Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Friday, June 12
    Facebook X (Twitter) YouTube Instagram
    Trending
    • ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ମିଳନୀ ଓ କାର୍ଯ୍ଯକର୍ତ୍ତା ନିର୍ବାଚନ
    • ସ୍ୱତନ୍ତ୍ର ସଘନ ସଂଶୋଧନ (SIR) -୨୦୨୬ ଅନ୍ତର୍ଗତ ରାୟଗଡ଼ରେ ଭୋଟର ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ
    • ଆଦର୍ଶ ବ୍ଲକ ରେ କଳା ସତ୍ୟ: ସ୍ୱାଧୀନତାର ୭୫ ବର୍ଷ ପରେ ବି ଟୋପେ ପାଣି ପାଇଁ ସଂଘର୍ଷ
    • ପରମ୍ପରା ଓ ମାନବିକତା ମଧ୍ୟରେ ଫସିଛି ଏକ ପରିବାର
    • ବାଘ ଛାଲ ଜବତ,8 ଗିରଫ୍
    • ସୌରା ଭାଷାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା: ଲାଞ୍ଜିଆ ସୌରା ଗ୍ରାମରେ ପହଞ୍ଚିଲେ ଜିଲ୍ଲା ପ୍ରଶାସନ 
    • ଡହ ଡହ ଖରାରେ ରନ୍ଧନ ଗ୍ୟାସ ପାଇଁ ଧାରଣା: ତିନି ମାସ ଧରି ଗ୍ୟାସ ବୁକିଂ କରିଥିଲେ ମଧ୍ୟ ମିଳୁନି ସିଲିଣ୍ଡର
    • ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ
    • ସୌରା ଭାଷାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା: ଲାଞ୍ଜିଆ ସୌରା ଗ୍ରାମରେ ପହଞ୍ଚିଲେ ଜିଲ୍ଲା ପ୍ରଶାସନ 
    • ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହେଲେ ସୁନୀତି
    • ମେଧାବୀ ଛାତ୍ରୀଙ୍କ ମୃତ୍ୟୁରେ ଥରିଲା ଓଡ଼ିଶା : ପ୍ରେମ, ପ୍ରତାରଣା ନା ଷଡ଼ଯନ୍ତ୍ର ? ଉତ୍ତର ଖୋଜୁଛି ପୋଲିସ
    • ବିଶ୍ୱ ପରିବେଶ ଦିବସ ଅବସରରେ ଗୁଣପୁର ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ
    • କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ର ଗୁଣପୁର,ପଦ୍ମପୁର ଓ ମୁନିଗୁଡ଼ା ଠାରେ ATM ଶୁଭ ଉଦଘାଟନ
    • ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଅପରାଧ»ଗଛ ନ ଲଗାଇବା ଯୋଗୁ ୧୧ ଜଣ BEOଙ୍କ ଦରମା ବନ୍ଦ

    ଗଛ ନ ଲଗାଇବା ଯୋଗୁ ୧୧ ଜଣ BEOଙ୍କ ଦରମା ବନ୍ଦ

    By charchanewsJuly 30, 2025
    Share
    Facebook Twitter Email WhatsApp

    ବଲାଙ୍ଗୀର ଜିଲାର ୧୧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ଜିଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ‘ଏକ ପେଡ ମା’ କେ ନାମ’ କାର୍ଯ୍ୟକ୍ରମ ଚାଲିଥିବାବେଳେ ଜିଲାରେ ଥିବା ବିଭିନ୍ନ ସରକାରୀ ସ୍କୁଲରେ ପାଳନ କରୁ ନ ଥିବା ଦେଖାଦେଇଛି । ବଲାଙ୍ଗୀର ଜିଲ୍ଲା ଅଧିକାରୀ ୧୧ଟି ବ୍ଲକ ଶିକ୍ଷା ଅଧିକାରୀ ହେଲେ, ଆଗଲପୁର ବିଇଓ ଶ୍ୟାମ ମେହେର, ସଇଁତଲା ବିଇଓ ଦିଲୀପ କୁମାର ଯୋଶୀ, ଟିଟିଲାଗଡ଼ ବିଇଓ ଆତ୍ରତ୍ରାଣ ରଥ, ଦେଓଗାଁ ବିଇଓ ମମତା ମହଦିକ, ଗୁଡଭେଲା ବିଇଓ ନମିତା ରାଣୀ ଭୋଇ, ବଙ୍ଗୋମୁଣ୍ଡା ବିଇଓ ବୈକୁଣ୍ଠ ଶବର, ମୁରିବାହାଲ ବିଇଓ ସାନ୍ତୁନୁ କୁମାର ପଢିହାରି, ତୁରକେଲା ବିଇଓ ଗୌତମ ପଟେଲ, ବେଲପଡା ବିଇଓ ଅଭିନବ ମିଶ୍ର, ପାଟଣାଗଡ ବିଇଓ ଶଙ୍କର ପ୍ରସାଦ ମାଝୀ, ଏବଂ ପୁଇଁତଲା ବିଇଓ ରତ୍ନମୟୀ ପୁରୋହିତ। ସମସ୍ତ ୧୧ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଜାରି କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଏହି ଅଧିକାରୀଙ୍କ ଜୁଲାଇ ମାସର ଦରମା ବନ୍ଦ କରାଯାଇଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶ କିମ୍ବା କାର୍ଯ୍ୟକ୍ରମରେ ଶତ ପ୍ରତିଶତ ସଫଳତା ହାସଲ ପରେ ଦରମା ପ୍ରଦାନ କରାଯିବାକୁ ନିର୍ଦ୍ଦେଶରେ ଉଲ୍ଲେଖ ରହିଥିବାରୁ ଏହା ଚର୍ଚ୍ଚାର ବିଷୟ ହୋଇଛି।

    Share. Facebook Twitter WhatsApp

    Related Posts

    ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ

    June 7, 2026 ଅପରାଧ

    ଆଇଆଇସି ସନ୍ଧ୍ୟାରାଣୀ ଜେନା ନିଲମ୍ୱିତ

    May 28, 2026 ଅପରାଧ

    ଋଣ ଆଦାୟ ନାଁରେ ଦାଦାଗିରି ପରେ ମରଣାତ୍ମକ ଆକ୍ରମଣ, ଯୁବକ ଗୁରୁତର

    May 20, 2026 ଅପରାଧ

    ଗୁଡାରି ବ୍ଲକ କାର୍ଯ୍ୟଳୟ ପରିସରରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

    May 18, 2026 ଅପରାଧ

    ନିଖିଲ ହତ୍ୟାକାଣ୍ଡ ମାମଲା ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀ ଗିରଫ,୯ଜଣ ଗିରଫ

    May 18, 2026 ଅପରାଧ

    ଟ୍ରାକ୍ଟର ରୋଟରେ ଚାପି ହୋଇ ଚାଷୀ ମୃତ୍ୟୁ

    May 17, 2026 ଅପରାଧ

    ଚର୍ଚ୍ଚାରେ ଚନ୍ଦ୍ରନାଥ ରଥ ହତ୍ୟାକାଣ୍ଡ : ୟୁପିରୁ ୩ ଗିରଫ, ଆନ୍ତଃରାଜ୍ୟ ଲିଙ୍କ୍‌ର ଖୋଜରେ ସିଟ :

    May 11, 2026 ଅପରାଧ

    ସରକାର ଗଠନ ପରେ ବି ପଶ୍ଚିମବଙ୍ଗରେ ହିଂସା ଜାରି :

    May 10, 2026 ଅପରାଧ

    ରାଜ୍ୟରେ ବିଗିଡ଼ିଯାଇଛି ଆଇନଶୃଙ୍ଖଳା ବ୍ୟବସ୍ଥା, ଅପରାଧୀ ଉପରମୁହାଁ ଥିବା ବେଳେ ନିରବ ପୁଲିସ

    May 10, 2026 ଅପରାଧ

    ବାଲିଅନ୍ତା ହତ୍ୟାକାଣ୍ଡରେ କଡ଼ା ତଦନ୍ତ, ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବ ମହିଳା କମିସନ୍‌ :

    May 8, 2026 ଅପରାଧ

    May 8, 2026 ଅପରାଧ

    ହତ୍ୟା ପୂର୍ବରୁ ୭୨ ଘଣ୍ଟା ଧରି ଚାଲିଥିଲା ରେକି, ପୂରା ଅପରେସନ୍‌ ଥିଲା ପ୍ଲାନ୍‌ଡ : ଏସ୍‌ଆଇଟି

    May 8, 2026 ଅପରାଧ
    Watch YouTube

    You May Like

    ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ମିଳନୀ ଓ କାର୍ଯ୍ଯକର୍ତ୍ତା ନିର୍ବାଚନ

    June 8, 2026

    ସ୍ୱତନ୍ତ୍ର ସଘନ ସଂଶୋଧନ (SIR) -୨୦୨୬ ଅନ୍ତର୍ଗତ ରାୟଗଡ଼ରେ ଭୋଟର ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

    June 7, 2026

    ଆଦର୍ଶ ବ୍ଲକ ରେ କଳା ସତ୍ୟ: ସ୍ୱାଧୀନତାର ୭୫ ବର୍ଷ ପରେ ବି ଟୋପେ ପାଣି ପାଇଁ ସଂଘର୍ଷ

    June 7, 2026

    ପରମ୍ପରା ଓ ମାନବିକତା ମଧ୍ୟରେ ଫସିଛି ଏକ ପରିବାର

    June 7, 2026

    ବାଘ ଛାଲ ଜବତ,8 ଗିରଫ୍

    June 7, 2026

    ସୌରା ଭାଷାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା: ଲାଞ୍ଜିଆ ସୌରା ଗ୍ରାମରେ ପହଞ୍ଚିଲେ ଜିଲ୍ଲା ପ୍ରଶାସନ 

    June 7, 2026

    ଡହ ଡହ ଖରାରେ ରନ୍ଧନ ଗ୍ୟାସ ପାଇଁ ଧାରଣା: ତିନି ମାସ ଧରି ଗ୍ୟାସ ବୁକିଂ କରିଥିଲେ ମଧ୍ୟ ମିଳୁନି ସିଲିଣ୍ଡର

    June 7, 2026

    ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ

    June 7, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.