Author: Charcha News

Reporter- rabindranath mohapatroPlace-RayagadaDate-22-08-25 ବିଦ୍ଯୁତ୍ କାଟ୍ ଯୋଗୁଁ 3 ଘଣ୍ଟା ଧରି ମୋବାଇଲ ଲାଇଟ୍ ରେ ହେଲା ରୋଗି ଚିକିତ୍ସା। ଏଭଳି ଅଭାବନୀୟ ଘଟଣା ଆଜି ରାୟଗଡା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଦେଖିବାକୁ ମିଳିଥିଲା। ଜେନେରେଟର୍ ଅଚଳ ହୋଇପଡିଥିବା ଯୋଗୁଁ ରୋଗି ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଆଜି ରୋଗି ମାନଙ୍କୁ ମୋବାଇଲ ଲାଇଟ୍ ରେ ଚିକିତ୍ସା କରାଯାଇଥିଲା। ଦୀର୍ଘ 3ଘଣ୍ଟା କାଳ ଲିପ୍ଟ ଅଚଳ ହୋଇପଡିଥିଲା। ବିଶେଷ କରି ମୁଖ୍ଯ ଡାକ୍ତରଖାନାର ଓପିଡି,ସ୍ତ୍ରୀ ଓ ପ୍ରସୂତ୍ତି ବିଭାଗ,ଭେଷଜ ବିଭାଗ,ରକ୍ତ ନମୁନା ସଂଗ୍ରହ କେନ୍ଦ୍ରରେ ରୋଗିସେବା ସଂପୂର୍ଣ୍ଣ ବ୍ଯାହତ ହୋଇପଡିଥିଲା। ଫଳରେ ରୋଗି ସଂପର୍କିୟ ମାନେ ଘୋର ଅସନ୍ତୋଷ ବ୍ଯକ୍ତ କରିଥିଲେ। ଗତକାଲି ଠାରୁ TPSODL ପକ୍ଷରୁ ଆଜି ସକାଳ 9ଟାରୁ 1.30ପର୍ଯ୍ୟନ୍ତ ବିଦ୍ଯୁତ୍ କାଟ୍ ପାଇଁ ଘୋଷଣା କରାଯାଇଥିଲା। ହେଲେ ସ୍ବାସ୍ଥ୍ୟ ବିଭାଗ ର ଅପାରଗତା ଯୋଗୁଁ ଅଚଳ ହୋଇପଡିଥିବା ଜେନେରେଟର୍ କୁ କାର୍ଯ୍ଯକ୍ଷମ କରାଯାଇ…

Read More

ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତା ଆଜି ପଶ୍ଚିମବଙ୍ଗ ପାଇଁ ଏକ ଐତିହାସିକ ଦିନ। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଲକାତା ଗସ୍ତ। ଆଜି ସେ ବିମାନବନ୍ଦରର ୧ ନମ୍ବରରୁ ଦମଦମ ନୋଆପଡା ପର୍ଯ୍ୟନ୍ତ ନୂତନ ମେଟ୍ରୋ ପ୍ରକଳ୍ପର ଉଦଘାଟନ କରିଲେ। ଉଦଘାଟନ ପରେ ତୁରନ୍ତ ଏହି ନୂତନ ମେଟ୍ରୋ ସେବା ଆରମ୍ଭ ହୋଇଥିଲା, ଯାହା ସହରର ଯାତ୍ରୀମାନଙ୍କ ପାଇଁ ଏକ ନୂତନ ଦିଗ ଥିଲା। ଏହାପରେ, ପ୍ରଧାନମନ୍ତ୍ରୀ ଦମଦମ କେନ୍ଦ୍ରୀୟ ଜେଲ ଗ୍ରାଉଣ୍ଡରେ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିଲେ। ଏହାକୁ ନେଇ ସାଧରଣ ଜନତାଙ୍କ ମଧ୍ୟରେ ପୂର୍ବରୁ ଉତ୍ସାହ ଦେଖାଯାଇଥିଲା ଅନ୍ୟ ପଟେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଜନସଭା ରେ ମମତା ବାନାର୍ଜୀ ସରକାରଙ୍କ ଘେରି କହିଛନ୍ତି ପଶ୍ଚିମ ବଙ୍ଗ ରାଜ୍ୟ ମମତା ବାନାର୍ଜୀ ସରକାରଙ୍କ ଦୁର୍ନୀତି ଗ୍ରସ୍ତ ତାଙ୍କ ସରକାର ଆସିବା ଦିନରୁ ବିଭିନ୍ନ ଚିଟ ଫଣ୍ଡ ଠକେଇ ମାମଲାରେ ତାଙ୍କ ମନ୍ତ୍ରୀ ତାଙ୍କ ସାଂସଦ…

Read More

ଓଡ଼ିଶା ରାଜନୀତିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଉ ଏହି ବଡ଼ ପରିବର୍ତ୍ତନ ଆଣିବାର ମାଷ୍ଟର ମାଇଣ୍ଡ ହେଉଛନ୍ତି ରାଷ୍ଟ୍ରୀୟ ଲୋକଦଳ ରାଜ୍ୟ ସଭାପତି ଜିତେନ୍ଦ୍ର କୁମାର ହାତୀ । ଜିଏକି ଏହି ବରିଷ୍ଠ ନେତାମାନଙ୍କ୍‌ୁ ଏକଜୁଟ କରି, ସଭାପତି ହେବାର ପୂର୍ବରୁ ଓ ଏବେ ପ୍ରସ୍ତୁତି ବୌଠକ କରୁଛନ୍ତି, କାରଣ ତାଙ୍କର ରାଷ୍ଟ୍ରସଭାପତି ଜୟନ୍ତ ଚୌଧୁରୀଙ୍କୁ ଓଡ଼ିଶା ଆଣିବା ପାଇଁ । ଆଉ ଏହା ପାଇଁ କିଛି ବରିଷ୍ଠ ନେତୃବୃନ୍ଦ ଅମର ଶତପଥି ଓ ପ୍ରଭାତ ତ୍ରିପାଠିଙ୍କ ଅଧକ୍ଷତାରେ ଆରଏଲଡିର ରାଷ୍ଟ୍ରିୟସଭାପତି ଜୟନ୍ତ ଚୌଉଧୁରିଙ୍କୁ ତାଙ୍କ ବାସଭବନରେ ଦେଖାକରିବାକୁ ୨୧ ତାରିଖ ଦିନ ଦିଲ୍ଲୀ ଗ୍ରସ୍ତ କରିଥିଲେ । ସେଥିପାଇଁ ସେଠାରେ ଶ୍ରୀଚୌଉଧୁରୀଙ୍କୁ ସାକ୍ଷାତ କରି ଓଡ଼ିଶା ନିମନ୍ତ୍ର କରିବେ ନେତାମାନେ । ଆଉ ଶ୍ରୀଚୌଉଧୁରୀ ଓଡ଼ିଶା ଆସିବା ପରେ ଓଡ଼ିଶାର କିଛି ନେତାମାନେ ଧିରେ ଧିରେ ରାଷ୍ଟ୍ରୀୟଲୋକଦଳରେ ମିସିବେ ବୋଲି ଜଣାପଡ଼ିଛି । ସେଥିପାଇଁ ଗତ ୨୦…

Read More

ମାଲକାନଗିରି :୨୨/୦୮/୨୫ ସାମ୍ୱାଦିକ ମାନସ୍ ନେତାମ୍। ମାଲକାନଗିରି ଜ଼ିଲ୍ଲା ଆଦିବାସୀ ସମାଜ ମହାସଂଘ ପକ୍ଷ ରୁ ୧୫ ଗୋଟି ଆଦିବାସୀ ସମ୍ପ୍ରଦାୟ ର ସଭାପତି ଓ ସମ୍ପାଦକ ଓ କର୍ମକର୍ତା ସହ ଜ଼ିଲ୍ଲା ଆଦିବାସୀ ସମାଜ ମହାସଂଘ ସଭାପତି ବନ୍ଧୁ ମୁଦୁଲି ଙ୍କ ନେତୃତ୍ୱ ରେ ଜ଼ିଲ୍ଲା ର ବିଭିନ୍ନ ସମସ୍ୟା ନେଇ ୧୪ ଗୋଟି ଦାବି ନେଇ ଜ଼ିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ପରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଥିଲା ଏଥିରେ ୧୫ ଗୋଟି ଆଦିବାସୀ ସମାଜ ର କର୍ମ କର୍ତ୍ତା ମାନେ ଉପସ୍ଥିତ ରହିଥିଲେ। ଏହି ସମସ୍ୟା ଗୁଡିକ ତୁରନ୍ତ ସମାଧାନ ହେଲେ ଆଦିବାସୀ ସମାଜ ର ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା, ସାମାଜିକ ଆର୍ଥିକ, ସଂସ୍କୃତି କ୍ଷେତ୍ର ରେ ବୃଦ୍ଧି ଘଟିବ। ଏହି ସମସ୍ୟା ଗୁଡିକ ମଧ୍ୟ ରୁ ଜଙ୍ଗଲ ଜମି ପଟ୍ଟା, ଗୋଷ୍ଟି ଗତ ପଟ୍ଟା ପ୍ରଦାନ ଆଦିବାସୀ ଓ ବନବାସୀ…

Read More

ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାଆଙ୍କର: ଆଜି ପଶ୍ଚିମବଙ୍ଗ ପାଇଁ ଏକ ଐତିହାସିକ ଦିନ। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଲକାତା ଗସ୍ତ। ଆଜି ସେ ବିମାନବନ୍ଦରର ୧ ନମ୍ବରରୁ ଦମଦମ ନୋଆପଡା ପର୍ଯ୍ୟନ୍ତ ନୂତନ ମେଟ୍ରୋ ପ୍ରକଳ୍ପର ଉଦଘାଟନ କରିଲେ। ଉଦଘାଟନ ପରେ ତୁରନ୍ତ ଏହି ନୂତନ ମେଟ୍ରୋ ସେବା ଆରମ୍ଭ ହୋଇଥିଲା, ଯାହା ସହରର ଯାତ୍ରୀମାନଙ୍କ ପାଇଁ ଏକ ନୂତନ ଦିଗ ଥିଲା। ଏହାପରେ, ପ୍ରଧାନମନ୍ତ୍ରୀ ଦମଦମ କେନ୍ଦ୍ରୀୟ ଜେଲ ଗ୍ରାଉଣ୍ଡରେ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିଲେ। ଏହାକୁ ନେଇ ସାଧରଣ ଜନତାଙ୍କ ମଧ୍ୟରେ ପୂର୍ବରୁ ଉତ୍ସାହ ଦେଖାଯାଇଥିଲା ଅନ୍ୟ ପଟେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଜନସଭା ରେ ମମତା ବାନାର୍ଜୀ ସରକାରଙ୍କ ଘେରି କହିଛନ୍ତି ପଶ୍ଚିମ ବଙ୍ଗ ରାଜ୍ୟ ମମତା ବାନାର୍ଜୀ ସରକାରଙ୍କ ଦୁର୍ନୀତି ଗ୍ରସ୍ତ ତାଙ୍କ ସରକାର ଆସିବା ଦିନରୁ ବିଭିନ୍ନ ଚିଟ ଫଣ୍ଡ ଠକେଇ ମାମଲାରେ ତାଙ୍କ ମନ୍ତ୍ରୀ ତାଙ୍କ ସାଂସଦ…

Read More

ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାଆଙ୍କର: ତସ୍କରି ହେବା ପୂର୍ବରୁ ବନ ବିଭାଗର ଜାଲରେ ୧୫୦ ରୁ ଅଧିକ ବିରଳ ପ୍ରଜାତିର ଟିଆ ପକ୍ଷୀ ଉଦ୍ଧାର କରାଯାଇଛି। ରାଜ୍ୟ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନର ସୁଲିପୁକୁର ଅଞ୍ଚଳରେ ଦୁଇଟି ପିଞ୍ଜରାବନ୍ଦୀ ଅବସ୍ଥରେ ଉଦ୍ଧାର କରାଯାଇଛି। କାହାକୁ ଗିରଫ କରାଯାଇ ନାହିଁ। କୁହାଯାଉଛି ଯେ ଏଗୁଡ଼ିକ ମୁଖ୍ୟତଃ ରୋଜ ରିଙ୍ଗ ପ୍ରଜାତିର ଟିଆ ପକ୍ଷି, ଯାହା ଝାଡ଼ଖଣ୍ଡ ଅଞ୍ଚଳରେ ଦେଖାଯାଏ। ବର୍ଦ୍ଧମାନ ବନ ବିଭାଗର ବନ ଅଧିକାରୀ ସଞ୍ଚିତା ଶର୍ମା କହିଛନ୍ତି ଯେ ପକ୍ଷୀଗୁଡ଼ିକୁ ଝାଡ଼ଖଣ୍ଡ ଅଞ୍ଚଳରୁ ତସ୍କରି ପାଇଁ ନିଆଯାଉଥିଲା। ବସ୍‌ର ଡିକିରେ ଦୁଇଟି ପିଞ୍ଜରା ଥିଲା। ଏକ ଗୁପ୍ତ ସୂତ୍ରରୁ ସୂଚନା ପାଇବା ପରେ, ବନ ବିଭାଗ କର୍ମଚାରୀମାନେ ବର୍ଦ୍ଧମାନର ସୁଲିପୁକୁର ଅଞ୍ଚଳରେ ଏହି ପକ୍ଷୀଗୁଡ଼ିକୁ ଉଦ୍ଧାର କରି ବର୍ଦ୍ଧମାନ ବନ ବିଭାଗକୁ ଆଣିଥିଲେ। ତେବେ, ଯେଉଁମାନେ ପକ୍ଷୀମାନଙ୍କୁ ନେଉ ଆସୁଥିଲେ ସେମାନେ ଫେରାର ହୋଇ ଯାଇଛନ୍ତି। ସେମାନଙ୍କୁ ଧରିବା ସମ୍ଭବ ହୋଇପାରିଲା ନାହିଁ।…

Read More

ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାକୋଲକତା ସ୍ଥିତ ଆରଜି କର ସରକାରୀ ହସ୍ପିଟାଲ। ଠିକ୍ ଗୋଟିଏ ବର୍ଷ ପୂର୍ବେ ଚିକିତ୍ସକ ଅଭୟାର ବଳାତ୍କାର ଏବଂ ହତ୍ୟା ସମଗ୍ର ଭାରତର ସମାଜ ଏବଂ ରାଜ୍ୟ ରାଜନୀତିକୁ ଆନ୍ଦୋଳିତ କରିଦେଇଥିଲା। ଏହି ନୃଶଂସ ଘଟଣାର ବିରୋଧରେ କୋଲକତା ଠାରୁ ସବୁଠି ପ୍ରତିବାଦର ଲହରୀ ଦେଖିବାକୁ ମିଳିଥିଲା। କିନ୍ତୁ ସେହି ପ୍ରତିବାଦକାରୀମାନଙ୍କ ମଧ୍ୟରୁ ଏକ ଅଂଶ, “ନ୍ୟାୟବିଚାର ମଞ୍ଚ” ବା “ଧନଞ୍ଜୟ ଚାଟାର୍ଜୀ ପୁନଃ ବିଚାର ମଞ୍ଚ”ର ସଦସ୍ୟମାନେ ରାସ୍ତାକୁ ଓହ୍ଲାଇ ସିଧାସଳଖ “ୱେଷ୍ଟବେଙ୍ଗଲ ଜୁନିଅର ଡାକ୍ତର ଫ୍ରଣ୍ଟ” ବିରୋଧରେ ଦୁର୍ନୀତିର ଅଭିଯୋଗ ଆଣିଛନ୍ତି। ମଞ୍ଚର ସଭାପତି ଓ ସଂଯୋଜକ ଡାକ୍ତର ଚନ୍ଦ୍ରଚୂଡ଼ ଗୋସ୍ୱାମୀ କହିଛନ୍ତି ଯେ ଆରଜି କର ହସ୍ପିଟାଲରେ ଡାକ୍ତର ଅଭୟାଙ୍କ ଘଟଣା ସମଗ୍ର ମାନବଜାତି ପାଇଁ ଲଜ୍ଜାଜନକ, କିନ୍ତୁ ଯେଉଁମାନେ ଏହି ହତ୍ୟା ନାମରେ କ୍ରାଉଡଫଣ୍ଡିଂ କରି ନିଜର ଆଖଡା ସଂଗଠିତ କରିଛନ୍ତି ଏବଂ ଆନ୍ଦୋଳନକୁ ବିଭ୍ରାନ୍ତ କରିଛନ୍ତି ସେମାନେ ମଧ୍ୟ କମ୍ ଦୋଷୀ…

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା ରାଜ୍ୟ ପଶ୍ଚିମ ବଙ୍ଗର ବିର୍ ଭୁମ୍ ଜିଲ୍ଲା ସ୍ଥିତ ରାମ ପୁର ହାଟ ଅଞ୍ଚଳ ରେ ଥିବା 51 ଦେବୀ ପୀଠ ମଧ୍ୟରୁ ଅନ୍ୟତମ ପୀଠ ତାରାପୀଠ ମନ୍ଦିର,: ତନ୍ତ୍ର ସାଧନାର ପୀଠ ଭାବରେ ପରିଚିତ ତାରାପୀଠ କୌଶିକି ଅମାବାସ୍ୟା ଅବସରରେ ପୁଣି ଥରେ ଭକ୍ତ ଏବଂ ସନ୍ଥମାନଙ୍କରେ ପରିପୂର୍ଣ୍ଣ ହୋଇଛି। ପ୍ରତିବର୍ଷ ପରି, ଏଥର ମଧ୍ୟ, ଏହି ବିଶେଷ ତିଥିରେ ମା ତାରାଙ୍କୁ ପୂଜା ଏବଂ ସାଧନା କରିବା ପାଇଁ ଦୂର ଦୂରାନ୍ତରୁ ଲକ୍ଷ ଲକ୍ଷ ଲୋକ ଏକତ୍ରିତ ହୋଇଛନ୍ତି। କ୍ୟାଲେଣ୍ଡର ଅନୁସାରେ, ଏହି ବର୍ଷ (2025) କୌଶିକି ଅମାବାସ୍ୟା ତାରିଖ ଶୁକ୍ରବାର ଅର୍ଥ ଆଜି ଅଗଷ୍ଟ 22 ତାରିଖରୁ ଆରମ୍ଭ ହୁଏ। ଏହି ତାରିଖ ଶନିବାର, ଅଗଷ୍ଟ 23 ତାରିଖ ପର୍ଯ୍ୟନ୍ତ ଚାଲିବ। ରାତ୍ରି ପୂଜା ଏବଂ ତନ୍ତ୍ର ସାଧନାର ମାହାତ୍ମ୍ୟ, କୌଶିକି ଅମାବାସ୍ୟା ରାତିକୁ ତନ୍ତ୍ର ଅନୁସାରେ ‘ତାରା ରାତ୍ରି’ କୁହାଯାଏ। କୁହାଯାଏ…

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା ମହିଳା ଜଣକ ତାଙ୍କ ପ୍ରେମିକଙ୍କ ସହ ପରିବାର ଗଢ଼ିବାକୁ ଚାହୁଁଥିଲେ। ସେ ତାଙ୍କ ପ୍ରେମିକଙ୍କ ସହ ତାଙ୍କର ଏକମାତ୍ର ଝିଅକୁ ନେଇ ରାଜ୍ୟ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପର ଗଣା ଜିଲ୍ଲା ସ୍ଥିତ ଡାଇମଣ୍ଡ ହାରବରରୁ ଆନ୍ଧ୍ରପ୍ରଦେଶ ରାଜ୍ୟ କୁ ଚାଲିଯାଇଥିଲେ। କିନ୍ତୁ ଶିଶୁ କନ୍ୟାଟି ରାସ୍ତାର କଣ୍ଟା ସାଜି ଥିଲା। ପୋଲିସ ତଦନ୍ତ ଅନୁଯାୟୀ, ସେମାନେ ଦୁଇଜଣ ସେଠାକୁ ଯାଇ ଶିଶୁ କନ୍ୟାକୁ ହତ୍ୟା କରିଥିଲେ। ଅଭିଯୁକ୍ତମାନଙ୍କୁ ଦକ୍ଷିଣ ୨୪ ପ୍ରଗଣା ଥାନର ପୁଲିସ ଗିରଫ କରିଛି। ଏପରି ଏକ ଭୟଙ୍କର ଘଟଣା ବିଷୟରେ ଜାଣିବା ପରେ ପୁଲିସ ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଡାଇମଣ୍ଡ ହାର୍ବର ପୁଲିସ ଜିଲ୍ଲାର ପାରୁଲିଆ କୋଷ୍ଟାଲ ଥାନାର ପୁଲିସ ଆନ୍ଧ୍ରପ୍ରଦେଶରୁ ଦୁଇଜଣଙ୍କୁ ଆଣି ଗିରଫ କରିଛି। କିଛି ଦିନ ପୂର୍ବରୁ ଦୁଇଜଣଙ୍କୁ ଡାଇମଣ୍ଡ ହାର୍ବରକୁ ଅଣାଯାଇଥିଲା। ପଚରାଉଚରା ସମୟରେ, ନିଜ ପ୍ରେମିକ ସହିତ ନିଜ କୁନି ଝିଅ କୁ…

Read More