକ ଭିଡିଓ ପ୍ଲେ ମଧ୍ୟ କାର୍ଯ୍ୟକ୍ରମର ଏକ ଅଂଶ ଥିଲା, ଯାହା ସମ୍ଭବତଃ ଅଧ୍ୟକ୍ଷ ମହାନ୍ତିଙ୍କ କାର୍ଯ୍ୟକାଳର ପ୍ରମୁଖ ମୁହୂର୍ତ୍ତଗୁଡ଼ିକୁ ଉଜ୍ଜ୍ୱଳ…
ରାୟଗଡ଼ାଆସିଲା ପାର୍ବଣ ୠତୁ। ଚଳ ଚଞ୍ଚଳ ପୂଜା ମଣ୍ଡପ ।ଏବେ ଚାଲିଛି ଅଗ୍ରପୂଜ୍ୟ ଶ୍ରୀ ଗଣେଶ ଙ୍କୁ ଆରଧନା।ଆଉ କିଛି ଦିନ ପରେ ଧରାପୃଷ୍ଠକୁ ଆସିବେ ମାଁ ଜଗତ ଜନନୀ ଦୂର୍ଗା।ଏଥିପାଇଁ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଟାଉନ୍ ଦୁର୍ଗା ପୂଜା କମିଟି ତରଫରୁ ମାଟି ପୂଜା କରାଯାଇଛି।ଆଜି ହେଉଛି ପବିତ୍ର ରାଧା ଅଷ୍ଟମୀ ଏହି ତିଥିରେ ଗୁଡ଼ାରୀ ଦୁର୍ଗା ପୂଜା କମିଟି ତରଫରୁ ବଂଶାଧାରା ନଦୀ ରୁ ମାଟି ଆଣି ପୂଜାର୍ଚ୍ଚନା କରାଯାଇଛି ପ୍ରତି ବର୍ଷ ଚଳିତ ବର୍ଷ ମଧ୍ୟ ଅଷ୍ଟମୀ ତିଥିରେ ଗୁଡାରୀ ମାଁ ଭଣ୍ଡାର ଘରଣୀ ଦୁର୍ଗା ମନ୍ଦିର ଠାରେ ଦୁର୍ଗା ପୂଜା ନିମନ୍ତେ ବଂଶଧାରା ନଦୀକୂଳ ରୁ ମାଟି ଆଣି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା।ଏହି ସମୟରେ କମିଟି ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।
ରାୟଗଡ଼ାତା ୩୧/୮/୨୫ଆସିଲା ପାର୍ବଣ ୠତୁ। ଚଳ ଚଞ୍ଚଳ ପୂଜା ମଣ୍ଡପ ।ଏବେ ଚାଲିଛି ଅଗ୍ରପୂଜ୍ୟ ଶ୍ରୀ ଗଣେଶ ଙ୍କୁ ଆରଧନା।ଆଉ କିଛି ଦିନ ପରେ ଧରାପୃଷ୍ଠକୁ ଆସିବେ ମାଁ ଜଗତ ଜନନୀ ଦୂର୍ଗା।ଏଥିପାଇଁ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଟାଉନ୍ ଦୁର୍ଗା ପୂଜା କମିଟି ତରଫରୁ ମାଟି ପୂଜା କରାଯାଇଛି।ଆଜି ହେଉଛି ପବିତ୍ର ରାଧା ଅଷ୍ଟମୀ ଏହି ତିଥିରେ ଗୁଡ଼ାରୀ ଦୁର୍ଗା ପୂଜା କମିଟି ତରଫରୁ ବଂଶାଧାରା ନଦୀ ରୁ ମାଟି ଆଣି ପୂଜାର୍ଚ୍ଚନା କରାଯାଇଛି ପ୍ରତି ବର୍ଷ ଚଳିତ ବର୍ଷ ମଧ୍ୟ ଅଷ୍ଟମୀ ତିଥିରେ ଗୁଡାରୀ ମାଁ ଭଣ୍ଡାର ଘରଣୀ ଦୁର୍ଗା ମନ୍ଦିର ଠାରେ ଦୁର୍ଗା ପୂଜା ନିମନ୍ତେ ବଂଶଧାରା ନଦୀକୂଳ ରୁ ମାଟି ଆଣି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା।ଏହି ସମୟରେ କମିଟି ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।
ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାଯଦିଓ ସାରା ଦେଶରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ମହା ଆଡମ୍ବରରେ ପାଳିତ ହୁଏ, କିନ୍ତୁ ସେହି ଅର୍ଥରେ ରାଧାଷ୍ଟମୀ ଉତ୍ସବ ପାଳନ କରାଯାଏ ନାହିଁ। ମାୟାପୁର ଇସ୍କନ ଏକ ବ୍ୟତିକ୍ରମ। ରବିବାର ଦିନ, ଶ୍ରୀଧାମ ମାୟାପୁରର ମୁଖ୍ୟ କେନ୍ଦ୍ର ସମେତ ବିଶ୍ୱବ୍ୟାପୀ ଇସ୍କନର ସମସ୍ତ ଶାଖାରେ ଶ୍ରୀମତୀ ରାଧାରାଣୀ (ରାଧାଷ୍ଟମୀ)ଙ୍କ ଶୁଭ ଆବିର୍ଭାବ ଧୁମଧାମରେ ପାଳିତ ହୋଇଛି। ଏହି ପର୍ବ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଯଥାର୍ଥ ଧାର୍ମିକ ମର୍ଯ୍ୟାଦା ଏବଂ ରୀତିନୀତି ସହିତ ପାଳନ କରାଯାଇଥିଲା। ପ୍ରତିବର୍ଷ ପରି, ଏହି ବର୍ଷ ମଧ୍ୟ, ଶ୍ରୀମତୀ ରାଧାରାଣୀଙ୍କ ଆବିର୍ଭାବ, ରାଧାଷ୍ଟମୀ ମହା ଆଡମ୍ବରରେ ପାଳିତ ହୋଇଛି। ଏହି ଅବସରରେ, ମାୟାପୁର ଇସ୍କନ ମନ୍ଦିର ପରିସରକୁ ଫୁଲ ଏବଂ ମାଳାରେ ସଜାଯାଇଥିଲା। ଜାତି, ଧର୍ମ ଏବଂ ବର୍ଣ୍ଣ ନିର୍ବିଶେଷରେ ଦେଶ ଏବଂ ବିଦେଶରୁ ଅନେକ ଭକ୍ତ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ। ଏଦିନ, ଇସ୍କନ ମନ୍ଦିରକୁ ଆସୁଥିବା ଦେଶ ଏବଂ ବିଦେଶରୁ…
ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାଦୁର୍ଘଟଣାର କବଳରେ ମନ୍ତ୍ରୀ ପ୍ରଦୀପ ମଜୁମଦାରଙ୍କ କାର। ଅପରାହ୍ନ ୧ଟାର କିଛି ସମୟ ପରେ ହାଓଡାର ନିବ୍ରା ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଯଦିଓ ମନ୍ତ୍ରୀ ଆହତ ହୋଇ ନାହାଁନ୍ତି, ପୋଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ କରିଛି। ଘାତକ ଗାଡିଟିକୁ ଜବତ କରାଯାଇଛି। ସୂଚନା ଅନୁଯାୟୀ, ମନ୍ତ୍ରୀ ପ୍ରଦୀପ ମଜୁମଦାର ଆଜି ଅପରାହ୍ନରେ ଏକ ଜରୁରୀ କାମରେ ଦାନକୁନିରୁ କୋଲକାତା ଅଭିମୁଖେ ଯାଉଥିଲେ। ଦୁର୍ଘଟଣା ମଝି ରାସ୍ତାରେ ଘଟିଥିଲା। ଜାତୀୟ ରାଜପଥର କୋଲକାତା ଯାଉଥିବା ଲେନରେ ପଛରୁ ଏକ ଟ୍ରକ ଆସି ମନ୍ତ୍ରୀଙ୍କ କାରକୁ ଧକ୍କା ଦେଇଥିଲା। ସେହି ସମୟରେ ମନ୍ତ୍ରୀଙ୍କ କାର ଧୀରେ ଚାଲୁଥିବାରୁ ଏକ ବଡ଼ ଦୁର୍ଘଟଣାକୁ ଏଡାଯାଇ ପାରିଲା। ଟ୍ରକ ଦ୍ୱାରା ତାଙ୍କ କାରର ପଛ ଭାଗ ସାମାନ୍ୟ କ୍ଷତ ହୋଇଛି। ତେବେ, କାରରେ ଥିବା ପ୍ରଦୀପ ମଜୁମଦାର ଆହତ ହୋଇ ନଥିବା ଜଣାପଡ଼ିଛି। ଘଟଣା ପରେ…
ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାକୃଷ୍ଣନଗର ଛାତ୍ରୀ ଇଶିତା ମଲ୍ଲିକ ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପୋଲିସ ମୁଖ୍ୟ ଅଭିଯୁକ୍ତ ଦେଶରାଜଙ୍କ ମାମୁଁ କୁଳଦୀପ ସିଂହଙ୍କୁ ଗିରଫ କରିଛି। ଅଭିଯୋଗ ଯେ ହତ୍ୟାକାଣ୍ଡ ବିଷୟରେ ଜାଣିବା ପରେ ମଧ୍ୟ କୁଳଦୀପ ଦେଶରାଜଙ୍କୁ ଲୁଚିବାରେ ସାହାଯ୍ୟ କରିଥିଲେ ଏବଂ ନକଲି କାଗଜପତ୍ର ପ୍ରସ୍ତୁତ କରି ଖସି ପଳାଇବାରେ ସାହାଯ୍ୟ କରିଥିଲେ। ପୋଲିସ ସୂତ୍ରରୁ ଜଣାପଡିଛି ଯେ ଗିରଫ କୁଳଦୀପ ସିଂହ ଉତ୍ତର ପ୍ରଦେଶର ଦେଓରିଆର ବାସିନ୍ଦା। ତେବେ, ତାଙ୍କୁ ଗୁଜୁରାଟର ଜାମନଗରରୁ ଗିରଫ କରାଯାଇଛି।ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୨୫ ତାରିଖରେ ଦେଶରାଜ କୃଷ୍ଣନଗରର ପାଲପଡାସ୍ଥିତ ମଲ୍ଲିକ ଘରେ ପ୍ରବେଶ କରି ଇଶିତାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ସେବେଠାରୁ ଦେଶରାଜ ତାଙ୍କ ପରିବାର, ଦୁଇ ଗ୍ୟାଙ୍ଗଷ୍ଟର ଜ୍ୱାଇଁ ଏବଂ ଯୋଗୀ ରାଜ୍ୟର ଏକ ପ୍ରଭାବଶାଳୀ ଗୋଷ୍ଠୀର ପ୍ରତ୍ୟକ୍ଷ ସମର୍ଥନରେ ପୋଲିସ ସହିତ ଲୁଚକାଳି ଖେଳୁଥିଲେ। ଦେଓରିଆର କୈରାୱାଟା ଗାଁର ତାଙ୍କ ବନ୍ଧୁ…
ରାୟଗଡ଼ା ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ନାଇରା ପଞ୍ଚାୟତ ଠାରେ ଆଜି ରବିବାର ବିଜେପି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ଓ ବିଜେଡି ଦଳ ଛାଡି ଶତାଧିକ କର୍ମୀ ମାନେ ବିଜେପି ରେ ହେଲେ ସାମିଲ।ସ୍ଥାନୀୟ ମାଁ ବ୍ରାହ୍ମଣୀ ଦେବୀ ମଣ୍ଡପ ପରିସରରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ମଣ୍ଡଳ ସଭାପତି ଜି ରାମକ୍ରିଷ୍ଣା ଙ୍କ ସଭାପତିତ୍ବ ରେ ଆୟୋଜିତ ମିଶ୍ରଣ ପର୍ବ ରେ ପୟ ଶବର ,ସୁବାସ ଶବର ଙ୍କ ଶତାଧିକ କର୍ମୀ ମାନେ ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଥିଲେ। ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ଙ୍କ ବିକାଶ ଧାରା ଓ ବିଜେପି ର ଚିନ୍ତାଧାରା କୁ ଅନୁପ୍ରାଣିତ ହୋଇ ବିଜେପି ରେ ସାମିଲ ହେଲେ ବୋଲି କହିଥିଲେ। ନାଇରା ପଞ୍ଚାୟତ ର ସାନ କୁଡ଼ିଙ୍ଗି,ପୂଜାବିଲ,ନାଇରା ଚିନ୍ତାଲଗୁଡ଼ା ର ଅନେକ…








