Author: Charcha News

by-ରବିନ୍ଦ୍ର ନାଥ ମହାପାତ୍ର ତା:୦୪-୦୪-୨୦୨୬ ରାୟଗଡ଼ା : ତା:୦୪-୦୪-୨୦୨୬ :ରାୟଗଡ଼ା:: ଜିଲ୍ଲା ଗୁଣପୁର ଶ୍ରମ ବିଭାଗ ତରଫରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆ ନାମ ଫଳକ ଲେଖିବା ନିମନ୍ତେ ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା ହୋଇଥିବା ଓଡ଼ିଆ ପକ୍ଷ ଅବସରରେ ଚଳିତ ଏକ ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ଓଡ଼ିଆ ଅସ୍ମିତାର ଗୌରବ ପ୍ରସାର ପ୍ରଚାର ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସ୍ୱରୂପ ଆଜି ଗୁଣପୁର ସାଧୁ ପାଉଲ ପ୍ରାଥମିକ ବିଦ୍ୟାଳୟରୁ ଏକ ସଚେତନ ଶୋଭାଯାତ୍ରା ଆରମ୍ଭ ହୋଇ ସହର ସାରା ବୁଲି ବିଭିନ୍ନ ଅନୁଷ୍ଠାନ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମ ଫଳକ ଲେଖିବା ନିମନ୍ତେ ସଚେତନ କରାଯାଇଥିଲା । ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ଓ ବାଣିଜ୍ୟିକ ଅନୁଷ୍ଠାନ ଓଡ଼ିଆ ଫଳକ ଲେଖି ନଥିବା ଯୋଗୁଁ ଜରିମାନା ମଧ୍ୟ ଆଦାୟ କରାଯାଇଥିବା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି । ଆଜିର ଏହି ଶୋଭାଯାତ୍ରାକୁ…

Read More

BY -ରବିନ୍ଦ୍ର ନାଥ ମହାପାତ୍ର -DT-4.4.2026 ରାୟଗଡ଼ :: DT-4.4.2026 :: ରାୟଗଡ଼ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମର ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଶନିବାର ଦିନ ଶୁଭାରମ୍ଭ କରିଛନ୍ତି | ସ୍ଥାନୀୟ ଗାନ୍ଧୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହାର ଆୟୋଜନ କରାଯାଇଥିଲା | ପ୍ରବେଶ ଉତ୍ସବରେ ଜିଲ୍ଲାପାଳଙ୍କ ସମେତ ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶାନ୍ତିଲତା ମୁନି ଓ ସସ୍ମିତା ବେହେରା, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ, ସମଗ୍ର ଶିକ୍ଷା କାର୍ଯ୍ୟାଳୟର ପେଡାଗୋଜି ସଂଯୋଜକ ଜ୍ଞାନ ରଞ୍ଜନ ସାହୁ, ଭିନ୍ନକ୍ଷମ ସଂଯୋଜକ ପ୍ରଦୀପ କୁମାର ସାହୁ ପ୍ରମୂଖ ଉପସ୍ଥିତ ରହି ମା ବିଦ୍ୟାଦାୟିନୀ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ପୂଜା ଅର୍ଚ୍ଚନା ପରେ ଶିଶୁ ବାଟିକାରେ ନାମ ଲେଖାଇଥିବା ଶିଶୁଙ୍କୁ ସିଲଟରେ ଖଡି ଛୁଆଇଁ ଶିକ୍ଷାରମ୍ଭ କରାଇଥିଲେ | ମୋଟ ପଚିଶି…

Read More

ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଇଥିବା ଅତିରିକୁ ଡିସିପି ଶ୍ରୀ କୃଷ୍ଣଚନ୍ଦ୍ର ସେଠୀଙ୍କୁ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ ଆଜି ପୂର୍ବାହ୍ନ ରେ ସାକ୍ଷାତ କରିବା ସହିତ ସ୍ବାସ୍ଥ୍ୟବସ୍ଥା ବିଷୟରେ ଅବଗତ ହୋଇଛନ୍ତି। ସେଠାରେ ଉପସ୍ଥିତ ବିଶେଷଜ୍ଞ ଡାକ୍ତରମାନଙ୍କ ସହ ଶ୍ରୀ ଖୁରାନିଆ ଆଲୋଚନା କରି ଶ୍ରୀ ସେଠୀଙ୍କ ଚିକିତ୍ସା ପ୍ରକ୍ରିୟା ଓ ସୁସ୍ଥତା ସମ୍ପର୍କରେ ଅବଗତ ହୋଇଛନ୍ତି । ଏହା ସହ ଶ୍ରୀ ସେଠୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଚର୍ଚ୍ଚା news

Read More

BY – SHUBHASMlTA DT – 04.04.2026ସୋସିଆଲ ମିଡିଆରେ ଏହିଦିନ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ୍ ହେଉଛି । ଭିଡିଓଟିରେ ଭାରତର “କ୍ରିକେଟର ଭଗବାନ” Sachin Tendulkar କୌଣସି ସିକ୍ୟୁରିଟି ଚେକିଂ ବିନା ଏୟାରପୋର୍ଟ ଭିତରକୁ ପ୍ରବେଶ କରୁଥିବା ଦେଖାଯାଉଛନ୍ତି । ଏହା ସହିତ ଅନ୍ୟ ଏକ ଦୃଶ୍ୟରେ ପୂର୍ବତନ ଭାରତୀୟ କ୍ୟାପ୍ଟେନ୍ MS Dhoni ସାଧାରଣ ଯାତ୍ରୀଙ୍କ ଭଳି ସିକ୍ୟୁରିଟି ଯାଞ୍ଚ କରାଉଥିବା ନଜରକୁ ପଡ଼ୁଛନ୍ତି ।ଏହି ଭିଡିଓ ପରେ ସୋସିଆଲ ମିଡିଆରେ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି । ଅନେକ ଲୋକ ପ୍ରଶ୍ନ କରୁଛନ୍ତି ସଚିନଙ୍କୁ କାହିଁକି ବିଶେଷ ସୁବିଧା? ଧୋନୀଙ୍କୁ କାହିଁକି ନୁହେଁ?ବାସ୍ତବରେ, ଏହାର ଉତ୍ତର ଲୁଚିଛି ସରକାରୀ ପ୍ରୋଟୋକଲ୍‌ରେ । Sachin Tendulkar ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ Bharat Ratna ପାଇଥିବା ବ୍ୟକ୍ତି । ଏହି ସମ୍ମାନ ପାଇଥିବା ଲୋକମାନେ ଦେଶରେ କେତେକ ବିଶେଷ ସୁବିଧା ଓ ସୁରକ୍ଷା ଛାଡ଼ ପାଇଥାନ୍ତି ।ଭାରତ ସରକାରଙ୍କ…

Read More

by-SUBHASMITA-DT-4.4.2026 DT-4.4.2026 ::ମାହାରାଷ୍ଟ୍ର ନାସିକ ଶିବାଜୀ ନଗରରେ ବଡ଼ ଅଘଟଣ ହେଇଚି । କୂଅ ଭିତରକୁ ଖସି ପଡ଼ିଲା କାର । ଗୋଟିଏ ପରିବାରର ୯ ଜଣଙ୍କ ମୃତ୍ୟୁ । କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରିବାବେଳେ ଭାରସାମ୍ୟ ହରାଇଥିଲେ ଚାଳକ । ମହାରାଷ୍ଟ୍ର ନାସିକରେ ବଡ଼ ଅଘଟଣ । କୂଅରେ କାର୍‌ ଖସି ପଡ଼ିଯିବାରୁ ଗୋଟିଏ ପରିବାରର ୯ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଶିବାଜୀ ନଗର ଦିଣ୍ଡୋରିରେ ଘଟିଛି ଅଘଟଣ ।  ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବାବେଳେ କାର୍ ଟି ଭାରସ୍ୟାମ ହରାଇ ଏକ ବିଶାଳ କୂଅକୁ ଖସି ପଡ଼ିଥିଲା । ସୂଚନା ପାଇ ଦମକଳ ବାହିନୀ ପହଞ୍ଚିବା ପରେ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ସମସ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଚର୍ଚ୍ଚା news

Read More

BY-SUBHASMITa-DT-4.4.2024 :: ରାଜ୍ୟରେ ଆରମ୍ବ ହେଲା ରାଜ୍ୟସ୍ତରୀୟ ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ । ଭୁବନେଶ୍ବର ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ସେପଟେ ମଧ୍ୟ ଆଜିଠାରୁ ଆରମ୍ଭ ହେଲା ସକାଳୁଆ ସ୍କୁଲ ଆଜି ପାଳନ ହେଉଛି ଖଡି ଛୁଆଁ ଓ ପ୍ରବେଶ ଉତ୍ସବ । ଶିଶୁ ବାଟିକା ପିଲାଙ୍କ ଖଡି ଛୁଆଁ । ଭୁବନେଶ୍ବର ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ଯୋଗ ଦେଇଛନ୍ତି । ବିଭାଗୀୟ ମନ୍ତ୍ରୀ ସାମିଲ ରହିଛନ୍ତି । କୋମଳମତି ଶିଶୁଙ୍କ ଶିକ୍ଷା କ୍ଷେତ୍ରରେ ନୂଆ ପରିକଳ୍ପନା ଆଣିବା ପାଇଁ ଏଭଲି ଏକ ନିଷ୍ପତ୍ତି ନିଆଯାଇଥିଲା । ପୂର୍ବ ବର୍ଷ ମଧ୍ୟ ଏଭଲି ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଚଳିତ ବର୍ଷ ପିଲାମାନଙ୍କ ସହ ଅଭିଭାବକ ମାନେ ମଧ୍ୟ ସାମିଲ ହେବେ…

Read More

BY-SUBHASMITA-DT-4.4.2026 ଭୁବନେଶ୍ୱର : DT-4.4.2026 :: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ସକାଳୁ ସକାଳୁ ପିଲାମାନେ ସ୍କୁଲ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବଡ ନିଷ୍ପତି ନିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରଥମ ଗୁରୁତ୍ୱ ଦେଇ, ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି । ଭୁବନେଶ୍ଵର : DT-4.4.2026:: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ସକାଳୁ ସକାଳୁ ପିଲାମାନେ ସ୍କୁଲ ଯାଉଥିବାର ଦେଖିବାକୁ ମିଳିଛି। ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବଡ ନିଷ୍ପତି ନିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରଥମ ଗୁରୁତ୍ୱ ଦେଇ, ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ଚାଲିବ । ତାତିର ପ୍ରକୋପ ବୃଦ୍ଧି ପାଇବାରୁ ମଧ୍ୟାହ୍ନ ସମୟକୁ ଏଡ଼ାଇବା ପାଇଁ…

Read More

କଟକ : DT-4.4.2026 : କଟକ ସହରରେ ମୋବାଇଲ୍ ଛିନାଯୋଗ ଘଟଣାକୁ ନେଇ ବଡ଼ ସଫଳତା ହାସଲ କରିଛି ମଙ୍ଗଳାବାଗ ଥାନା ପୋଲିସ। | ୨ ଏପ୍ରିଲ ୨୦୨୬ ତାରିଖରେ ଏସସିବି ମେଡିକାଲ କଲେଜ୍ ଓ ହସ୍ପିଟାଲ୍ କ୍ୟାମ୍ପସରୁ ମୋବାଇଲ୍ ଫୋନ୍ ଚୋରି କରୁଥିବା ଜଣେ ପ୍ରୋଫେସନାଲ୍ ମୋବାଇଲ୍ ସ୍ନାଚର୍‌କୁ ପୋଲିସ ଗିରଫ କରିଛନ୍ତି । ଏହି ସମ୍ପର୍କରେ ମଙ୍ଗଳାବାଗ ଥାନାରେ କେସ୍ ନମ୍ବର ୧୦୮, ତାରିଖ ୦୨.୦୪.୨୦୨୬ ଅନୁଯାୟୀ ଭାରତୀୟ ଦଣ୍ଡ ସଂହିତା ୨୦୨୩ର ଧାରା ୩୦୫(ଏ) ଅନୁସାରେ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ଏହି ଘଟଣାରେ ମଙ୍ଗଳାବାଗ ଥାନାର ଏଏସଆଇ ଚନ୍ଦ୍ରମୋହନ ନାୟକ ଆଇଆଇସିଙ୍କ ନିର୍ଦ୍ଦେଶରେ ସନ୍ଧ୍ୟା ପ୍ରହରା କାଳୀନ ସମୟରେ ଏସସିବି ମେଡିକାଲ କ୍ୟାମ୍ପସର ଗାଇନିକୋଲୋଜି ବିଭାଗ ନିକଟରେ ସନ୍ଦେହଜନକ ଭାବେ ଘୁରୁଥିବା ଜଣେ ବ୍ୟକ୍ତିଙ୍କୁ ଧରିଥିଲେ। ତାଙ୍କ ତଲାଶି କାଳୀନ ତିନିଟି ମୋବାଇଲ୍ ଫୋନ୍ଓପୋ, ଭିଭୋ ଉଦ୍ଧାର ହୋଇଥିଲା । ପରବର୍ତ୍ତୀ ପଚରାଉଥିବାବେଳେ ଅଭିଯୁକ୍ତଙ୍କ…

Read More

ଅସହ୍ୟ ଖରା ଓ ଗୁଳୁଗୁଳି ଭିତରେ ମିଳିପାରେ ଆଶ୍ବସ୍ତି :: By-SUBHASMITA-DT-4.4.2026 ଭୁବନେଶ୍ଵର :DT-4.4.2026 :: ଅସହ୍ୟ ଖରା ଓ ଗୁଳୁଗୁଳି ଭିତରେ ମିଳିପାରେ ସାମାନ୍ୟ ଆଶ୍ବସ୍ତି । ଆଜି କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ପବନ ସହ ଘଡ଼ଘଡ଼ି ବର୍ଷା ନେଇ ସର୍ତକ ସୂଚନା ଜାରି କରିଛନ୍ତି ପାଣିପାଗ ବିଭାଗ । ଆଜି କଳାହାଣ୍ଡି, କନ୍ଧମାଳ, ରାୟଗଡା, ମାଲକାନଗିରି ଓ କୋରପୁଟ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ହେବାର ସମ୍ଭାବନା ରହିଛି । ଏହା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି ପାଣିପାଗ ବିଭଗ । ଆସନ୍ତାକାଲି କାଳବୈଶାଖୀ ଧୀରେ ଧୀରେ ବଢିବ । ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହୋଇପାରେ । ଆସନ୍ତାକାଲି ମଧ୍ୟ ପବନର ବେଗ…

Read More