BY-ଦେବେନ୍ଦ୍ର ପୋଡ଼
ବଲାଙ୍ଗିର :: ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଅନ୍ତର୍ଗତ ବେହେରା ବନ୍ଧ ଗ୍ରାମର ଲୋଚନା ବାଗ ଗତ କାଲି ସ୍ଵାର୍ଗାରୋହଣ କରିଛନ୍ତି । ସେ ଜଣେ ଧର୍ମପରାୟଣ ମହିଳା ଓ ପରୋପକାରୀ ଥିଲେ । ମୃତ୍ୟୁ ବେଳଙ୍କୁ ତାଙ୍କର 65 ବର୍ଷ ହେଇଥିଲା । ସେ ଅନେକ ସମୟ ବିଭିନ୍ନ ଧର୍ମ କାର୍ଯ୍ୟରେ ନିୟୋଜିତ ଥିଲେ। ଗ୍ରାମର କାର୍ତ୍ତିକ ପୂର୍ଣ୍ଣିମାର ଜଣେ ନିୟମିତ ସଭ୍ୟ ରହିଥିଲେ । ମୃତ୍ୟୁଶର୍ଯ୍ୟା ନିକଟରେ ସମ୍ବାଦିକ ଦେବେନ୍ଦ୍ର ପୋଡ଼ , ନରେନ୍ଦ୍ର ପୋଡ଼ , ଗୋପି ହାତୀ , ସୁଦାମ ହାତୀ , ଗୁଲୁ ପୋଡ଼ ଓ ସଂଜୀବ ବଗର୍ତ୍ତୀ ଓ ସଂପର୍କୀୟ ଉପସ୍ଥିତ ଥିଲେ ।
ଚର୍ଚ୍ଚା TV












