Author: Charcha News

ରାୟଗଡ଼ାରବିନ୍ଦ୍ର ନାଥ ମହାପାତ୍ରରାୟଗଡ଼ା ଜିଲ୍ଲା ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆଜି ରବିବାର ୨୫ ବର୍ଷ ପୂର୍ତ୍ତି ଅବସରରେ ରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ସହ , ଚକ୍ଷୁ ପରୀକ୍ଷା ଗୋଷ୍ଠୀ କରାଯାଇଥିଲା।ପଦ୍ମପୁର ସ୍ବାସ୍ଥ୍ୟକେନ୍ଦ୍ର ଏକ ଡ଼ାକ୍ତରୀ ଟିମ୍ ଗଙ୍ଗମ୍ ର ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ସ୍ବାସ୍ଥ୍ୟ ଓ ପରଳ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ।ସକାଳ ୧୦ ରୁ ୨ପର୍ଯ୍ୟନ୍ତ। ଚାଲୁଥିଲା।୨୦୦ ରୋଗୀ ପଞ୍ଜୀକୃତ କରି ଚିକିତ୍ସିତ ହୋଇଥିଲେ।ଏହି ଶିବିରକୁ ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ସଞ୍ଜୟ ଦାସ ବାନାର୍ଜୀ ଉପସ୍ଥିତ ହୋଇ ଦ୍ବୀପପ୍ରଜ୍ବଳନ ସହ କାର୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ l ଏହା ସହିତ ଗୁଣୁପୁର ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ, ଡା. ଲାଡି ରାକେଶ, ଡା. ଅରୁଣ କୁମାର ମାନସିଂ, ସ୍କୁଲ ସମ୍ପାଦକ ସୁନୀଲ କୁମାର ମିଶ୍ର ଉପସ୍ଥିତ ଥିଲେ ଓ ସ୍କୁଲର ପ୍ରଧାନ…

Read More

ମାଲକାନଗିରି ସାମ୍ୱାଦିକ ମାନସ୍ ନେତାମ୍* ଚଢାଦରରେ ସାର ବିକ୍ରି କୁ ନେଇ ରାସ୍ତା ଅବରୋଧ l 326 ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଲୋକେ l ୟୁରିଆ ସାର କଳାବଜାରୀକୁ ନେଇ ରାସ୍ତା ଅବରୋଧ କରିବା ସହ ନିର୍ଦ୍ଧାରିତ ମୁଲ୍ୟଠାରୁ ଅଧିକ ମୂଲ୍ୟ ରେ ବିକ୍ରି ହେହୁଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରି 326 ନମ୍ବର ଜାତୀୟ ରାଜପଥ ବନ୍ଦ କରିଛନ୍ତି lମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ପୁସୁଗୁଡା ପଞ୍ଚାୟତର ଘଟଣା l ସରକାରଙ୍କ ନିୟମ ଅନୁଯାୟୀ ଗୋଟିଏ ସାର ବସ୍ତା ର ରେଟ ୨୬୮ ଟଙ୍କା ରହିଥିବା ବେଳେ ପୁସୁଗୁଡା ର ଜ୍ୟୋତିର୍ମୟୀ ଆଣ୍ଡ ସୁଧର୍ଶନ ଟ୍ରାଡ଼ର୍ଶ ଏମ୍. ଏସ୍. ମ୍ରିଗାନ ମିସ୍ତ୍ରୀ ଡିଲର ଜଣକ କାହାକୁ ୮୦୦ ଟଙ୍କା ତ ଆଉ କାହାକୁ ୧୦୦୦ ଟଙ୍କାରେ ବିକ୍ରି କରିଛନ୍ତି ସାରବସ୍ଥା l ଯାହାଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରି ରାସ୍ତା ଅବରୋଧ କରିଛନ୍ତି l ଘଟଣା ସ୍ଥଳରେ…

Read More

ରାୟଗଡାରବିନ୍ଦ୍ର ନାଥ ମହାପାତ୍ରରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ କଂଗ୍ରେସ ଦଳର ଚକୁଣ୍ଡା ହାଟ ରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଦିନ 12 ରୁ 3 ପର୍ଯ୍ୟନ୍ତ ଏହି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ବ୍ଲକ କଂଗ୍ରେସ ସଭାପତି ବାଞ୍ଛାନିଧି ବେହେରା ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥିଭାବେ ବିଧାୟକ ଗୁଣୁପୁର ସତ୍ୟଜିତ ଗମାଙ୍ଗ ଯୋଗ ଦେଇଥିଲେ । ଦଳ କିପରି ମଜବୁତ୍ ହେବ ତାହା ଆଲୋଚନା ହୋଇଥିଲା।,ଏହି ସମୟ ରେ ବରିଷ୍ଠ କଂଗ୍ରେସ ନେତା ନୀଳ ମାଧବ ସାହୁ, ଜ଼ିଲ୍ଲା ପରିଷଦ ସଭ୍ୟ ତାଙ୍ଗାଡୁ ଶ୍ରୀଧର, ସାଂସଦ ପ୍ରତିନିଧି ଜି. ପ୍ରସାଦ ରାଓ,ପୂର୍ବତନ ପଦ୍ମପୁର ବ୍ଲକ ଅଧ୍ୟକ୍ଷ ରମାକାନ୍ତ ମାଝୀ, ସମିତି ସଭ୍ୟ ସୁଧୀର ଗୁରୁ, ପ୍ରକାଶ କଣ୍ଡାଗରୀ,ପୂର୍ବତନ ସରପଞ୍ଚ ଶ୍ରୀ କେଶବ ନିମାଲା, ଯୁବ ନେତା ରଞ୍ଜିତ ନାୟକ ବେହେରା, ଯୁବ ନେତା ପିଙ୍କୁ ଲାବଲା,ଜଗଦୀଶ ମଣ୍ଡାଙ୍ଗୀ, ସତ୍ୟ ଚୌଧୁରୀ, ଅଭିରାମ, ସୁଦର୍ଶନ ଙ୍କ ସହ ଶତାଧିକ…

Read More

ମାଲକାନଗିରି, ସାମ୍ୱାଦିକ ମାନସ୍ ନେତାମ୍ ଆଜି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ପଡିଆ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି ।ଜିଲ୍ଲାପାଳ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାକାର ସ୍ଵାସ୍ଥ୍ୟ ଭିତ୍ତିଭୂମି ତଦାରଖ କରିବା ସହ ପରିମଳ ବ୍ୟବସ୍ଥାକୁ ଗୁରୁତ୍ବ ପ୍ରଦାନ କରିବାକୁ କହିଥିଲେ। ସେହିପରି ରୋଗୀ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ସେଠାରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ସେହିପରି ଗ୍ରାମୀଣ ପାଠାଗାର ମଧ୍ଯ ପରିଦର୍ଶନ କରି ଭିତ୍ତିଭୂମି ତଦାରଖ କରିଛନ୍ତି ଜିଲ୍ଲାପାଳ I ଜିଲ୍ଲାପାଳ ଉଣ୍ଡରୁକୋଣ୍ଡାଠାରେ ଥିବା କନ୍ୟାଶ୍ରମ ପି.ଏମ-ଶ୍ରୀ ସ୍କୁଲ, ଆମ ବ୍ୟାଙ୍କ ସୁବିଧା କେନ୍ଦ୍ର, ଘରୋଇ ଉତ୍ପାଦ ୟୁନିଟ୍ କେନ୍ଦ୍ର ବୁଲି ଦେଖିବା ସହ ସେଠାରେ ଚାଲିଥିବା କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ I ସେହିଭଳି ବାପନପାଲ୍ଲୀ ଠାରେ ଥିବା କସ୍ତୁରବା ଗାନ୍ଧୀ ବାଳିକା…

Read More

ବିଳମ୍ବିତ ରାତ୍ରିରେ ଜଣେ ପୋଲିସ୍ କର୍ମଚାରୀ ଡ୍ୟୁଟି ସାରି ନିଜ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ସ୍ବିକାର ହୋଇଛନ୍ତି। ନିର୍ମାଣ ହେଉଥିବା ବାଇପାସ୍ ରାସ୍ତା କାମର ମଝିରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ପିଟିହୋଇ ଚାଲିଗଲା ଜଣେ ପୋଲିସ୍ କର୍ମଚାରୀ ଙ୍କ ଜୀବନ।ଘଟଣାସ୍ଥଳର ଗୁରତର ପୋଲିସ୍ କର୍ମଚାରୀ କୁ ଉଦ୍ଧାର କରି ଜନସାଧାରଣ ଓ ପୋଲିସ୍ ସହାୟତାରେ ପିସିଆର୍ ଗାଡିରେ ଗୁଣୁପୁର ଉପଖଣ୍ଡସ୍ତରିୟ ମେଡିକାଲ୍ ଭର୍ତୀ କରାଯାଇଥିଲା। ଅବସ୍ଥା ସଂଙ୍କଟାପଣ୍ଣ ଥିବାରୁ ବ୍ରହ୍ମପୁର ବଡମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ବାଇପାସ୍ ରାସ୍ତା ରେ ବିଳମ୍ବିତ ରାତ୍ରିରେ କିଛି ସମୟ ଧରି ଉତେଜନା ଦେଖାଦେଇଥିଲା। ରାସ୍ତା ମଧ୍ୟ ଅବୋରଧ କରିଥିଲେ କିଛି ସ୍ଥାନିୟ ଲୋକେ। ଘଟଣାସ୍ଥଳରେ ସ୍ଥାନିୟ ବିଧାୟକ ସତ୍ୟଜିତ ଗମାଙ୍ଗ ପୋଲିସ୍ ପହଞ୍ଚିଥିଲେ । ସ୍ଥାନିୟ ଲୋକେ ରାସ୍ତା କାମ ସାରିବା ପାଇଁ ବିଧାୟକ ଙ୍କୁ ଘେରିବା ସହ ବିଭାଗୀୟ ଅଧିକାରି ମାନଙ୍କ ସହ ଆଲୋଚନା କରିବା ପାଇଁ…

Read More

ରାୟଗଡ଼ାରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା ଜିଲ୍ଲା ଗୁଣପୁର ସହର ବାସି ଙ୍କ ପାଇଁ ମନୋରଞ୍ଜନ ସହ ସ୍ଥାନୀୟ କଳାକାରଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ।ଆସନ୍ତା କାଲି ନିଖିଲ ଭାରତ ସ୍ୱାୟିତ୍ତ ଶାସନ ଗୁଣପୁର ପୌର ପରିଷଦ ଠାରେ ପାଳନ କରାଯିବ।ଏଥିପାଇଁ ରାଜ୍ୟ ସରକାର ଙ୍କ ନିର୍ଦ୍ଧେଶ କ୍ରମେ ଆଜି ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ନୂଆ ବସଷ୍ଟାଣ୍ଡ ଠାରୁ ବାଇପାସ୍ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଏଥିରେ ପିଲାଙ୍କ ଠାରୁ ମହିଳା ଯୁବ ଗୋଷ୍ଠୀ ବରିଷ୍ଠ ନାଗରିକ ମାନେ ଯୋଗ ଦେଇ ଯୋଗ,ବ୍ୟାୟମ,ନାଚ,ଗୀତ,ସ୍ଥାନୀୟ କଳାକାର ଙ୍କ ବିଭିନ୍ନ ପ୍ରକାର ଦେଶୀୟା ଗୀତ ସହ ନୃତ୍ୟ ପରିବେଷଣ ସହ ପ୍ରତିଭା ଦେଖାଇବା ସହ ବିଭିନ୍ନ ପ୍ରକାର ନୃତ୍ୟ କ୍ରିୟା କଳାପ ଦେଖାଇଥିଲେ।ଏହି ସମୟରେ ମୁଖ୍ୟ ଅତିଥି ଭାବରେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ,ସମ୍ମାନିତ ଅତିଥି ଭାବରେ ବିଡ଼ିଓ ସ୍ଵାସ୍ତିକ ଜମାଦାର,ଅଧ୍ୟକ୍ଷା ମମତା ଗୌଡ ପୌର ପରିଷଦ ର ନିର୍ବାହୀ ଅଧିକାରୀ ସନ୍ତୋଷ…

Read More

ରବିନ୍ଦ୍ର ନାଥ ମହାପାତ୍ରRayagadaରାୟଗଡା ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିର ର ଉନ୍ନତି କରଣ ପାଇଁ ତତ୍କାକିନ ବିଜେଡି ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 36 କୋଟି ଟଙ୍କା ମଞ୍ଜୁରୀ କରିଥିଲେ। ଆଜି ତାର ଶିଳାନ୍ୟାସ କାରାଯାଇଛି.। ପ୍ରଥମ ପ୍ରଯ୍ୟୟରେ 26 କୋଟି ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ଆନୁକୂଳରେ କାଶୀକଞ୍ଚନ ପ୍ରାଇଭେଟ ଲିମିଟେଡ଼ କନଷ୍ଟ୍ରସନ ଦ୍ୱାରା ଆଜି ଶିଳାନ୍ୟସ କରାଯାଇଛି। ମନ୍ଦିରର ଚତୁର୍ପାର୍ଶ୍ବରେ ଉନ୍ନତିକରଣ କରାଯିବା ସହ ତିନି ଦ୍ବାର ପାଇଁ ପକ୍କା ରାସ୍ତା,ଅତିଥି ଭବନ,ମନ୍ଦିର କାର୍ଯ୍ଯାଳୟ, ମୁଣ୍ଡନ କକ୍ଷ,ପାର୍କ,ଶୈଚାଳୟ, ବିଶ୍ରାମଗାର ଓ ଯାନବାହନ ରଖିବା ପାଇଁ ପାର୍କିଂ ର ବ୍ଯବସ୍ଥା କରାଯିବ। ଆସନ୍ତା 24 ମାସ ମଧ୍ଯରେ ସମସ୍ତ କାର୍ଯ ଶେଷ କରିବା ପାଇଁ ଉକ୍ତ ଠିକା ସଂସ୍ଥା ଲକ୍ଷ ଧାର୍ଯ୍ୟ ରଖିଛି। ମନ୍ଦିର କୁ ରାଜ୍ଯ ତଥା ବାହାର ରାଜ୍ଯର ଶ୍ରଦ୍ଧାଳୁ ମାନେ ଆସି ଯେପରି ମାଙ୍କର ଶୃଙ୍ଖଳିତ ଦର୍ଶନ କରି ଫେରିବେ…

Read More

1. Rokubet Bonus Sisteminin Temelleri ve Kısıtlama Kavramı Dijital oyun bahisleri ve şans merkezi sistemleri, rokubet gibi modern interaktif deneyim kuruluşlarının da yer aldığı alanda, başlangıç seviyesindeki ve kayıtlı katılımcıları desteklemek doğrultusunda çeşit çeşit ek fırsat ve teklifler hazırlar. Bu teşvikler, müşterilere ilave denge, ücretsiz çevirme fırsatları veya kayıp geri dönüşleri gibi ek katkılar oluşturarak platform yaşantılarını daha cazip kılar. Ancak, bu avantajların dengeli yapısını sürdürmek ve mümkün usulsüzlükleri önlemek maksadıyla, altyapılar tanımlı engeller ve esaslar devreye alır. Rokubet, oyun dünyasındaki diğer güvenilir platformlar gibi, ek fırsat çerçevesinde saydamlığı ve eşitlikçi oyun akışını öne çıkarır. Bu rehberde, Rokubet sisteminde ek…

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା ରାଜ୍ୟ ପଶ୍ଚିମ ବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ଜମାଲପୁର ଥାନାର ନବଗ୍ରାମରେ ଏକ ଇଟା ଭାଟି ସଂଲଗ୍ନ ଅଞ୍ଚଳରେ ଶୁକ୍ରବାର ଦିନ ତାଜା ବୋମା ଉଦ୍ଧାର ହେବା ନେଇ ଭୟ ବ୍ୟାପିଗଲା। ଗୋଟିଏ ବ୍ୟାଗରେ 9ଟି ତାଜା ବୋମା ଉଦ୍ଧାର ହୋଇଥିଲା। ସେହି ଦିନ, ଏକ ଗଛ ତଳେ ଏକ ବ୍ୟାଗ ପଡ଼ିଥିବା ଦେଖି ଅଞ୍ଚଳର ଲୋକମାନେ ସନ୍ଦେହ କଲେ। ଏହା ପରେ ସେମାନେ ପୋଲିସକୁ ଖବର ଦେଲେ, ପୋଲିସ ଘଟଣାସ୍ଥଳକୁ ଆସି ଅଞ୍ଚଳକୁ ଘେରିଗଲା। ପରେ, ପୋଲିସ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଅଗ୍ନିଶମ ବାହିନୀ ସହିତ ଘଟଣାସ୍ଥଳରେ ପହଞ୍ଚିଲା। ବୋମା ନିଷ୍କ୍ରିୟ ଦଳ ପୂର୍ବରୁ ନଅଟି ଉଦ୍ଧାର ବୋମାକୁ ନିଷ୍କ୍ରିୟ କରିସାରିଛି। ସେମାନେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ବୋମା ରଖିଥିଲେ ତାହା ପୋଲିସ ତଦନ୍ତ କରୁଛି। ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ଏହି ଘଟଣା…

Read More